ଦରଦାମ୍ ବୃଦ୍ଧି ଭିତରେ ଘାଣ୍ଟି ହେଉଛନ୍ତି ପାକିସ୍ତାନ୍ ବାସୀ । ନିଜ ପିଲାକୁ ଖାଇବାକୁ ଦେଇ ନପାରି ବିକଳରେ କାନ୍ଦୁଛନ୍ତି ମହିଳା । ଏଥିପାଇଁ ଏକ ଭିଡିଓ ସେୟାର କରି ସରକାରଙ୍କୁ ଦାୟୀ କରିଛନ୍ତି ।