• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Russia Ukraine War
ଋଷିଆ ଜାରି କଲା ଶତ୍ରୁ ଦେଶଙ୍କ ତାଲିକା : ଆମେରିକା, ଜାପାନ, ବ୍ରିଟେନ୍‌ ସମେତ ଟାର୍ଗେଟରେ ୩୧ ଦେଶ

ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ।

Ukraine Soldiers Marriage
ୱାରଜୋନ୍‌ରେ ଲଭ୍‌ ଷ୍ଟୋରୀ: ଗୁଳିଗୋଳା-ବୋମାମାଡ଼ର ପ୍ରଚଣ୍ତ ଶବ୍ଦ ଭିତରେ ବାଜିଲା ଶାହନାଇ

ୟୁକ୍ରେନ୍‌ରେ ଭୟର ବାତାବରଣ ଛାଇ ରହିଥିବା ବେଳେ ହାତକୁ ଦି ହାତ ହୋଇଛନ୍ତି ଦୁଇ ଯବାନ । ସ୍ୱେଚ୍ଛାକୃତ ଭାବେ ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଲିଜେ, ଭେଲେରୀ ବିବାହ କରିଛନ୍ତି ।

Ukraine Crisis
କିଭ୍‌ ଆଡ଼କୁ ମାଡ଼ି ଚାଲିଛନ୍ତି ଋଷୀୟ ସେନା, ଋଷ୍‌ ରକ୍ଷା ମନ୍ତ୍ରଣାଳୟ ଜାରି କଲା ଭିଡିଓ

ଋଷୀୟ ପ୍ରତିରକ୍ଷା ବିଭାଗ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ବହୁ ସଂଖ୍ୟକ ମସ୍କୋ ଟ୍ୟାଙ୍କ ଦ୍ରୁତ ଗତିରେ କିଭ୍‌ ଆଡକୁ ଗତି କରୁଥିବା ଦେଖାଯାଉଛି । ବେଲାରୁଷ ସୀମାରୁ ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି ।

PM Modi Speaks To Ukrainian President
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ୩୫ ମିନିଟ୍‌ ଫୋନ୍‌ରେ କଥା ହେଲେ ମୋଦି

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ପ୍ରାୟ ୩୫ ମିନିଟ୍ ଧରି ଫୋନ୍‌ରେ ଆଲୋଚନା ହୋଇଥିଲା।

Explosion in Luhansk
ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ, ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଇଲେ ଲୋକେ

ଋଷିଆ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ ହୋଇଛି।  ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ସହରରେ କଳା ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା।

russia
ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ଋଷିଆ

ଋଷିଆର ଯୁଦ୍ଧ ବିରତି ଘୋଷଣା । ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି । 

500-kg-russian-bomb-fell-on-a-residential-building
ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି : ଚେରନିହିବ୍‌ର ଏକ ଘର ଉପରେ ପଡ଼ିଲା ୫୦୦ କିଲୋର ବୋମା

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କାଲେବା ଟ୍ୱିଟରରେ ଏକ ବିଶାଳକାୟ ବୋମାର ଫଟୋ ପୋଷ୍ଟ କରିଛନ୍ତି । ଏଭଳି ବୋମା ତାଙ୍କ ଦେଶର ଲୋକଙ୍କ ଜୀବନକୁ ହତ୍ୟା କରୁଥିବା ସେ ଲେଖିଛନ୍ତି ।

PM Modi To Speak With Ukrainian President
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କ ସହ କଥା ହେବେ। ଫୋନ୍‌ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ସାମ୍ପ୍ରତିକ ଯୁଦ୍ଧ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

crude-oil
ଅଶୋଧିତ ତୈଳ ଦରରେ ନିଆଁ : ବ୍ୟାରେଲ୍‌ ପିଛା ୧୩୦ ଡଲାର ଅତିକ୍ରମ କଲା . .

୨୦୧୪ ପରେ ପ୍ରଥମ ଥର ପାଇଁ ବିଶ୍ୱ ବଜାରରେ ତୈଳ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ୟୁକ୍ରେନ ଉପରେ ରୁଷର ଆାକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି

Taliban Minister Sirajuddin Haqqani Makes Public Appearance
ତାଲିବାନରେ ଦେଖାଦେଲେ ସିରାଜୁଦ୍ଦିନ୍

ଦୀର୍ଘ ୨୦ ବର୍ଷ ହେଲା ଜୀବତ ହେଉକି ମୃତ ଭାବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିକୁ ପାଉ ନଥିଲା ଆମେରିକା ସେନା। ସେଥି ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ହେଲେ ହଠାତ୍ ସାମ୍ନାକୁ ଆସିଲା ସିରାଜୁଦ୍ଦିନ୍। ଏହା ପରେ ସାରା ବିଶ୍ୱରେ ଚର୍ଚ୍ଚା

Russian strikes destroyed Vinnytsia airport
ମିଜାଇଲ୍‌ ମାଡ଼ କରି ଏୟାରପୋର୍ଟ ଉଡ଼ାଇଲା ଋଷିଆ, ତଥାପି କିଭ୍‌ରେ ଏଣ୍ଟ୍ରି କରିପାରିନି

୮ଟି ମିଜାଇଲ୍ ମାଡ଼ କରି ସେଣ୍ଟ୍ରାଲ ୟୁକ୍ରେନର ଭିନିତ୍‌ସିଆ ଏୟାରପୋର୍ଟକୁ ଉଡ଼ାଇଛି ଋଷିଆ। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍ ଭିତରେ ପଶିପାରିନି ଋଷୀୟ ସେନା।

Russia Ukraine War
୧୧ ଦିନର ଘମାଘୋଟ ଯୁଦ୍ଧ ପରେ ବି, ଋଷୀୟ ସେନା ପାଇଁ ଅପହଞ୍ଚ ୟୁକ୍ରେନ୍ ରାଜଧାନୀ କିଭ୍

୧୧ ଦିନର ଘମାଘୋଟ ଯୁଦ୍ଧ ପରେ ବି, ଋଷୀୟ ସେନା ପାଇଁ ଅପହଞ୍ଚ ୟୁକ୍ରେନ୍ ରାଜଧାନୀ କିଭ୍ । ରାଜଧାନୀ ଦଖଲ ପୂର୍ବରୁ ପାଓ୍ୱାର୍ ପ୍ଲାଣ୍ଟ୍ ଓ ଏୟାର୍ ବେସ୍ ଉପରେ ଆକ୍ରମଣ ଜାରି ରଖିଛି ଋଷୀୟ ସେନା । 

Russia Ukraine War
ଘମାଘୋଟ୍‌ ହେଉଛି ଯୁଦ୍ଧ ! କିଭ୍‌ କବ୍‌ଜା ଋଷ ପାଇଁ ଏବେ ବି ସ୍ୱପ୍ନ, ୧୧ ହଜାର ସୈନ୍ୟ ହେଲେଣି ନିହତ

ୟୁକ୍ରେନ୍ ୧୧ ଦିନରେ ୧୧ ହଜାର ଋଷୀୟ ସୈନ୍ୟଙ୍କୁ ମାରିଥିବା ଦାବି କରିଛି । ତେବେ ବର୍ତ୍ତମାନ ସ୍ଥିତିରେ ୟୁକ୍ରେନ୍ ପାଇଁ ଚ୍ୟାଲେଞ୍ଜ ହୋଇଛି ସାଧାରଣ ନାଗରିକଙ୍କୁ ଓ୍ୱାର୍‌ଜୋନ୍‌ରୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ।

Ukraine Crisis
ଭାରତ ସରକାରଙ୍କୁ ୟୁକ୍ରେନ୍‌ର ଅପିଲ୍ : ଋଷିଆ ସହ ଭଲ ବନ୍ଧୁତା ଥିବାରୁ ଆକ୍ରମଣ ରୋକିବାକୁ କରନ୍ତୁ ନିବେଦନ

ଯୁଦ୍ଧ ବନ୍ଦ କରିବାକୁ ନିବେଦିନ । ଭାରତର ସାହାଯ୍ୟ ଭିକ୍ଷା କଲା ୟୁକ୍ରେନ୍‌ ।

russia ukrain war
ଋଷିଆର ଆକ୍ରମଣକୁ ଡରି ପୋଲାଣ୍ଡ ପଳାଇଲେ ଜେଲେନସ୍କି?

ଋଷିଆର ଭୟଙ୍କର ଆକ୍ରମଣକୁ ଦେଖି ଦେଶ ଛାଡ଼ି ପୋଲାଣ୍ଡ ପଳାଇଲେ ଜେଲେନସ୍କି? ଋଷିଆ ଗଣମାଧ୍ୟମ ଦେଲା ଚାଚଂଲ୍ୟକର ତଥ୍ୟ, ସେପଟେ ୟୁକ୍ରେନ ପ୍ରଧାନମନ୍ତ୍ରୀ କହିଲେ

ukrine
ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ମସିହା : ମୃତ୍ୟୁକୁ ଭୟ ନକରି ଲୋକଙ୍କୁ ଉଦ୍ଧାର କରୁଛନ୍ତି ରୋନକ୍‌

ରୋନକ୍‌ ୟୁକ୍ରେନ ଭିତରେ ପଶି ଜଣେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ମାସର ଶିଶୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । କେବଳ ମା’ ଓ ପିଲାଙ୍କୁ ନୁହେଁ ୟୁକ୍ରେନରୁ ଅନେକ ସଂଖ୍ୟକ ଲୋକଙ୍କୁ ଉଦ୍ଧାର କରୁଛନ୍ତି ସେ ।

attack
ମରିପଲ୍ ସହର ଉପରେ ଘନଘନ ବୋମାମାଡ଼ : ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଓ ଗମନାଗମନ ସଂପୂର୍ଣ୍ଣ ବିଚ୍ଛିନ୍ନ

ମରିପଲ ସହର ଉପରେ ରୁଷୀୟ ସେନାଙ୍କ ନଜର । ଅସ୍ତ୍ରବିରତି ଉଲ୍ଲଂଘନ ପରେ ଋଷିଆ ଆଜି ମରିପଲ ଉପରେ ଘନ ଘନ ଆକ୍ରମଣ ହେଉଛି ।

war
ୟୁକ୍ରେନ-ରୁଷିଆ ଯୁଦ୍ଧର ଏକାଦଶ ଦିନ : ୟୁକ୍ରେନର ବିଭିନ୍ନ ସହର ଉପରେ ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଜାରି

ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି ।

Refugee Crisis
ୟୁକ୍ରେନ୍ ଛାଡ଼ି ଚାଲିଯାଉଛନ୍ତି ଲକ୍ଷଲକ୍ଷ ୟୁକ୍ରେନବାସୀ...

ଘର ଗଲା, ବ୍ୟବସାୟ ଗଲା। ଜୀବନ ସାରା ଯାହା ଅର୍ଜି ଥିଲେ ତାହା ବି ଗଲା। ପରିସ୍ଥିତି ଏପରି ହୋଇଛି କି, ପରିଚୟ ବି ବଦଳି ଯାଇଛି ୟୁକ୍ରେନ୍। ନାଗରିକରୁ ପାଲଟି ଯାଇଛନ୍ତି ଶରଣାର୍ଥୀ। ଜନବସତିପୂର୍ଣ୍ଣ ଅଞ୍ଚଳରେ ଋଷର ଆକ୍ରମଣ ବଢୁଥିବାରୁ ପ୍ରାଣ ବିକଳରେ ଦେଶ ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି ହଜାର ହଜାର ୟୁକ୍ରେନ୍ ନାଗରିକ।

Russia Ukraine War
ନାଟୋର ନିଷ୍ପତ୍ତିକୁ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି କ୍ଷୁବ୍ଧ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପ୍ରୟୋଗ ଲାଗି ପୁତିନ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଇଚାଲିଛନ୍ତିି।

Ukraine Russia War
"ଆମେ ରିସ୍କ ନେଉଛୁ, ଯଦି କିଛି ହୁଏ ତ ଏଥିପାଇଁ ସରକାର ଦାୟୀ"

ସୁମି ଷ୍ଟେଟ ୟୁନିଭର୍ସିଟି କ୍ୟାମ୍ପସରୁ ଆସିଥିବା ଏହି ଭିଡିଓରେ, ଛାତ୍ରମାନେ ବରଫରେ ଛିଡ଼ା ହୋଇ ଋଷିଆ ସୀମା ଆଡକୁ ଯିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଭାରତୀୟ ପତାକା ଧରିଛନ୍ତି ।

 ୟୁକ୍ରେନ୍-ରୋମାନିଆ ସୀମାର ଦୃଶ୍ୟ
ନାଗରିକରୁ ଏବେ ଶରଣାର୍ଥୀ ପାଲଟିଗଲେ ୟୁକ୍ରେନ୍‌ବାସୀ

ଗୋଟିଏ ପଟେ ଯୁଦ୍ଧ ବିଭୀଷିକା, ଅନ୍ୟପଟେ ଆତ୍ମୀୟ ସ୍ୱଜନଙ୍କୁ ଫେରି ପାଇବାର ତୃପ୍ତି। 

putin
ପୁଟିନଙ୍କ ପ୍ଲାନ : ଟାର୍ଗେଟରେ ଜେଲେନସ୍କି, ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାଲିଛି ମସୁଧା

ଭୟଙ୍କର ପ୍ଲାନ କରୁଛନ୍ତି ପୁଟିନ୍‌। ଜେଲେନସ୍କିଙ୍କ ମୁଣ୍ଡ ଗଡ଼ାଇବା ସହ ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ମହାଖୁଲାସା ହେବା ପରେ....

Russia Ukraine Crisis
ପୂରା ବିଶ୍ୱ ଉପରେ ଋଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ : ବନ୍ଦ ହୋଇଯାଇପାରେ କାର ଓ ମୋବାଇଲ ଉତ୍ପାଦନ

ଏବେଠୁ ମହାଯୁଦ୍ଧର ପଡ଼ିଲାଣି ପ୍ରଭାବ। ଚିପ୍‌ ମିଳୁନଥିବାରୁ ବିଶ୍ୱରେ ବନ୍ଦ ହୋଇପାରେ କାର ଓ ମୋବାଇଲ ଉତ୍ପାଦନ। ସେପଟେ ୩୦ ଟଙ୍କା ଉପରେ ବଢିଲା ତୈଳ ଦର

Cyber Attack
ୟୁରୋପରେ ବଡ଼ ଧରଣର ‘ସାଇବର ଆଟାକ୍‌’ ଆଶଙ୍କା, ହଜାର ହଜାର ସଂଖ୍ୟକ ୟୁଜର୍ସ ହେଲେ ଅଫ୍‌ଲାଇନ୍‌

ୟୁରୋପରେ ‘ସାଇବର ଆଟାକ୍‌’ ନେଇ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅନେକ ଦେଶର ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍‌ ୟୁଜର୍ସ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।