• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: International Link

hemgenics blessing for hemophilia
ହିମୋଫିଲିୟା ପାଇଁ ଔଷଧ: ଦାମ କୋଟି କୋଟି ଟଙ୍କା

ହିମୋଫିଲିୟା ରୋଗୀ ପାଇଁ ବରଦାନ ସାଜିଛି ହେମଜେନିକ୍ସ। ଏହି ଔଷଧ ଦ୍ୱାରା ହିମୋଫିଲିୟା-ବି ନାମକ ଭୟଙ୍କର ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଇପାରିବ। ଏହାର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Michelle obama emotional post about marriage
‘ବାରାକ’ଙ୍କୁ ନିଜ ଘର ବୋଲି କହିଲେ ମିସେଲ ଓବାମା

ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।

China Spy Ship in Srilanka
ଶ୍ରୀଲଙ୍କା ତଟରେ ଲାଗିଲା ଚୀନ୍‌ର ସ୍ପାଏ ସିପ୍

ଭାରତର ଉଦ୍ବେଗକୁ ଶ୍ରୀଲଙ୍କାର ଅଣଦେଖା। ହାମ୍ବାନଟୋଟା ବନ୍ଦରରେ ପ୍ରବେଶ ଲାଗି ଚୀନ୍ ସ୍ପାଏ ସିପ୍ ୟୁଆନ୍ ଓ୍ୱାଙ୍ଗ-ଫାଇଭ୍‌କୁ ଅନୁମତି ଦେଇଛନ୍ତି ସେଠିକାର ସରକାର। ଏକାଧିକ ଆଧୁନିକ ରାଡାର୍ ଖଞ୍ଜାଥିବା ଏହି ସ୍ପାଏ ସିପ୍ ଶ୍ରୀଲଙ୍କାକୁ ଆସିବା ଯୋଗୁଁ ଭାରତର ଦକ୍ଷିଣରେ ଥିବା ବିଭିନ୍ନ ସାମରିକ ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବା କୁହାଯାଉଛି।

Strange these 10 people who opposed putin thei death mystery
ପୁଟିନ୍‌ଙ୍କୁ ବିରୋଧ କରିବାରୁ ଏହି ୧୦ ଜଣଙ୍କ ମୃତ୍ୟୁ ରହସ୍ୟରେ

ଋଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଅଧିକ ଆଲୋଚନା କରାଯାଉଛି। ବର୍ତ୍ତମାନ ପୁଟିନ ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭ୍ଲାଦିମିର ପୁଟିନ ଏବଂ ତାଙ୍କ ନୀତିକୁ ବିରୋଧ କରୁଥିବା ଲୋକମାନେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି।

Model breasts criticized by people
ସୌନ୍ଦର୍ଯ୍ୟ ହୋଇଛି କାଳ; ନିଜ ଶରୀରକୁ ନେଇ ଗାଳି ଶୁଣୁଛନ୍ତି ମଡେଲ୍

ସୌନ୍ଦର୍ଯ୍ୟ ପାଲଟିଛି ଅଭିଶାପ। ନିଜ ଶରୀରର ଗଢଣକୁ ନେଇ ଅନେକ ଗାଳି ଶୁଣିବାକୁ ପଡୁଛି ଏହି ମଡେଲଙ୍କୁ। ତାଙ୍କ ଶରୀର ପ୍ରାକୃତିକ ନୁହେଁ, ଏହା ନକଲି ଶରୀର ବୋଲି ଅନେକ କୁହନ୍ତି। କିନ୍ତୁ ଏହି ମଡେଲ ତାଙ୍କ ଶରୀର ନକଲି ନୁହେଁ, ଏହା ପ୍ରାକୃତିକ ଶରୀର ବୋଲି ଦାବି କରିଛନ୍ତି। ଏନେଇ ସେ ମଧ୍ୟ ଡାକ୍ତରୀ ପ୍ରମାଣ ଦେଖେଇଛନ୍ତି। ତଥାପି ଲୋକେ ତାଙ୍କୁ ଗ୍ରହଣ କରିବାକୁ ନାରାଜ। ଫଳରେ ଚିନ୍ତାରେ ଅଛନ୍ତି ଏହି ମଡେଲ୍ ଯୁବତୀ।

woman experienced-fraud
କୋଟିପତି ହେବାର ଲୋଭରେ ଠକେଇର ଶିକାର ହେଲେ ମହିଳା

ବ୍ରିଟେନ୍‌ର ସୋଫିଆ ସୋରି ନାମକ ଜଣେ ମହିଳାଙ୍କ ସହ ୪୨,୬୦୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୧,୭୮,୬୪୧ ଟଙ୍କା ଠକେଇ ହୋଇଛି। ସେ ପ୍ରକୃତରେ ଏକ ଉଚ୍ଚ ହାଇପ୍ରୋଫାଇଲ୍ ଠକେଇର ଶିକାର ହୋଇଛନ୍ତି। ସେ ଏକ ଡେଟିଂ ଆପ୍ ମାଧ୍ୟମରେ ସାକ୍ଷାତ କରିଥିବା ଜଣେ ବ୍ୟକ୍ତିଙ୍କ ସହିତ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ।