କରୋନା ଯତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲା କେନ୍ଦ୍ର। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି
ଟିକାକୁ ନେଇ ଦେଖାଦେଇଛି ବିବାଦ। ଯେଉଁ ଭାରତୀୟମାନେ କୋଭିସିଲ୍ଡ ଟିକା ନେଇଛନ୍ତି ୟୁରୋପ ପ୍ରବେଶ ଉପରେ ସେମାନଙ୍କ ଉପରେ କଟକଣା ଲଗାଯାଇଛି। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି