ମେଘାଳୟରେ ହନିମୁନବେଳେ ହତ୍ୟା ମାମଲା । ରାଜା ରଘୁବଂଶୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ମାନଙ୍କ ନାର୍କୋ ଟେଷ୍ଟ୍ ଦାବି କଲେ ରାଜାଙ୍କ ପରିବାର । ହାଇକୋର୍ଟ ଅନୁମତି ନଦେଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପରିବାରଲୋକେ ।
କାରରେ ଯିବାବେଳେ ସୋନମ୍ ଗୋଟିଏ ବୁର୍ଖା ପନ୍ଧିଥିଲା । କୌଣସି ସ୍ଥାନରେ ମୁହଁ ଦେଖାଇନଥିଲା । ମୁହଁ ଘୋଡାଇ ପୂରା ଗୁପ୍ତ ଭାବେ ଯାଇଥିଲା । ଏପରିକି ହଜାରେ କିଲୋମିଟର ଭିତରେ ସେ ଖାଇବାକୁ କେଉଁଠି ଓହ୍ଲାଇନଥିଲା । ସେ ଚାହୁଁନଥିଲା ଗାଡି କେଉଁଠି ରହୁ ବୋଲି ।
ରାଜା ରଘୁବଂଶୀ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ଚରିତ୍ରଙ୍କ ସେତିକି ଏଣ୍ଟ୍ରି ହେଉଛି । ରାଜାକୁ ହତ୍ୟା କରିବା ପୂର୍ବରୁ ସଞ୍ଜୟ ବର୍ମା ନାମକ ବ୍ୟକ୍ତି ସହ ୧୦୦ ଥର କଥା ହୋଇଥିଲା ସୋନମ୍ । ଘନ ଘନ ଜେରା ପରେ ଏବେ ଜଣାପଡିଲା ସଞ୍ଜୟର ପ୍ରକୃତ ସତ ।
ମେଘାଳୟ ହନିମୁନ ହରରରେ ପୁଣି ଆସିଛି ଏକ ନୂଆ ଟ୍ବିଷ୍ଟ। ରାଜା ରଘୁବଂଶୀଙ୍କ ସ୍ତ୍ରୀ ସୋନମର ସିକ୍ରେଟ ଲଭରର ପତା ମିଳିଛି। ଏକ ଅଜଣା ନମ୍ବରରେ ସୋନମ ନିୟମିତ କଥା ହେଉଥିଲା।
ରାଜା ରଘୁବଂଶୀ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ ବେଳେ ପୋଲିସ ଆଗରେ ଗୋଟି ଗୋଟି କରି ସତ ବଖାଣିଛି ବେୱଫା ସୋନମ୍। ସେ ଦିନ କ’ଣ ଘଟିଥିଲା? କେମିତି ରାଜାକୁ ହତ୍ୟା କରାଯାଇଥିଲା? କିଏ ହତ୍ୟା କରିଥିଲା? ମର୍ଡର ପରେ ମୃତଦେହକୁ କ’ଣ କରାଯାଇଥିଲା ସବୁ କିଛି ପୋଲିସ ଆଗରେ ଓଗାଳିଛନ୍ତି ଅଭିଯୁକ୍ତ।
ବାହାଘର ପରେ ଶାଶୁ ଘରେ ମାତ୍ର ୪ ଦିନ ରହିଲା । ତନ୍ତ୍ରମନ୍ତ୍ର କରି କବାଟ ପାଖରେ କ'ଣ ଟଙ୍ଗେଇଲା । ସ୍ୱାମୀକୁ ମାରି ଫେରାର୍ ହୋଇଗଲା । ତା ପରେ...
ପୋଲିସ ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କ ସମେତ ସୋନମଙ୍କୁ ମଧ୍ୟ କ୍ରାଇମ୍ ସ୍ପଟକୁ ନେଇଥିଲା। ଚେରାପୁଞ୍ଜିରେ କିଭଳି ଅଭିଯୁକ୍ତ ମାନେ ରାଜାଙ୍କୁ ହତ୍ୟା କରିଥିଲେ ତାହାର ସିନ୍ ରିକ୍ରିଏଟ୍ କରିଛି SIT।
ନିଜ ଆଖି ଆଗରେ ସୋନମ ଦେଖିଛି ରାଜାର ମୃତ୍ୟୁ । ଧାରୁଆ ଅସ୍ତ୍ରରେ ମାରିବା ପରେ ମରିଛି ନା ନାହିଁ ଯାଞ୍ଚ ବି କରିଛି ସୋନମ । ତା' ପରେ ସେ ଓ ତାର ୪ ସହଯୋଗୀ ମିଶି ରାଜାର ମୃତ ଶରୀରକୁ ଖାଇ ଭିତରକୁ ଠେଲି ଦେଇଥିବା ପୋଲିସ କହିଛି ।
ରାଜା ରଘୁବଂଶୀ ହତ୍ୟାକାଣ୍ଡର ନୂଆ ଖୁଲାସା । ରାଜାଙ୍କୁ ବାହା ନହେବା ପାଇଁ ନିଜ ଘରଲୋକଙ୍କୁ ଚେତାବନୀ ଦେଇଥିଲେ ସୋନମ୍ । ଯଦି ଆଉ କାହାକୁ ବାହା କରନ୍ତି, ତେବେ ପରିମାଣ କିଛି ଭଲ ହେବନି ବୋଲି ମାଆକୁ ରୋକଠୋକ୍ କହିଥିଲା ।
ଖୋଲିଲା ମେଘାଳୟ ଦମ୍ପତିଙ୍କ ନିଖୋଜ ମିଷ୍ଟ୍ରି। ଘଟଣାର ହେଲା ପର୍ଦ୍ଦାଫାଶ। ୧୭ ଦିନ ପରେ ହଟିଲା ସସ୍ପେନ୍ସ
ମେଘାଳୟ ଟ୍ରିପ୍ ପ୍ଲାନ ସୋନମର ଥିଲା । ହେଲେ ରିଟର୍ଣ୍ଣ ଟିକେଟ୍ କରିନଥିଲା । ଏହା ପଛର କାରଣ କ'ଣ ହୋଇପାରେ ? ସୋନମର ଶାଶୁ ଉମା ରଘୁବଂଶୀଙ୍କୁ ପ୍ରତିକ୍ରିୟା ଅନେକ ଦିଗକୁ ଇସାରା କରୁଛି ।
ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମ୍ । ବାହାଘର ପରେ ଦୁହେଁ ନିଜର ହନିମୁନ୍ କାଟିବା ପାଇଁ ଗତ ମେ ୨୦ରେ ଯାଇଥିଲେ ମେଘର ସହର ମେଘାଳୟ । କିନ୍ତୁ ଏବେ ଘର ସାମ୍ନାରେ ଲାଗିଛି ପ୍ରତିବାଦର ପୋଷ୍ଟର ।
ଏହା ଏକ କ୍ଲିୟର୍ କଟ୍ ମର୍ଡର । ଏଥିରେ ଆଦୌ ସନ୍ଦେହ ନାହିଁ । ଏହି ଘଟଣାରେ ଗୋଟିଏ ନୂଆ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଛି । ମୃତକଙ୍କ ମୋବାଇଲ୍ ମଧ୍ୟ ମିଳିଛି । ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ଖାଲରେ ପଡିବା ପୂର୍ବରୁ ରାଜାଙ୍କ ମୃତ୍ୟୁ ହୋଇଛି ନା ପରେ ମୃତ୍ୟୁ ହୋଇଛି, ତାହା ଜଣାପଡିନି । କୌଣସି ବି ସମ୍ଭାବନାକୁ ଏଡାଯାଇପାରିବନି ।
ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଛି ।
ଆପଣ ଯଦି ନ୍ୟୁୟର୍କର ଆନ୍ ଏବଂ ମାଇକ୍ ହାୱାର୍ଡଙ୍କୁ ପଚାରିବେ ତେବେ ସେ କହିବେ ହନିମୁନ ଟ୍ରିପ୍ ସରିବ ନାହିଁ । ଏହି ଦମ୍ପତ୍ତି ୨୦୧୨ ମସିହାରେ ବିବାହ କରିଥିଲେ ।
ବାହାଘର ସିଜିନ୍ ଚାଲିଥିବାରୁ ଏହାର ବେଶ୍ ଫାଇଦା ମଧ୍ୟ ନେଉଛନ୍ତି ବ୍ୟବସାୟୀ । ସମସ୍ତଙ୍କର ଭଲ ଦୁଇ ପଇସା ରୋଜଗାର ହେଉଛି ।