ନୃଶଂସ ସାଜିଲା ମାଆ । ଅମଣିଷ ସାଜିଲା ଜନ୍ମ କଲା ମାଆ । ସାମ୍ନାକୁ ଆସିଲା ମାଆର ନାରକୀୟ କାଣ୍ଡ ।
ସ୍ବାମୀଙ୍କୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ । ହୋଟେଲ ରୁମରେ ୨ ବଙ୍ଗୀୟ ଯୁବତୀଙ୍କ ସହ ଥିଲେ ସ୍ବାମୀ । ପଟିଆ ଅଞ୍ଚଳର ହୋଟେଲରୁ ସ୍ବାମୀଙ୍କୁ ଧରିଲେ ସ୍ତ୍ରୀ ।
ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ଥିବା ଜଣାପଡ଼ିବା ପରେ ଇଲେକ୍ଟ୍ରିକ୍ ପୋଲ ଉପରକୁ ଚଢି ଯାଇଥିଲେ ।
ପୁଇଁତଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମା’ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛି ।
ପାପ ସଂପର୍କ ଲୁଚାଇବା ପାଇଁ ବୋହୂ ସାଜିଲା ଶାଶୁ ହତ୍ୟାକରୀ। ଅନୈତିକ ସମ୍ପର୍କର ଚିହ୍ନ ଲିଭାଇ ଦେବା ପାଇଁ ଲିଭାଇ ଦେଲା ଶାଶୁର ଜୀବନ ଦୀପ। ପ୍ରଥମେ ଶାଶୁର ମୁଣ୍ଡକୁ ମାଡ଼ ମାରି କୋମାକୁ ପଠାଇ ଦେଲା। ହେଲେ କୋମାରୁ ଆସି ଶାଶୁ କଥା କହିବାକୁ ଚେଷ୍ଟା କରିବାରୁ ବୋହୁ ତଣ୍ଟି କାଟିଦେଲା।
ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ଏକ ସଂସ୍ଥା ଏଭଳି ନିୟମ କରିଛି ।
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ଯୁବକ କିମ୍ବା ଯୁବତୀଙ୍କ ସହ ସମ୍ପର୍କ ରଖିଥାନ୍ତି। ଖାଲି ବିବାହିତ ଯୁବକ କିମ୍ବା ଯୁବତୀ ନୁହଁନ୍ତି ରିଲେସନଶିପ୍ରେ ଥାଇ ମଧ୍ୟ ଅନେକ ଯୁବକ, ଯୁବତୀ ସେମାନଙ୍କ ପାର୍ଟନରଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥାନ୍ତି। ଯାହାକି ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କୁହାଯାଏ।
ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍ ସହ ଫେରାର ମାରିଲା ବୋହୂ। ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅନ୍ୟାନ୍ୟ ଦାମୀ ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମହିଳା ଜଣକ ବୟଫ୍ରେଣ୍ଡ୍ ସହ ଫେରାର ହୋଇଥିବା ଅଭିଯୋଗ।
ସ୍ୱାମୀର ନୃଶଂସ କାଣ୍ଡ । ପରକୀୟା ପ୍ରୀତି ଅଭିଯୋଗରେ ସ୍ତ୍ରୀକୁ ଖୁଣ୍ଟିରେ ବାନ୍ଧି ମାଡ ମାରିଲା ସ୍ୱାମୀ ।
ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି।