/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670944019.jpeg)
Archana Nag
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670944019.jpeg)
1/5
ମଙ୍ଗଳବାର ସନ୍ଧ୍ୟାରେ ପୁଣି ED ଅଫିସ୍ରେ ପହଞ୍ଚିଲେ ଅର୍ଚ୍ଚନା ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670944098.jpeg)
2/5
କୋର୍ଟରେ ଶୁଣାଣି ପରେ ମଙ୍ଗଳବାର ସନ୍ଧ୍ୟାରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ED । ପୂର୍ବରୁ ଅର୍ଚ୍ଚନାଙ୍କ ସାହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ED ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670944192.jpeg)
3/5
କୋର୍ଟରୁ ଫେରି ED ଅଫିସରେ ପହଞ୍ଚିଲା ବେଳେ, ଗହଳି ମଧ୍ୟରେ ବିରକ୍ତ ହେଉଛନ୍ତି ଅର୍ଚ୍ଚନା । ଆଜି ଇଡି ଅଫିସ୍ଙ୍କୁ ତାଙ୍କୁ କୁନି ପୁଅ ବି ଆସିଥିଲା ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670944328.jpeg)
4/5
କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପୁଣି ଥରେ ED ଅଫିସ୍କୁ ନିଆଯାଇଛି । ଅର୍ଚ୍ଚନା ପୁଣି ୬ ଦିନ ରହିବେ ED ରିମାଣ୍ଡରେ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670944454.jpeg)
5/5
ଉଭୟ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବ ED । ଅନୁମତି ଦେଇସାରିଛନ୍ତି କୋର୍ଟ । ଅର୍ଚ୍ଚନାଙ୍କୁ ୬ ଦିନ, ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)