ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା ।
ରାଜ୍ୟରେ ମହାବଳ ବାଘ ବଂଶ ଲୋପ ପାଇବାକୁ ବସିଥିବା ବେଳେ, ଏଭଳି ଶିକାର ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି ।
ରାଜ୍ୟ ସରକାରଙ୍କ ବାଘ ବଂଶବୃଦ୍ଧି ପ୍ରକଳ୍ପ ଫେଲ୍ । ନନ୍ଦନକାନନ ଚିଡ଼ଇାଖାନା କର୍ତ୍ତୃପକ୍ଷଙ୍କ ନୂଆ ଯୋଜନା । ରି-ୱାଇଲ୍ଡିଂ କରି ବଂଶ ବିସ୍ତାର ଲାଗି ବ୍ଲୁ-ପ୍ରିଣ୍ଟ ।