• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vigillance Raid

Vigilance raid
ଭିଜିଲାନ୍ସ ଜାଲରେ ଥାନା ବାବୁ, IIC ସୁଶାନ୍ତ ଶତପଥୀଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା ଜବତ

ଭିଜିଲାନସ ଜାଲରେ ବୈପାରୀଗୁଡ଼ା IIC ସୁଶାନ୍ତ ଶତପଥୀ….ବସରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ…

Vigilance Raid
ଯେତେ ଖୋଳିଲେ ସେତେ ବାହାରୁଛି : ଡେପୁଟି କଲେକ୍ଟରଙ୍କ ୫ କୋଠା, ୬ ପ୍ଲଟ

ଜଗତସିଂହପୁର ଡେପୁଟି କଲେର ଚିତ୍ତରଂଜନଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।

Tahasildar
ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର

ଭୁବନେଶ୍ୱରର କଳିଙ୍ଗବିହାରରେ ଥିବା ପୃଥ୍ୱୀରାଜଙ୍କ  ବାସଭବନରେ ଚଢ଼ାଉ କରି, ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ଟିମ୍ ।

Asistant Block Officer
ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ।

DIC Supervisor
ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍

ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର(DIC)ର ଲାଞ୍ଚୁଆ ସୁପରଭାଇଜର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସେ ଜଣେ ହିତାଧିକାରୀଙ୍କୁ ସରକାରଙ୍କ ଠାରୁ ମିଳିବାକୁ ଥିବା ସବ୍‌ସିଡି ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ।

Vigillance Raid
ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଏକକାଳୀନ ୫ ଘରେ ରେଡ୍‌

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ କରାଯାଇଛି ।

SDPO
ଭିଜିଲାନ୍ସ ଜାଲରେ ହିନ୍ଦୋଳ SDPO

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ହିନ୍ଦୋଳ SDPO । ପଥର ଗାଡ଼ି ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ।

livestock inspector
ସରକାରୀ ବାବୁଙ୍କ ଦରମା କେତେ ଯେ ରଖିଛନ୍ତି ଏତେ ସମ୍ପତ୍ତି ! ୯୦ ପ୍ଲଟ୍- ୪ ବିଲ୍ଡିଂ- ୩ ଫ୍ଲାଟ୍ ..

ଆଲିସାନ୍ ବଙ୍ଗଳା ସାଙ୍ଗକୁ ଆଖି ଖୋସିହେଲା ଭଳି ଆସବାବ ଜିନିଷ । ଚାକିରିକୁ ଦେଖି ଅବିଶ୍ୱସନୀୟ ଥାଟବାଟ ଦେଖିବାକୁ ମିଳିଛି । ସଂପତ୍ତିର ତାଲିକା ଏତେ ଯେ ହିସାବ କରି କରି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ ।

Corrupt Police
ଭିଜିଲାନ୍ସ ରେଡ୍‌ ଏକ ଭେଳିକି ! ଢିଲା ତଦନ୍ତ ପାଇଁ ଖସି ଯାଉଛନ୍ତି ବଡ଼ ବଡ଼ ମାଛ

ଚାର୍ଜସିଟ୍ ଦାଖଲରେ ବିଳମ୍ବରୁ ଜାମିନରେ ଖସି ଯାଉଥିବା ଏଭଳି ଅଫିସରଙ୍କ ତାଲିକା ଆହୁରି ଲମ୍ବା ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ଜାଲରେ ଫସିବା ଏବଂ ଅଚଳାଚଳ ସମ୍ପତ୍ତିର ତଥ୍ୟ ମିଳିବା ପରେ ଏଭଳି ବହୁ ଦୁର୍ନୀତିଖୋର ଅଧିକାରୀଙ୍କୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

Section Officer
ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ସେକ୍ସନ ଅଫିସର

ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର ପ୍ରଭାତ ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି ।

Asst Engineer
ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଗୁପ୍ତଧନର ଭଣ୍ଡାଫୋଡ୍ । ଫିଟିଛି ପାପ ସମ୍ପତ୍ତିର ପେଡ଼ି । ଫ୍ଲାଟରେ ରହୁଥିବା ପତ୍ନୀ ହାତରେ ଥିଲା କଳାଧନର ଠିକଣା । ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି ।

Asst Engineer
ଫିଟିଛି କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ପାପ ସମ୍ପତିର ପେଡ଼ି

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଫିଟୁଛି କଳା ଟଙ୍କାର ମହାଗୁମର । ଦ୍ୱିତୀୟ ପତ୍ନୀ ଆଉ ଶାଳୀଙ୍କ ପଣତକାନିରେ କେମିତି ଲୁଚାଇ ରଖୁଥିଲେ ପାପ ସମ୍ପତ୍ତି, ସାମ୍ନାକୁ ଆସିଛି ତାର ସାଂଘାତିକ ସତ ।

Vigilance
ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ; ଏକାଥରେ ୨ କୋଟି ନଗଦ ଜବତ, ଦେଖନ୍ତୁ

ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ପ୍ରାୟ ୨ କୋଟି ଟଙ୍କା।