ରାଜଧାନୀ ଉପକଣ୍ଠରେ ମଝିରାତିରେ ଏନକାଉଣ୍ଟର। ପ୍ରଥମଥର ପାଇଁ କମିଶନରେଟ୍ ପୋଲିସ୍ ଗୁଳିରେ ଘାଇଲା ଅନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା।
ଲିଖିତ ଭାବେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତ, ଗତ ୪ ବର୍ଷରେ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ହୋଇଛନ୍ତି। ଉଦ୍ଧାର ହୋଇଛନ୍ତି ମାତ୍ର ୧୪୧୭ ଜଣ। ସେହିପରି ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ମାତ୍ର ୧୮୫୭ ଜଣ ଉଦ୍ଧାର ହୋଇଛନ୍ତି।
ସ୍ତ୍ରୀ ସାମନାରେ ସ୍ୱାମୀକୁ ହତ୍ୟା କରାଯାଇଛି । ମାଡ଼ ମାରୁଥିବା ଦୁର୍ବୃତ୍ତମାନଙ୍କୁ ନିଜ ସ୍ୱାମୀକୁ ଛାଡିଦେବା ପାଇଁ ନେହୁରା ହୋଇଥିଲା ପତ୍ନୀ । କିନ୍ତୁ ରକ୍ତମୁଖା ଯୁବକମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା । ବରଂ ଧମକ ଦିଆଯାଇଥିଲା, ଯିଏ ପାଖକୁ ଆସିବ ସିଏ ମରିବ ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଦ୍ଭିକଙ୍କ ସହ ବ୍ରେକ୍ଅପ୍ ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଏହାପରେ କଲେଜ୍ର ଅନ୍ୟ ସାଥୀ ଛାତ୍ରମାନେ ପ୍ରତିବାଦ ସ୍ୱରୂପ କ୍ୟାମ୍ପସ ନିକଟରେ ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଗରେ ନାରା ବାଜି କରିଛନ୍ତି।
ଅଟାରା ଥାନା ପୁଲିସ ଏହି ଘଟଣାର ତଦନ୍ତ ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଥିଲା। ନୌବସ୍ତାର କାନପୁର ହସ୍ପିଟାଲ ପୁଲିସ ଟିମ୍ ଯାଇଥିଲା। ପୀଡ଼ିତ ଶିବକାନ୍ତଙ୍କ ଅସ୍ତ୍ରୋପଚାର ଡାକ୍ତର ପୁନିତଙ୍କ ଦ୍ୱାରା କରାଯାଇଥିବାର ପ୍ରମାଣ ମିଳିଛି। କିନ୍ତୁ ଡାକ୍ତର ଏବେ ସେଠାରେ ନାହାନ୍ତି। ଚାକିରି ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ମଧ୍ୟ ଏହି କାରବାରରେ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ଭୋଜିରେ ଖରାପ ଖାଦ୍ୟ ଦିଆଯାଇଥିବା କହିବା ପରେ ବରପକ୍ଷର ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି କନ୍ୟାଙ୍କ ଦାଦା । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।
ମହୀଶୂର ସହର ପୋଲିସ କମିଶନର ସୀମା ଲଟକର, ଡିସିପି ଜାହ୍ନବୀ ଏବଂ ବିଦ୍ୟାରଣ୍ୟପୁରମ ଥାନା ଇନ୍ସପେକ୍ଟର ମୋହିତ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିଛନ୍ତି। ମୃତ୍ୟୁର ସଠିକ୍ କାରଣ ଏଯାଏ ଜଣାନାହିଁ। ବିଦ୍ୟାରଣ୍ୟପୁରମ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ଯୌତୁକ ହେଲା କାଳ। ସ୍ବାମୀ ସାଜିଲା ପିଶାଚ। ଯୌତୁକରେ ସ୍କୋରପିଓ ନଦେବାରୁ ସ୍ତ୍ରୀକୁ ବଳପୂର୍ବକ ଏଚ୍ଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ ।
ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍ ଉପରେ ସହଦେବ ନାୟକଙ୍କ ହତ୍ୟା ଘଟଣାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ରମା ନାୟକ ।
କମିଶନରେଟ ପୋଲିସକୁ ଆଉ ଏକ ସଫଳତା। ରାଜଧାନୀରେ ପୋଲିସର ଏନକାଉଣ୍ଟର। ଏହା ସହିତ ଏକ ଆପାର୍ଟମେଣ୍ଟ ଲୁଟେରାକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର ହୋଇଛି। ରାଜ୍ୟ ବାହାରର ଲୁଟେରାକୁ ଏନକାଉଣ୍ଟର କରିଛି ପୋଲିସ। ଏନକାଉଣ୍ଟରରେ ଆହତ ହୋଇଛି ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେ। ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି।
ରମାର ପରିବାର ସଦସ୍ୟ ପୋଲିସ ବିରୋଧରେ ମାନସିକ ନିର୍ଯାତନା ସହ ଜୁଲୁମ ଅଭିଯୋଗ ଆଣିଥିବା ବେଳେ ମୃତ ସହଦେବଙ୍କ ପତ୍ନୀ ରମାର ପୁଅକୁ ବି ଧରିବା ପାଇଁ ଦାବି କରିଛନ୍ତି।
ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଥିବା ସହଦେବ ନାଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକର ଆତ୍ମସମର୍ପଣ। ପୋଲିସକୁ ଚକମା ଦେଇ ୪୦ ଦିନ ଧରି ଘୁରି ବୁଲିବା ପରେ ଶେଷରେ ଆଜି ପରିବାର ସଦସ୍ୟଙ୍କ ସହ ଆସି ମଞ୍ଚେଶ୍ବର ଥାନାରେ ସରେଣ୍ଡର କରିଛି।
ଯୌତୁକ ହେଲା କାଳ । ସ୍ବାମୀ ସାଜିଲା ପିଶାଚ । ଯୌତୁକ ପାଇଁ ସ୍ତ୍ରୀକୁ ବଳପୂର୍ବକ ଏଚ୍ଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।
ପୁଅକୁ ଖଣ୍ଡ ଖଣ୍ଡ କରି କାଟି କେନାଲରେ ଭସାଇଦେଲା ମାଆ । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଏହା ପଛର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ଭୁବନେଶ୍ବରରେ ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲାକୁ ନେଇ ଆସିଲା ବଡ଼ ଖବର । ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା ନାୟକ ଆତ୍ମସମର୍ପଣ କରିଛି।
ଗତ ବର୍ଷ ଫେବୃୟାରୀ ୧୬ ତାରିଖ ଦିନ ଉକ୍ତ ଜମା ଖାତାରେ ଥରେ ୫ହଜାର ଏବଂ ଆଉଥରେ ୧୨ ହଜାର ଟଙ୍କା ଏଭଳି ମୋଟ ୧୭ହଜାର ଟଙ୍କା ଜମା ହୋଇଥିଲା
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ରହି କାମ କରୁଥିଲେ ବେଲାଳସେନଙ୍କ ପୁଅ ଲଳିତ। ବର୍ଷ ବର୍ଷ ଧରି ନବଦାସଙ୍କ ଘରେ ସେ ରୋଷଇ କରୁଥିଲେ।
ଖୋଲିଲା ବେଲେଶ୍ୱର ଡବଲ ମର୍ଡର ମିଷ୍ଟ୍ରି । ଚାକରାଣୀ ହିଁ ସାଜିଥିଲା ହତ୍ୟାକାରୀ । ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ପୁରା ସତ ।
ଚାକରାଣୀକୁ ବୃଦ୍ଧ ଦମ୍ପତି ଗାଳିଗୁଲଜ କରୁଥିବାରୁ ରାଗ ରଖି ଏଭଳି ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛି । କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି ମୃତ ଦମ୍ପତିଙ୍କ ଝିଅ ଇତିସ୍ମିତା । ଏଥିରେ କେବଳ ଚାକରାଣୀ କିମ୍ବା ତାଙ୍କ ସ୍ବାମୀ ନୁହେଁ ବରଂ ଅନ୍ୟ କାହାର ସଂପୃକ୍ତି ରହିଛି ।
ପୁଷ୍ପାଞ୍ଜଳି ଗାଁ ଲୋକଙ୍କ ସହାୟତାରେ କବାଟ ଖୋଲିଥିଲେ। ସେତେବେଳେ ଘର ଭିତରେ ଶଙ୍କର୍ଷଣ, ତାଙ୍କ ଝିଅ ଓ ନାତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ଶେଖ୍ ମୁଜିବୁର୍ ରହମାନଙ୍କୁ ବାଂଲାଦେଶରେ "ଜାତିର ପିତା" ବୋଲି କୁହାଯାଏ । ସେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୭୧ ଏପ୍ରିଲ ୧୭ ରୁ ୧୯୭୫ ଅଗଷ୍ଟ ୧୫ ଯାଏ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଅଗଷ୍ଟ ୧୫ରେ ତାଙ୍କୁ ହତ୍ୟା କରାଯାଇଥିଲା। ବାଂଲାଦେଶ ସ୍ୱାଧୀନତା ପଛରେ ତାଙ୍କର ଭୂମିକା ଅତୁଳନୀୟ।
କଟକ ବେଲେଶ୍ୱର ଅଂଚଳରେ ହୋଇଥିବା ଡବଲ ମର୍ଡର ଘଟଣାରେ ପୁଲିସ ୫ ବର୍ଷ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।
କିଛିଦିନ ହେଲା ଜିଲ୍ଲାରେ ମାତିଛନ୍ତି ଲୋକାଲ ଗ୍ୟାଙ୍ଗ l ଟାର୍ଗେଟରେ ରହିଛି ବିଭିନ୍ନ ସ୍କୁଲ। ୧୫ଦିନ ମଧ୍ୟରେ ୫ରୁ ଅଧିକ ବିଦ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଲୁଟପାଟ କରୁଛନ୍ତି l
କଟକ ବେଲେଶ୍ୱର ଅଂଚଳରେ ହୋଇଥିବା ଡବଲ ମର୍ଡର ଘଟଣାରେ ପୁଲିସ ୫ ବର୍ଷ ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।
ଏନେଇ ଆମାଜନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆଇନଜୀବୀଙ୍କ କହିଛନ୍ତି, ମୂଲ୍ୟବାନ ଜିନିଷ କିଣିବା ବେଳେ ଗ୍ରାହକ ଅନଲାଇନ୍ ପେମେଣ୍ଟ ନକରି କ୍ୟାସ୍ ଅନ୍ ଡେଲିଭରି କରିବା ଉଚିତ।