Advertisment

ଅନଲାଇନରେ ମଗାଇଥିଲେ ଲାପଟପ୍, ଆସିଲା ପଥର ଖଣ୍ଡ

ଏନେଇ ଆମାଜନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆଇନଜୀବୀଙ୍କ କହିଛନ୍ତି, ମୂଲ୍ୟବାନ ଜିନିଷ କିଣିବା ବେଳେ ଗ୍ରାହକ ଅନଲାଇନ୍ ପେମେଣ୍ଟ ନକରି କ୍ୟାସ୍ ଅନ୍ ଡେଲିଭରି କରିବା ଉଚିତ।

author-image
Manoranjan Sial

ଅନଲାଇନରେ ମଗାଇଥିଲେ ଲାପଟପ୍। ଆସିଲା ମାର୍ବଲ ପଥର ଖଣ୍ଡ। ଲୋକପ୍ରିୟ ଇ-କାର୍ଟ ସଂସ୍ଥା ଆମାଜନର ତିନି ଥାକିଆ ପ୍ୟାକିଂ। ଭିତରେ ପବନ ପଶିପାରିବନି। ହେଲେ ଏହି ସିଲ୍‌ ଖୋଳ ଭିତରୁ ବାହାରିଛି ପଥର। ଯାହାକୁ ଦେଖି ତାଟକା ଗ୍ରାହକ। ଏପରି ଖବର ଆସିଛି ସମ୍ବଲପୁର ସହରରୁ।

Advertisment
Odisha Police Sambalpur Cyber Fraud
Advertisment
Advertisment