• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Man Beaten To Death

Murder
Murder in Balangir: ସାଙ୍ଗ ସାଜିଲା ସଇତାନ, ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ମାରିଦେଲା

ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ହତ୍ୟା । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁଟୁଳାମହୁଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ।

Beaten To Death
Murder In Drug De Addiction Centre: ତଳେ ପକାଇ ହାତଗୋଡ଼ ବାନ୍ଧିକି ପିଟିଲେ, ମାରିଦେଲେ

ଯୁବକଙ୍କୁ ପିଟିଲେ । ତଳେ ପକେଇକି ପିଟିଲେ । ହାତଗୋଡ଼ ବାନ୍ଧିକି ପିଟିଲେ । ତଳେ ପଡିଯିବା ପରେ ପୁଣି ଉଠାଇଲେ, ପିଟିଲେ । ତଳେ ପଡିଯିବା ପରେ ମୁଣ୍ଡକୁ ଗୋଇଠା ମାରି ଚାଲିଗଲେ । ହାର୍ଟ ବିଟ୍ କମି କମି ପୂରା ବନ୍ଦ ହୋଇଗଲା ।

Beaten To Death
Murder In Front Of Wife: ଘରୁ ଟେକି ନେଇ ପିଟି ପିଟି ମାରିଦେଲେ, ପୋଲିସ ତଦନ୍ତ ଆରମ୍ଭ

ସ୍ତ୍ରୀ ସାମନାରେ ସ୍ୱାମୀକୁ ହତ୍ୟା କରାଯାଇଛି । ମାଡ଼ ମାରୁଥିବା ଦୁର୍ବୃତ୍ତମାନଙ୍କୁ ନିଜ ସ୍ୱାମୀକୁ ଛାଡିଦେବା ପାଇଁ ନେହୁରା ହୋଇଥିଲା ପତ୍ନୀ । କିନ୍ତୁ ରକ୍ତମୁଖା ଯୁବକମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା । ବରଂ ଧମକ ଦିଆଯାଇଥିଲା, ଯିଏ ପାଖକୁ ଆସିବ ସିଏ ମରିବ ।

beaten to death
ଲୋମଟାଙ୍କୁରା ଘଟଣା:କିଏ ଗୋଇଠା ପକାଇଲା ତ କିଏ ପଥର ମାରିଲା..ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା

ସାମାନ୍ୟ ଚୋରି ଅଭିଯୋଗରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅତି ନୃଶଂସ ଆକ୍ରମଣ କରି ହତ୍ୟା କରାଯାଇଛି । ଗଂଜାମ ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏପର୍ଯ୍ୟନ୍ତ ଗିରଫ ହୋଇଛନ୍ତି ୭ ଅଭିଯୁକ୍ତ ।