• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bangladeshi National

Crackdown on Bangladeshi Infiltrators in Twin City Amid Rising Crime
ବାଂଲାଦେଶୀଙ୍କ ବିରୋଧରେ ବଡ଼ ଆକ୍ସନ

ବାଂଲାଦେଶୀଙ୍କ_ବିରୋଧରେ_ବଡ଼_ଆକ୍ସନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ବଢୁଛି ଅପରାଧ। ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଘଟାଉଛନ୍ତି ଅପରାଧ। ଚେକ୍ ଦେବାକୁ ନଗର ଉନ୍ନୟନ ବିଭାଗ ଓ ଅବକାରୀ ବିଭାଗ ପ୍ରସ୍ତୁତ କରିଛି ବଡ ଆକ୍ସନ୍ ପ୍ଲାନ୍।

‘ବସ୍ତିରୁ ବାର୍‌ ସବୁଠି ବାଂଲାଦେଶୀ’
Bangladeshi Infiltrators: ‘ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ବଢୁଛି ଅପରାଧ’

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆରମ୍ଭ କରାଯିବା ସହ ତାଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ଓଡ଼ିଶାକୁ କିଏ ପୂରାଇଛି ବାଂଲାଦେଶୀ ?
ଓଡ଼ିଶାରେ ବାଂଲାଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ?

ମେୟର ସୁଲୋଚନାଙ୍କ ବୟାନ ପରେ ତେଜିଲା ବୟାନବାଜି। ଭୋଟ ବ୍ୟାଙ୍କ ପାଇଁ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଇଥିଲା ବିଜେଡି: ଜୟନାରାୟଣ। ଅଭିଯୋଗକୁ ଖଣ୍ଡନ କରି ବିଜେଡିର ପାଲଟା ହମଲା

ଓଡ଼ିଶାକୁ କିଏ ପୂରାଇଛି ବାଂଲାଦେଶୀ ?
Bangladeshi Issue: ଓଡ଼ିଶାରେ ବାଂଲାଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ? ଭୁବନେଶ୍ୱର ମେୟରଙ୍କ ବୟାନ ପରେ ତେଜିଲା ବୟାନବାଜି

ରାଜ୍ୟ ରାଜନୀତିରେ ବାଲାଂଦେଶୀ ବିବାଦ । ଓଡ଼ିଶାରେ ବାଲାଂଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ? ବରିଷ୍ଠ ବିଜେପି ନେତା ଜୟନାରାୟଣଙ୍କ ସାଂଘାତିକ ବୟାନ- Vote bank ପାଇଁ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଇଥିଲା ବିଜେଡି।

bangladeshi
Bangladeshi Intruders in Odisha Coastal Districts: ଆକ୍ସନ ମୋଡରେ ରାଜ୍ୟ ସରକାର, ବାଂଲା ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ତୟାରି

ଓଡ଼ିଶାରୁ ମୂଳପୋଛ ହେବେ ବାଂଲା ଅନୁପ୍ରବେଶକାରୀ। ଆକ୍ସନ ମୋଡ୍ ରେ ରାଜ୍ୟ ସରକାର। ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସୁରକ୍ଷା ସହିତ ବଢ଼ାଗଲା ପାଟ୍ରୋଲିଂ। ସାରା ରାଜ୍ୟ ରେ ଆରମ୍ଭ ହୋଇଛି ବାଂଲାଦେଶୀ ନାଗରିକ ଚିହ୍ନଟ ପ୍ରକ୍ରିୟା। ଆଇନ୍ ମନ୍ତ୍ରୀ କହିଛନ୍ତି, କୌଣସି ଅଣଭାରତୀୟ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ।

Odisha Steps Up Action Against Bangladeshi Infiltrators, Identification Drive Begins Statewide
ଓଡ଼ିଶାରୁ ମୂଳପୋଛ ହେବେ ବାଂଲା ଅନୁପ୍ରବେଶକାରୀ 

ପାକିସ୍ତାନ ପରେ ଏବେ ବାଂଲାଦେଶୀଙ୍କ ଉପରେ ନଜର । ଓଡ଼ିଶାରୁ ମୂଳପୋଛ ହେବେ ବାଂଲା ଅନୁପ୍ରବେଶକାରୀ । ଆକ୍ସନ ମୋଡ୍ ରେ ରାଜ୍ୟ ସରକାର । ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସୁରକ୍ଷା ସହିତ ବଢ଼ାଗଲା ପାଟ୍ରୋଲିଂ । ସାରା ରାଜ୍ୟ ରେ ଆରମ୍ଭ ହୋଇଛି ବାଂଲାଦେଶୀ ନାଗରିକ ଚିହ୍ନଟ ପ୍ରକ୍ରିୟା । ଆଇନ୍ ମନ୍ତ୍ରୀ କହିଛନ୍ତି, କୌଣସି ଅଣଭାରତୀୟ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ସେପଟେ ଗ୍ରାଉଣ୍ଡର ବାସ୍ତବ ସ୍ଥିତି କିନ୍ତୁ ଚିନ୍ତାକୁ ବଢ଼ାଇ ଦେଇଛି।

‘ଓଡ଼ିଶାରେ ରହିବେ ନାହିଁ ଅଣ ନାଗରିକ’
Odisha to Remove Illegal Bangladeshis: ଖୁବଶୀଘ୍ର ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ରାଜ୍ୟରୁ ହଟାଇବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ବାଂଲାଦେଶୀଙ୍କ ହଟସ୍ପଟ ପାଲଟିଛି ତଟବର୍ତ୍ତୀ ଜିଲ୍ଲା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଚାଲିଛି । ରାଜ୍ୟକୁ ବେଆଇନ ଭାବରେ ରହୁଥିବା ବାଂଲଦେଶୀ ଖୁବଶୀଘ୍ର ବିଦା ହେବେ ।

ୟୁସୁଫ ପଠାନଙ୍କୁ କଡ଼ା ଜବାବ ।
Suresh Pujari slams Yusuf Pathan: ୟୁସୁଫଙ୍କ ଚିଠିକୁ ନେଇ ତେଜିଲା ରାଜନୀତି, ସୁରେଶ ପୂଜାରୀ କହିଲେ...

ୟୁସୁଫ ପଠାନଙ୍କ ଚିଠି ପରେ ଦୃଢ ଜବାବ ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ନିଜ ସଂସଦୀୟ କ୍ଷେତ୍ର ମୁର୍ଶିଦାବାଦ, ବରହମପୁର ଏବଂ ଅନ୍ୟ ଜିଲ୍ଲାରୁ ଓଡ଼ିଶା ଆସୁଥିବା ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ୟୁସୁଫ।

ଓଡ଼ିଶାରେ ବିଦେଶୀ ଟେନ୍‌ସନ୍‌
ପହଲଗାମ୍ ହମଲା ପରଠୁ ବଢ଼ିଛି ବିଦେଶୀ ଟେନସନ୍

କଣ୍ଟ ପୁରିଲା। ପାକିସ୍ତାନୀ ନାଗିରକଙ୍କୁ ବିଦା ଲାଗି ଚିହ୍ନଟ ପ୍ରକ୍ରିୟା ସରିଲା । ଭୁବନେଶ୍ବର, ବାଲେଶ୍ବର, ବଲାଙ୍ଗୀର, ବ୍ରହ୍ମପୁର ଆଦି ସ୍ଥାନରୁ ଚିହ୍ନଟ ହୋଇଛନ୍ତି ପାକିସ୍ତାନୀ ନାଗରିକ ।

ଓଡ଼ିଶାରେ ବିଦେଶୀ ଟେନ୍‌ସନ୍‌
Foreign Citizen Identification in Odisha: ପହଲଗାମ୍ ହମଲା ପରଠୁ ବଢ଼ିଛି ବିଦେଶୀ ଟେନସନ୍, ପାକିସ୍ତାନୀଙ୍କୁ ଚିହ୍ନଟ ପରେ ଏବେ ବାଂଲାଦେଶୀଙ୍କ ପାଳି

କଣ୍ଟ ପୁରିଲା। ପାକିସ୍ତାନୀ ନାଗିରକଙ୍କୁ ବିଦା ଲାଗି ଚିହ୍ନଟ ପ୍ରକ୍ରିୟା ସରିଲା । ଭୁବନେଶ୍ବର, ବାଲେଶ୍ବର, ବଲାଙ୍ଗୀର, ବ୍ରହ୍ମପୁର ଆଦି ସ୍ଥାନରୁ ଚିହ୍ନଟ ହୋଇଛନ୍ତି ପାକିସ୍ତାନୀ ନାଗରିକ ।

Bangladeshi
Bangladeshi Infiltrators: ଅଭୁଯୁକ୍ତ କହିଲା ବାଂଲାଦେଶୀ ଚାଲାଣର ଭିତିରି କଥା, ଦେଲା ଦଲାଲର ଠିକଣା

ଲୋକମାନଙ୍କୁ ଚାଲାଣ କରିବା ପରେ ସେମାନଙ୍କ ନକଲି ଆଧାର କାର୍ଡ ଏବଂ ଭୋଟର ଆଇଡି ତିଆରି କରୁଥିଲା ଦଲାଲ I ଟଙ୍କା ଆଗୁଆ ଫୋନ ପେରେ ପଠାଇବା ପରେ ଆରମ୍ଭ ହେଉଥିଲା ଅପରେସନ ବର୍ଡ଼ର ପାର୍ I ଏଯାବତ ୪୦ ଜଣ ବାଂଲାଦେଶୀଙ୍କୁ ଦିଲ୍ଲୀ, ବେଙ୍ଗାଲୁରୁରେ ରଖାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ଏହାର ଖୋଳତାଡ଼ ପାଇଁ STF ଟିମ୍ ଦିଲ୍ଲୀ, ଆସାମ ଓ ବେଙ୍ଗାଲୁରୁ ଯିବ I

10 Bangladeshi Nationals Arrested In Bhubaneswar
ଓଡ଼ିଶାକୁ ବାଂଲାଦେଶୀ ଅନୁପ୍ରବେଶକାରୀ ଚିନ୍ତା

ଓଡ଼ିଶାକୁ ବାଂଲାଦେଶୀ ଅନୁପ୍ରବେଶକାରୀ ଚିନ୍ତା। ଭୁବନେଶ୍ୱର ଷ୍ଟେସନରୁ ୧୦ ବାଂଲାଦେଶୀ ଧରାପଡ଼ିବା ଘଟଣା । ଏଜେଣ୍ଟକୁ ଧରି ଛାନଭିନ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ କାର୍ଯ୍ୟ କରୁଛି ମିଳିତ ଟିମ୍ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଲେ ଲିଖିତ ଉତ୍ତର ।

ସେଦିନ ରକ୍ତରେ ଭିଜିଥିଲା ଆଉ ଆଜି...
Crime Story: ସେଦିନ ରକ୍ତରେ ରଂଗୀନ ହୋଇଥିଲା, ଆଜି ମାଟିରେ ମିଶେଇଦେଲେ

ଶେଖ୍ ମୁଜିବୁର୍ ରହମାନଙ୍କୁ ବାଂଲାଦେଶରେ "ଜାତିର ପିତା" ବୋଲି କୁହାଯାଏ । ସେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୭୧ ଏପ୍ରିଲ ୧୭ ରୁ ୧୯୭୫ ଅଗଷ୍ଟ ୧୫ ଯାଏ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଅଗଷ୍ଟ ୧୫ରେ ତାଙ୍କୁ ହତ୍ୟା କରାଯାଇଥିଲା। ବାଂଲାଦେଶ ସ୍ୱାଧୀନତା ପଛରେ ତାଙ୍କର ଭୂମିକା ଅତୁଳନୀୟ।

Bangladeshis
ପାରାଦୀପରେ ପଶିଆସିଥିଲେ ବାଂଲାଦେଶୀ !

ବାଂଲାଦେଶରେ ଜଳୁଛି ନିଆଁ... ହେଲେ ଥରହର ହେଉଛି ପୂରା ପାରାଦୀପ । ଏକାଥା ଆମେ କହୁନୁ ଏ ଦୃଶ୍ୟ ଯେମିତି ସେ ସବୁ ବୟାନ କରୁଛି । କୁହାଯାଉଛି, କାଳେ ଏକାସଙ୍ଗେ ପାରାଦୀପକୁ ବାଂଲାଦେଶର ୧୨ ଜଣ ସନ୍ଦିଗ୍ଧ ପାରାଦୀପକୁ ଅନୁପ୍ରବେଶ କରିଛନ୍ତି ।

Prithviraj Harichandan
ଖୁବଶୀଘ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ, ବୈଧ ପ୍ରମାଣପତ୍ର ନଥିଲେ ଛାଡ଼ିବେ ଓଡ଼ିଶା

ଖୁବଶୀଘ୍ର ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ । ଭାରତରେ ରହିବା ପାଇଁ ବୈଧ ପ୍ରମାଣ ପତ୍ର ନଥିଲେ ନିଜ ଦେଶକୁ ଫେରିବାକୁ ପଡ଼ିବ ।