• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Girl Suicide

Allegations of Misconduct
Girl Student Suicide: ପରୀକ୍ଷା ବେଳେ କପି ଚେକିଂ ଆଳରେ ଅସଦାଚରଣ ! ଜୀବନ ହାରିଲେ ଛାତ୍ରୀ

ପରୀକ୍ଷା ହଲ୍‌କୁ ପ୍ରବେଶ ପୂର୍ବରୁ କପି ଚେକ୍ ବାହାନାରେ ସ୍ପେଶାଲ ସ୍କ୍ବାର୍ଡର ସଦସ୍ୟ ଥିବା ଜଣେ ପୁରୁଷ ଅଧ୍ୟାପକ ଝିଅକୁ ଏକ ନିରୋଳା ସ୍ଥାନକୁ ଡାକିଥିଲେ । ସେଠାରେ ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ଏକଥା କାହା ଆଗରେ ପ୍ରକାଶ ନକରିବାକୁ ଧମକ ବି ଦେଇଥିଲେ ।

Nepal Human Rights Commission Seeks Justice
KIIT Suicide Row: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଭାରତୀୟ ମାନବଧିକାର କମିଶନକୁ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ। ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଡମରା ଓ ଦୁର୍ବ୍ୟବହାର ନେଇ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ନେପାଳ ମାନବାଧିକାର କମିଶନ।

Tara Bahinipati Demands Arrest
KIIT Suicide Row: କିଟ୍ ପାଇଁ ବାହାରିଲେ ବିଜେଡି ବିଧାୟକ, ମନ୍ତ୍ରୀ କହିଲେ ତଦନ୍ତ ହେବ, କିନ୍ତୁ ତାରା…

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କଲେ, କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ? ଆଇନ ମନ୍ତ୍ରୀ କହିଲେ, ତଦନ୍ତ ଚାଲିଛି । ଦୋଷୀ ଯେତେ ବଡ ଲୋକ ହେଲେ ବି ଆକ୍ସନ ହେବ । ବିଜେଡି ବିଧାୟକ କିଟ୍ ପାଇଁ ବାହାରି କହିଲେ, ବଦନାମ୍ କରାନଯାଉ ।

KIIT University
KIIT Students Death Row: ଆଗରୁ ଘଟିଛି ଅନେକ ଘଟଣା, ସୁଧୁରିନାହାନ୍ତି କିଟ୍ କର୍ତ୍ତୃପକ୍ଷ !

୨୦୨୧ ମାର୍ଚ୍ଚ ୧୫ ତାରିଖରେ ଜଣେ ୧୯ ବର୍ଷୀୟ ବି.ଟେକ୍ ଛାତ୍ରଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଥିଲା । ମଧ୍ୟପ୍ରଦେଶର ସୁରଜ ଚୌରାସିଆ ନାମକ ଏହି ଛାତ୍ରଜଣକ ମଧ୍ୟ ମାନସିକ ଅବସାଦରେ ଥିଲେ ବୋଲି ତଦନ୍ତ ବେଳେ ଜଣାପଡିଥିଲା । ସେ ଡାକ୍ତରଙ୍କ ଚିକିତ୍ସାରେ ମଧ୍ୟ ଥିଲେ । କିନ୍ତୁ ତାଙ୍କର ସୁରକ୍ଷା ପ୍ରତି କିଟ୍ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

KIIT
ଝିଅର ମୋବାଇଲ ଲାପଟପ୍ ସବୁ ଗାଏବ୍ କରି ଦେଇଛନ୍ତି

ସେ ଝିଅର ମୋବାଇଲ ଲାପଟପ୍ ସବୁ ଗାଏବ୍ କରି ଦେଇଛନ୍ତି । ଝିଅମାନଙ୍କୁ କହିବାକୁ ଦେଉନାହାନ୍ତି ପୁଅମାନେ କହିବାରୁ ତାଙ୍କୁ ଲାଠି ଚାର୍ଜ କଲେ । ଯିଏ ବି ସ୍ୱର ଉଠାଉଛି ତାକୁ ସସପେଣ୍ଡ କରୁଛନ୍ତି ।

kiit-university-girl-student-s-death
KIIT Student Death: KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଦ୍ଭିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଏହାପରେ କଲେଜ୍‌ର ଅନ୍ୟ ସାଥୀ ଛାତ୍ରମାନେ ପ୍ରତିବାଦ ସ୍ୱରୂପ କ୍ୟାମ୍ପସ ନିକଟରେ ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଗରେ ନାରା ବାଜି କରିଛନ୍ତି।

KIIT
Nepali Students Out From KIIT: ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବିଦା କଲା KIIT, ଆସିଲା ସାଂଘାତିକ ଅଭିଯୋଗ

ଛାତ୍ରଛାତ୍ରୀଙ୍କୁ ବିଦା କରିବା ପାଇଁ ବଳ ପ୍ରୟୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନ ପାଇପରେ ପିଟିଥିବା ନେଇ ଅଭିଯୋଗ ମଧ୍ୟ ଆସିଛି। ସେହିପରି ରହିବା, ଖାଇବା ଏପରିକି ଟିକେଟ ପାଇଁ ମଧ୍ୟ ପଇସା ନ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଣ କରିବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।

KIIT
KIIT Student Death: ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଭୁବନେଶ୍ବରର KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। KIITରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଉତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

hostel
Hostel Suicide: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ବିଦ୍ୟାର୍ଥୀ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କଲେଜ କର୍ତ୍ତୃପକ୍ଷ ଝିଅକୁ ମାଡ ମାରିଥିବା ନେଇ ଝିଅର ବାପା ଅଭିଯୋଗ କରିଛନ୍ତି। ମୃତ ଛାତ୍ରୀଙ୍କ ଘର ରାସୋଳ ଅଞ୍ଚଳରେ ବୋଲି ଜଣା ପଡିଛି।

Suicide
Student Suicide: ହଷ୍ଟେଲ୍ ରୁମ୍‌ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ସେ +୨ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି।

2 Dalit girls die by suicide
ଅସହ୍ୟ ହେଲା ଶିକ୍ଷକଙ୍କ ଅପମାନ...ଜୀବନ ହାରିଲେ ଦୁଇ ଦଳିତ ନାବାଳିକା

ଉଭୟ ଦଳିତ ବର୍ଗର ହୋଇଥିବାରୁ ସବୁବେଳେ ଆକ୍ରୋଶର ଶିକାର ହେଉଥିଲେ। ଜୁନିଅରମାନେ ଉଭୟଙ୍କ ନାଁରେ ମିଛ ଅଭିଯୋଗ ଆଣିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।

World Suicide Prevention Day 2023
World Suicide Prevention Day 2023: ଆତ୍ମହତ୍ୟା ଚିନ୍ତାରେ ସାରା ବିଶ୍ୱ; ଜାଣନ୍ତୁ କେଉଁଠି ସର୍ବାଧିକ

ଆତ୍ମହତ୍ୟା ହେଉଛି ଏମିତି ଏକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା କରେ। ଏହି କାରଣରୁ ଆଜି ସମାଜରେ ଆତ୍ମହତ୍ୟା ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା କିପରି ଚାଲିଛି ପ୍ରୟାସ ।

Social media influencer leena nagwanshi suicide
ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ତୁନିଶା ଶର୍ମାଙ୍କ ମୃତ୍ୟୁ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି। ଏବେ ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି।

Body Of The Girl Recovered At Rairakhol Railway Station Identified
ଜୀବନ ହାରିଲେ ଯୁବତୀ , ପରିବାର ଲୋକେ କହିଲେ ଦାୟୀ ହେଉଛନ୍ତି ବିବାହିତ ପୁରଷ

ରେଳ ଧାରଣାରେ ଯୁବତୀଙ୍କର ଯାଇଛି ଜୀବନ । ପାଖରେ ପଡିଛି ବ୍ୟାଗ ଆଉ ଖଣ୍ଡେ ହାତଲେଖା ନୋଟ । ପରିବାର ଲୋକେ କହୁଛନ୍ତି ଆମ ଝିଅର ଏ ମୃତୁ ପାଇଁ ଜଣେ ବିବାହିତ ପୁରୁଷ ଦାୟୀ ।

Body Of The Girl Recovered At Rairakhol Railway Station
ଯୁବତୀଙ୍କ ସୁଇସାଇଡ୍‌ ନୋଟ୍‌- ‘ବାହା ହେବି କହି ଶାରୀରିକ ସମ୍ପର୍କ ରଖିଲା, ଶେଷରେ ମୋତେ ମରିବାକୁ ବାଧ୍ୟ କଲା’

ପ୍ରେମ ଓ ପ୍ରତାରଣା ଯୋଗୁ ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ରେଲ୍‌ୱେ ଟ୍ରାକ୍‌ ନିକଟରୁ ତାଙ୍କର ଏକ ବ୍ୟାଗ ମିଳିଥିଲା। ଯେଉଁଥିରେ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ୍‌ ଜବତ କରିଛି ପୋଲିସ୍।

girl commits suicide
କାନ୍ଦି କାନ୍ଦି ଫୋନ୍‌ରେ କଥା ହେଉଥିଲେ, ହଠାତ୍‌ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ଯୁବତୀ ଜଣକ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ହେଲେ ହଠାତ୍‌ କେହି କିଛି ବୁଝିବା ଆଗରୁ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବତୀ।

rayagada hospital
ମେଡିକାଲ୍‌ର ୩ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ମେଡିକାଲ୍‌ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ୱାର୍ଡର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।