Crime
ରାଜଧାନୀ ଭୁବନେଶ୍ୱରରେ ଚାଂଚଲ୍ୟ ସୃଷ୍ଟି କରିଥିବା ସହଦେବ ନାଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକର ଆତ୍ମସମର୍ପଣ। ପୋଲିସକୁ ଚକମା ଦେଇ ୪୦ ଦିନ ଧରି ଘୁରି ବୁଲିବା ପରେ ଶେଷରେ ଆଜି ପରିବାର ସଦସ୍ୟଙ୍କ ସହ ଆସି ମଞ୍ଚେଶ୍ୱର ଥାନାରେ ସରେଣ୍ଡର କରିଛି। ରମାର ପରିବାର ସଦସ୍ୟ ପୋଲିସ ବିରୋଧରେ ମାନସିକ ନିର୍ଯାତନା ସହ ଜୁଲୁମ ଅଭିଯୋଗ ଆଣିଥିବା ବେଳେ ମୃତ ସହଦେବଙ୍କ ପତ୍ନୀ ରମାର ପୁଅକୁ ବି ଧରିବା ପାଇଁ ଦାବି କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)