• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Loot
ଦୀପାବଳି ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା, ସଟର ତାଡି ଲୁଟିନେଲେ ୫ ଲକ୍ଷ ଟଙ୍କା

ରାଜଧାନୀରେ ପୁଣି ଲୁଟେରାଙ୍କ ଆତଙ୍କ। ରାତିଅଧରେ ସଟର ତାଡୁଛନ୍ତି, କଳକନା ବୁଲାଇ ଚାଲି ଯାଉଛନ୍ତି। କିଛିଦିନ ବ୍ୟବଧାନରେ ପୁଣି ଥରେ ଆରମ୍ଭ ହୋଇଛି ଲୁଟେରାଙ୍କ କାରନାମା। ଏଥର ଟାର୍ଗେଟରେ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳ।

MURDER
୮ କୋଟି ପାଇଁ ସ୍ୱାମୀକୁ ହତ୍ୟା

୮କୋଟି ପାଇଁ ସ୍ୱାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ଆଉ ତା’ ପରେ ୮୦୦ କିମି ଦୂରରେ ଫିଙ୍ଗିଦେଲା । ସବୁଠାରୁ ବଡ଼ କଥା ହେଉଛି ଏହି ହତ୍ୟା ପଛରେ ଥିଲା ସ୍ତ୍ରୀର ଦୁଇ ବୟଫ୍ରେଣ୍ଡଙ୍କ ହାତ ।

The Man Behind Threat Calls To Airlines
ବୋମା ଗୁଜବର ଖୋଲିଲା ରହସ୍ୟ ! ଜାଣନ୍ତୁ କିଏ ଦେଉଥିଲା ଧମକ...

କିଛି ଦିନ ହେଲା ସ୍କୁଲ, ଟ୍ରେନ୍ ଓ ବିମାନକୁ ବୋମା ଧମକ ମିଳୁଛି। ଅନେକ ସମୟରେ ପୋଲିସ ଓ ସାଧାରଣ ଲୋକଙ୍କୁ ଏଥିପାଇଁ ନାକେଦମ୍ ହେବାକୁ ପଡୁଛି। ଏହା ପଛରେ କିଏ ଅଛି ଓ କାହିଁକି ଏପରି ଧମକପୂର୍ଣ୍ଣ ମେଲ୍ କରୁଛି ଜାଣନ୍ତୁ...

Wife Kills Man
୮ କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ, ୮୦୦ କିଲୋମିଟର ଦୂରରେ ପକାଇଲା ମୃତଦେହ!

୮ କୋଟି ପାଇଁ ସ୍ୱାମୀକୁ ହତ୍ୟା କଲା ପତ୍ନୀ । ତାପୁଣି ନିଜ ଦୁଇ ବୟଫ୍ରେଣ୍ଡଙ୍କ ସହ ମିଶି ।

Digital Arrest
‘ଡିଜିଟାଲ୍ ଆରେଷ୍ଟ’କୁ ନେଇ ବଢୁଛି ଚିନ୍ତା, ମନ୍ କି ବାତ୍‌ରେ PM ମୋଦିଙ୍କ ଉଦବେଗ

ଡିଜିଟାଲ୍ ଆରେଷ୍ଟ ନାଁରେ ସାରା ଦେଶରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବି ସରକାର ଦୃଢ଼ ପଦକ୍ଷେପ ନେଉଥିବା ନେଇ ମନ କି ବାତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Digital Arrest
ସାଇବର ଠକଙ୍କ ଜାଲରେ ଫସିଗଲେ ତହସିଲଦାର

ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ। ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି।

Police
ଥାନାରେ ଉତ୍ପାତ କରୁଥିଲେ ସାବଧାନ !! ଅମାନିଆଙ୍କୁ ସାବାଡ଼ କରିବ ପୋଲିସ

ଟ୍ରାଫିକ୍ ପୋଲିସ ପରେ ଏଣିକି ସବୁ ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା ।

Mother Daughter
ମାଆ ନା ରାକ୍ଷସୀ!! ୧୬ ମାସର ଝିଅକୁ ଏମିତି ପିଟିଲା ଯେ ...

ମାତ୍ର ୧୬ ମାସର ଶିଶୁ କନ୍ୟାକୁ ଜନ୍ମଦାତ୍ରୀ ମାଆର ଅମାନୁଷିକ ମାଡ଼ ।

Body Camera
ସାବାଡ଼ ହେବେ ଥାନାରେ ଉତ୍ପାତ କରୁଥିବା ଅମାନିଆ, କମିଶନରେଟ୍ ପୋଲିସର ନୂଆ ଯୋଜନା

ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା ।

Tahasildar
ତହସିଲଦାରଙ୍କୁ ଡିଜିଟାଲ୍ ଆରେଷ୍ଟ ଠକେଇ ! ଆକାଉଣ୍ଟରୁ ୯୦ ହଜାର ଉଡ଼ିଗଲା

ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ତାଳଚେର ତହସିଲଦାର ।

Binjharpur Allowance Scam
ବିଝାଂରପୁରରେ ମହାଘୋଟାଲା; ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ଅଭିଯୋଗ

ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକରେ ବଡ଼ ଧରଣର ଭତ୍ତା କେଳେଙ୍କାରୀ । ହଜାରେ କି ଲକ୍ଷେ ନୁହେଁ। ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

  • Sunday, 27 October 2024
Minor Girl Allegedly Raped
ଯାଜପୁର ବରୀରେ ଲଜ୍ଜା; ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର ବରୀରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ନାବାଳିକାଙ୍କ ଘର ନିକଟର ଜଣେ ପଡ଼ୋଶୀ ତାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର କରିଥିବା ନେଇ ବରୀ ଥାନାରେ ଅଭିଯୋଗ ହୋଇଛି।

IP camera
ଖସି ପାରିବେନି ଲୁଟେରା; ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ୍‌ ପୋଲିସର ପଦକ୍ଷେପ । ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା। ସହରର ସବୁ ଆପାର୍ଟମେଣ୍ଟରେ IP ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ ।

Maoist
କନ୍ଧମାଳରେ ଏନ୍‌କାଉଣ୍ଟର: ଜଣେ କ୍ୟାଡର ମାଓବାଦୀ ନିହତ

କନ୍ଧମାଳ ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ।

Woman loses over rs 87000 after downloading app for lounge access
Technology: କରନ୍ତୁ ନାହିଁ ଏହି ଆପ୍ ଡାଉନ୍‌ଲୋଡ୍; ଆକାଉଣ୍ଟରୁ ଚାଲିଯାଇପାରେ ଲକ୍ଷାଧିକ ଟଙ୍କା

ଜଣେ ମହିଳା ପ୍ରକାଶ କରିଛନ୍ତି ଯେ ଲାଉଞ୍ଜ ଆକ୍ସେସ୍ ପାଇଁ ଏକ ଆପ୍ ଡାଉନ୍‌ଲୋଡ୍ କରିବାକୁ କୁହାଯିବା ପରେ ସେ କିପରି ୮୭,୦୦୦ରୁ ଅଧିକ ଟଙ୍କା ଠକାମିର ଶିକାର ହୋଇଛନ୍ତି। ଜାଣନ୍ତୁ ପୂରା ଘଟଣା…

Jharpada Jail
ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍; ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ 

ଜେଲ୍‌ ଭିତରେ ୱାର୍ଡରଙ୍କୁ କିଛି କଏଦୀ ପିଟିଥିବା ଅଭିଯୋଗ । ବାଜିଲା ଏମର୍ଜେନ୍ସି ସାଇରନ୍, ଜେଲ୍‌ରେ ଲକ୍ଷ୍ମୀସାଗର ପୋଲିସ ।

Uttarakhand Police
ପୋଲିସ୍ ଦେଖାଇଲା ଅପରାଧୀର ଔକାତ୍! ଧରିବାକୁ ଘୋଷଣା କଲା ଏତିକି ଟଙ୍କା

ଅପରାଧୀଙ୍କ ଔକାତ୍ କେତେ .. ଏହା ସୂଚାଇବାକୁ ଯାଇ ପୋଲିସ ନେଇଛି ଅଭିନବ ପଦକ୍ଷେପ । ତିନି ଜଣ ଅପରାଧୀଙ୍କୁ ଧରାଇବାକୁ ପୋଲିସ ଘୋଷଣା କରିଛି ପୁରସ୍କାର ରାଶି ।

fake court
ନକଲି କୋର୍ଟ, ଫେକ୍ ଜଜ୍; ଜାଲିଆତି କରି ନେଇଗଲେ ୧୦୦ ଏକର ଜମି

ଆପଣ ନକଲି ଆଇଏଏସ୍, ପୋଲିସ୍ ଅଧିକାରୀ, ଡାକ୍ତର ଏବଂ ପିଏମଓ କାର୍ଯ୍ୟାଳୟ ବିଷୟରେ ଶୁଣିଥିବେ ନିଶ୍ଚୟ। ବର୍ତ୍ତମାନ ଗୁଜୁରାଟରେ ଏକ ନକଲି କୋର୍ଟର ଖୁଲାସା ହୋଇଛି।ଏହି ମାମଲାରେ ନକଲି ବିଚାରପତି ସାଜିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Jharpada Jail
ଜେଲ୍ ଭିତରେ ଚାଲୁଛି କ'ଣ! ଛୁରୀ ଧରି ହେଉଛି ମୋବାଇଲ୍ ସୁଟ୍

କଏଦୀଙ୍କ ହାତରେ ମାରଣାସ୍ତ୍ର । ଜେଲର ସେଲ୍ ଭିତରେ ଭାଇଗିରି ।

Khordha Murder
ପଥର ଖଣିରୁ ମୃତଦେହ ଜବତ, ପ୍ରି ପ୍ଲାନ୍ ମର୍ଡର କହିଲେ ଏସପି

ଖୋର୍ଦ୍ଧା କାଇପଦର ଟାଙ୍ଗିଣି ମୁଣ୍ଡିଆ ପଥର ଖଣିରୁ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାସ ।

Inmates Pose with Knife
ଜେଲ୍ ଭିତରେ କଏଦୀଙ୍କ ହାତରେ ଚାକୁ; ବ୍ୟବସାୟୀ ଓ ସାକ୍ଷୀଙ୍କୁ ଖୋଲା ଧମକ ନେଇ ଚର୍ଚ୍ଚା !

ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସୁଛି କେମିତି ? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ୍ କରୁଛନ୍ତି କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I 

VigilanceRaid
ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର; ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି ।

Fake Wedding
ରାଜଧାନୀରେ ମାତିଛନ୍ତି ବାହାଘର ଲୁଟେରା ଗ୍ୟାଙ୍ଗ୍

ଏମିତି ଏକ ଘଟଣାକୁ ଏବେ ସାମ୍ନାକୁ ଆସିଥିବା ବେଳେ ଏହି ଗ୍ୟାଙ୍ଗ ଦ୍ବାରା ଏବେ ସୁଦ୍ଧା ୬ରୁ ଅଧିକ ପରିବାର ଲୁଟର ଶିକାର ହୋଇଥିବା କୁହାଯାଉଛି ।

  • Monday, 21 October 2024
Loan Fraud
ବ୍ୟାଙ୍କରେ ଚାଲିଛି କି ଋଣ ଘୋଟାଲା ସିଣ୍ଡିକେଟ !

ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ଲୋନ । ଆକାଉଣ୍ଟରୁ ବି ଉଠାଇ ନିଆଯାଇଛି ଋଣ ଟଙ୍କା ।

Kidnapped student from Paradeep
ପାଣି ମାଗିବା ବାହାନାରେ ଛାତ୍ରଙ୍କୁ ପାରାଦୀପରୁ ଅପହରଣ; ହଳଦିଆପଡ଼ାରୁ ହେଲେ ଉଦ୍ଧାର

କିଛି ବାଟ ଗଲା ପରେ କୌଶଳ କ୍ରମେ ଅପହରଣକାରୀଙ୍କୁ ଚକମା ଦେଇ ଖସି ଆସିଲେ ଛାତ୍ର । ପାରାଦୀପରେ ସାମ୍ନାକୁ ଆସିଛି ଏଭଳି ଘଟଣା ।