ସ୍କୋରପିଓ ନଦେବାରୁ ସ୍ତ୍ରୀକୁ ଦେଲା HIV ଇଞ୍ଜେକ୍ସନ୍
ଅଭାବନୀୟ ଘଟଣା । ଅକଥନୀୟ ନିର୍ଯାତନା। ନୃଶଂସ ସ୍ବାମୀ । ଯିଏ ଶୁଣୁଛି ସିଏ ଛି ଛି...ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଯୌତୁକ ହେଲା କାଳ। ସ୍ବାମୀ ସାଜିଲା ପିଶାଚ। ଯୌତୁକ ପାଇଁ ସ୍ତ୍ରୀକୁ ବଳପୂର୍ବକ ଏଚ୍ଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ଏନେଇ ମହିଳାଙ୍କ ବାପା ଅଭିଯୋଗ ଆଣିଥିଲେ। ଯାହାଫଳରେ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲା ରୁଜୁ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)