• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Puri

Unrestricted Construction
Puri Sea Beach: ପରିବେଶ ନିୟମର ଖୋଲା ଉଲଙ୍ଘନ, ସମୁଦ୍ର କୂଳ ଛାତି ଉପରେ କନଷ୍ଟ୍ରକସନ୍

ପୁରୀ ବେଳାଭୂମିରେ ବେଧଡ଼କ ଚାଲିଛି ନିର୍ମାଣ କାର୍ଯ୍ୟ । ପର୍ଯ୍ୟଟନ କ୍ଷେତ୍ର ପୁରୀର ହାର୍ଟ ଅଫ ବିଚ୍‌ରେ ନିର୍ମାଣ ଚାଲିଛି କନଷ୍ଟ୍ରକସନ୍ କାମ ।

କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟା ଜମି ?
Srimandir, Land Scam: କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟାର ୬୪ ଏକର ଜମି ?

ନୋଟାରୀ ଏଗ୍ରିମେଣ୍ଟ କରି ବେଆଇନ୍ ବିକ୍ରି ହୋଇଛି, ଆକ୍ସନ ହେବ କହିଲେ ଜିଲ୍ଲାପାଳ । ଜବରଦଖଲ ଜମିର ସେଟେଲମେଣ୍ଟ କରି ବିକ୍ରି ପାଇଁ ଆଇନ ବିଭାଗର ଯୋଜନା ।

ଭକ୍ତି ନା ଭାଣ୍ଡାମୀ ?
Controversy At Vaikunthdham Ashram: ଭକ୍ତି ନା ଭାଣ୍ଡାମୀ ? ନାବାଳକର ବେକରେ ଫୁଲ ମାଳ, ପାଦ ତଳେ ତୁଳସୀ

ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ଜଣେ ନାବାଳକର ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ ।

Lord Jagannath Land Fraud
Lord Jagannath Land Fraud: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା...

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ଅଭିଯୋଗ ହୋଇଛି । 

ପତିତପାବନ ମନ୍ଦିର ହେବ ରୁପା ଛାଉଣୀ
Srimandir: ପତିତପାବନ ଗୁମୁଟ ଦ୍ୱାର ବନ୍ଧ ବି ହେବ ରୁପା ଛାଉଣୀ

ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

 Land acquired for Vedanta University will return
Vedanta Land Acquisition Issue: ‘ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ’

ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି
Puri Srimandir: ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଅସମ୍ଭାଳ ଗହଳି

କେବଳ ସିଂହଦ୍ୱାର ବାଟ ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ।

ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା
Foreigner Enters Puri Srimandir: ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି, ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା

ଅଣହିନ୍ଦୁ ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ବ୍ୟାରିକେଡ୍ ବାହାରେ ଛାଡ଼ିଥିବା ସୂଚନା ମିଳିଛି ।

Devotees Throng Puri Srimandir to Offer Prayers to Lord Jagannath
Puri Srimandir Witness Huge Rush: କାଲିଠୁ ପଞ୍ଚୁକ, ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର; ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ୍ ନିର୍ମାଣ

କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । 

ଅଯୋଧ୍ୟା ଓ ତିରୁପତିକୁ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
Char Dham Jatra: ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଅନ୍ୟ ୩ ଧାମକୁ ଗଡ଼ିବ ବସ୍

ଦେଶର ଅନ୍ୟ ୩ ଧାମକୁ ଗଡ଼ିବ ସୁପର ପ୍ରିମିୟମ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ ତାରିଖରେ ପୁରୀରୁ ବସ୍ ସେବା ଆରମ୍ଭ ।

ଆମେରିକା- ବ୍ରିଟେନ୍ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି !
Puri Shankaracharya: ନକଲରେ ଲାଗିଛନ୍ତି ପାଞ୍ଜିକାର, ଆମେରିକା- ବ୍ରିଟେନ୍ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି !

ପାଞ୍ଜିକାରକୁ ନେଇ କାହିଁକି ପ୍ରତିକ୍ରିୟାଶୀଳ ହେଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ସ୍ଥାୟୀ ସଭାପତି ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ? ତାଙ୍କ ଅସନ୍ତୋଷ ପଛରେ ରହିଛି କି ସତ୍ୟତା ?

Vigilance Raid In Odisha IDCO Manager
Vigilance Raid In Odisha: IDCO Manager ବାବୁଙ୍କ ଅଚଳାଚଳ ସମ୍ପତ୍ତି; ସୁଇଚ୍‌ ଚିପିଲେ ଖୋଲୁଛି କବାଟ, କୋଠାର ମୂଲ୍ୟ ୩ କୋଟି ୨୨ ଲକ୍ଷ...

ଭିଜିଲାନ୍ସ ଜାଲରେ ପଡ଼ିଥିବା କୁବେର ଇଡକୋ ମ୍ୟାନେଜର ବିଜୟ କୁମାର ଉଦୟମ ସିଂଙ୍କ ଅଚଳାଚଳ ସମ୍ପତ୍ତି । ଆଜି ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିବା ପରେ ଭିଜିଲାନ୍ସ ଜବତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖିଛି । 

Meghanad Prachir
Cracks spotted on Meghanada Prachir: ASI ସବୁ ଜାଣିଛି କହିଲେ ଅରବିନ୍ଦ

ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି । ଆନନ୍ଦବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଉଦ୍ୟମ କରିଛୁ ।

Puri temple boundary wall
Cracks spotted on Meghanada Prachir: ଜେସିବି ମାଡ଼ରେ ଘାଇଲା ପାଚେରି !! ଚାରିକଡ଼େ ଫାଟ, ସନ୍ତସନ୍ତିଆ କାନ୍ଥ ଦେଖି ବର୍ଷିଲେ ଭକ୍ତ-ସେବକ

ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି ।

ପରିକ୍ରମା ପ୍ରକଳ୍ପ ପାଇଁ ମେଘନାଦରେ ଫାଟ
Meghanada Pacheri Puri: ‘୫୦ ବର୍ଷ ହେଲାଣି ଶ୍ରୀମନ୍ଦିରକୁ ନେଇ ଡ୍ରାମା ଚାଲିଛି; ମନଇଚ୍ଛା ଖୋଳୁଛନ୍ତି, ଭାଙ୍ଗୁଛନ୍ତି’

ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଦେଲେ । ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା ।

Sri Mandir
ଘନ କୁହୁଡିରେ ଆଚ୍ଛାଦିତ ଶ୍ରୀମନ୍ଦିର, ଦିଶୁନି ମୁଖ୍ୟ ମନ୍ଦିର

ଘନ କୁହୁଡିରେ ଆଚ୍ଛାଦିତ ଶ୍ରୀମନ୍ଦିର । କୁହୁଡି ମୁଖ୍ୟ ମନ୍ଦିରକୁ ଲୁଚାଇ ଦେଇଛି ।

Puri Illegal Fire Crackers
ପୁରୀରେ ପୁଣି ବାଣ ବିସ୍ଫୋରଣ, ଭୁବନେଶ୍ୱରରେ ଜଳିଗଲା ୩ ସାଇକେଲ ଦୋକାନ !

ଅମାବାସ୍ୟା ସନ୍ଧ୍ୟାରେ ଫୁଟିଲା ବାଣ । ବେଆଇନ ବାଣ ବିସ୍ପୋରଣରେ ଦୁଇ ଜଣ ମୃତ ।

Ratna Bhandar
ରତ୍ନଭଣ୍ଡାରରେ ନାହିଁ ସୁଡ଼ଙ୍ଗ କି ଗୁପ୍ତ କୋଠରୀ ! ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟ ବାଡ଼ଗ୍ରାହୀ

କାର୍ତ୍ତିକ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି-ମଣତି । ସବୁ ତଥ୍ୟ ସାର୍ବଜନୀନ କରିବା ଲାଗି ଭକ୍ତ-ସେବକଙ୍କ ଦାବି ।

ISKCON Snana Yatra Cancelled
ISKCON Snana Yatra Cancelled: ଅଦିନିଆ ସ୍ନାନଯାତ୍ରା ବାତିଲ କଲା ଇସ୍କନ !

ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ବାତିଲ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରା ବାତିଲ ହୋଇଛି । 

no secret chamber inside ratna bhandar: Odisha law minister Prithviraj Harichandan
Puri Srimandir Ratna Bhandar Row: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ

ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ ।

ଶ୍ରୀମନ୍ଦିରରେ ଆଜି ଦୀପାବଳି
ଶ୍ରୀମନ୍ଦିରରେ ଆଜି ଦୀପାବଳି, ବଡ଼ବଡ଼ିଆଙ୍କ ପାଇଁ କାଉଁରିଆ କାଠି ଜାଳିବେ ଭକ୍ତ

ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି ।

Puri Airport
କେବେ ପୂରା ହେବ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ ?

ସରକାର ବଦଳିବା ପରେ ତ୍ବରାନ୍ବିତ ହେବ କି ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାମ? ନା ପିପିପି ମୋଡରେ ନିର୍ମାଣ ପାଇଁ କମ୍ପାନୀ ନମଳିବାରୁ ଶୀତଳଭଣ୍ଡାରକୁ ଚାଲିଯିବ ପ୍ରକଳ୍ପ?

Swargadwar
ସ୍ୱର୍ଗଦ୍ୱାରରେ ଲାଗୁ ହେବ ନୂଆ ବ୍ୟବସ୍ଥା, କାଠ ବଦଳରେ ଗୋବର ଘଷିରେ ହେବ ଶବଦାହ

ସ୍ୱର୍ଗଦ୍ୱାରରେ ଶବଦାହରେ ଲାଗୁ ହେବ ନୂଆ ବ୍ୟବସ୍ଥା। କାଠ ବଦଳରେ ଗୋବର ଘସି କାଠରେ ହେବ ଶବ ଦାହ। ଏମିତି କିଛି ଯୋଜନା କରି ବ୍ଲୁପ୍ରିଣ୍ଟ ତିଆରି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ।

Diwali Confusion
ଦ୍ୱନ୍ଦ୍ୱ ଦୂର ହେଲା.. କେଉଁଦିନ ଦୀପାବଳୀ କେଉଁଦିନ କାଳୀପୂଜା ?

ଶ୍ରୀମନ୍ଦିରରେ ଗୁରୁବାର ପାଳନ ହେବ କାଳୀପୂଜା କହିଲେ ଜ୍ୟୋତିର୍ବିଦ୍ । ପୁରୀ ସମେତ କିଛି ସ୍ଥାନରେ ଶୁକ୍ରବାର ଦୀପାବଳି ସହ ପୟାଶ୍ରାଦ୍ଧ ।