ଅଣହିନ୍ଦୁ ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି । ସଂପୃକ୍ତ ମହିଳାଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ବ୍ୟାରିକେଡ୍ ବାହାରେ ଛାଡ଼ିଥିବା ସୂଚନା ମିଳିଛି ।
ପୋଲିସର ସୂଚନା ଅନୁସାରେ, ଚେରିଶ୍ ୨୦୨୨ରେ ଏହି ଗହଣା ଦୋକାନୀଙ୍କ ସହ ଇନଷ୍ଟାଗ୍ରାମ୍ରେ ପରିଚିତ ହୋଇଥିଲେ। ଏହାପରେ ସେ ରୂପାର ଗହଣାରେ ସୁନାର କେଟିଂ ଦେଇ ତାଙ୍କୁ ବିକ୍ରି କରିଥିଲେ।
ମହିଳା ବିଦେଶୀ ପର୍ଯ୍ୟଟକ ଜଣକ ପୋଲାଣ୍ଡ ନାଗରିକ ହୋଇଥିବା ଜଣାପଡିଛି। ତେବେ ସେ ଶ୍ରୀମନ୍ଦିର ଭିତରକୁ କାହିଁକି ପ୍ରବେଶ କଲେ ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି।
ଗୁଗୁଲ୍ ସିନା ଦେଲା ତିକ୍ତ ଅନୁଭୁତି, ଗାଁ ପିଲାଙ୍କ ପାଖରୁ କିନ୍ତୁ ପାଇଗଲେ ମଧୁର ସ୍ମୃତି। ଗୁଗୁଲ୍ ମ୍ୟାପ୍ ଦେଖି ବାଟହୁଡ଼ି ଯାଇଥିବା ବିଦେଶୀ ପର୍ଯ୍ୟଟକ ବିଲ୍ୟୁ ଓରଫ୍ ମାର୍ସଲ୍ କେବେ ବି ଭୁଲିପାରିବେନି ଓଡ଼ିଶାକୁ, ଓଡ଼ିଆଙ୍କୁ ଏବଂ ଓଡ଼ିଆଙ୍କ ଖାଦ୍ୟ ପରମ୍ପରାକୁ।
ଭାବିଥିଲେ ଗୁଗୁଲ୍ ମ୍ୟାପ୍ ଦେଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ, ଆଉ ମନଭରି ପ୍ରାକୃତିକ ଦୃଶ୍ୟରାଜିର ଉପଭୋଗ କରି ଭଲରେ ଭଲରେ ସ୍ବଦେଶ ଫେରିଯିବେ। ସେଥିପାଇଁ ଧାଇଁ ଆସିଥିଲେ ସୁଦୂର ଫ୍ରାନ୍ସର ଜଣେ ପର୍ଯ୍ୟଟକ। କିନ୍ତୁ ଦୁର୍ଭାଗ୍ୟ, ବାଟ ହୁଡ଼ାଇଦେଲା ଗୁଗୁଲ ମ୍ୟାପ୍...