ପ୍ରବାସୀ ଭାରତୀୟ ଓଡ଼ିଶା ଆସିଛନ୍ତି । ସାରା ଓଡ଼ିଶା ବୁଲିବେ । ପୁରୀ ସମୁଦ୍ର କୂଳ ବି । ଠିକ୍ ଏହି ସମୟରେ ରାଜ୍ୟର ଭାସ୍କର୍ଯ୍ୟ ଶିଳ୍ପୀମାନେ ଦେଖାଇଛନ୍ତି ହାତର ଯାଦୁ । ଚମକୁଛି ପୁରୀ ବେଳାଭୂମି ।
ପୁରୀ ବେଳାଭୂମିରେ ବେଧଡ଼କ ଚାଲିଛି ନିର୍ମାଣ କାର୍ଯ୍ୟ । ପର୍ଯ୍ୟଟନ କ୍ଷେତ୍ର ପୁରୀର ହାର୍ଟ ଅଫ ବିଚ୍ରେ ନିର୍ମାଣ ଚାଲିଛି କନଷ୍ଟ୍ରକସନ୍ କାମ ।
ପୁରୀ ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର । ମହୋଦଧୀ ତଟରେ ମଦର ବନ୍ୟାକୁ ବୁଦ୍ଧିଜୀବୀ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ନିନ୍ଦା ।
ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଫିସ୍ ଲ୍ୟାଣ୍ଡି ସେଣ୍ଟର ନିର୍ମାଣ କେଁ ! ସ୍ଥାୟୀ ନିର୍ମାଣ ପାଇଁ କିଏ ଦେଲା ଅନୁମତି ? ସିଆରଜେଡର ଅନୁମତି ଅଛି କି ନାହିଁ, ଉଠିଲା ପ୍ରଶ୍ନ...
ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ ।
ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି। ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ।
ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ପାଇଁ କେବେ ସ୍ଥାୟୀ ନିଯୁକ୍ତ ହେବେ ଲାଇଫଗାର୍ଡ । କାହା ସହ ଖେଳୁଛନ୍ତି ସରକାର ? ଲାଇଭଗାର୍ଡ ନା ପର୍ଯ୍ୟଟକ
ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । ପୁରୀ ସମୁଦ୍ରକୂଳରେ ବିକ୍ଷିପ୍ତ ହୋଇ ମରି ପଡ଼ିଛନ୍ତି ଶହ ଶହ ହ୍ବାଇଟ୍ ଜେଲିଫିସ୍ ।
ସ୍ବର୍ଣ୍ଣାଭ ବେଳାଭୂମୀରେ ଜେଲିଫିସ୍ ମଡ଼କ । ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ ।
ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି
ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି
ପୁରୀ ସମୁଦ୍ର କୂଳରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଦେଖାଇଛନ୍ତି ଦେଶପ୍ରୀତିର ଝଲକ୍ ।
ଗାଧୋଉଥିବା ସମୟରେ ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ଭାସି ଯାଇଥିବା ସୂଚନା ମିଳିଛି। ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ଲାଇଫ୍ ଗାର୍ଡ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ଏହା ଉପରେ ଶତାଧିକ ଲୋକଙ୍କ ପରିବାର ପୋଷଣ ହୁଏ । ପୂର୍ବରୁ ପୁରୀର ଗୋଟିଏ ସମୁଦ୍ର କୂଳକୁ ବ୍ଲୁ-ଫାଗ୍ କରାଯାଇଛି । ହେଲେ ଆଉ ଗୋଟିଏ ବିଚ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ ।
ପୁରୀ ବେଳାଭୂମିର ରଙ୍ଗିନ୍ ଆକାଶ। ଆଖି ଖୋସି ହୋଇଯିବ। ଇଏ ଆମ ପୁରୀ ବେଳାଭୂମି । ଏତେ ସୁନ୍ଦର ଯେ ଆପଣ ବିଶ୍ୱାସ କରିପାରିବେ ନାହିଁ । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କ୍ୟାମେରାରେ ଏହାକୁ କଏଦ୍ କରିଛନ୍ତି।