• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nhrc

NHRC Notice
Journalist Assault Case: ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ମାଡ଼ ଘଟଣା, ଡିଜିପିଙ୍କୁ NHRCଙ୍କ ନୋଟିସ

ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ମାଡ଼ ଘଟଣା । ନିଜ ଆଡୁ ମାମଲା ଗ୍ରହଣ କରି ଡିଜିପିଙ୍କୁ ନୋଟିସ ଜାରି କଲେ NHRC । ୨ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC ।

Special Story: NHRC Flags KIIT Over Second Nepali Student\'s Death Amid Safety Concerns
NHRC କଥା ମାନିଥିଲେ ଯାଇନଥାନ୍ତା ଛାତ୍ରୀଙ୍କ ଜୀବନ

ଜାତୀୟ ମାନବାଧିକାର କମିଶନଙ୍କ ପରାମର୍ଶକୁ ଗ୍ରହଣ କରିଥିଲେ ଆଉ ଏକ ଛାତ୍ରୀ ମୃତ୍ୟୁ ଘଟଣା ଘଟିନଥାନ୍ତା । କିଟ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଥିବା ଆଇନ ସଠିକ ଭାବେ କାମ କରୁନଥିଲା । କମିଶନ ପରାମର୍ଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବିଶ୍ବବିଦ୍ୟାଳୟ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ।

KIIT Student Death
KIIT Student Death: କିଟ୍‌ ଛାତ୍ରୀ ମୃତ୍ୟୁ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍‌ କଲେ NHRC

କିଟ୍‌ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ତୁରନ୍ତ ଏତଲା ଦାଏର କରି ତଦନ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ NHRC ।

NHRC
Nepali Student Tragic Death Incident: କିଟ୍‌ରେ ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଏପରି କହିଲେ NHRC

କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ବାବଦରେ ଅବଗତ ଥିବା ଜାତୀୟ ମାନବାଧିକାର କମିଶନ(NHRC) ସଦସ୍ୟ ପ୍ରିୟଙ୍କ କାନୁନଗୋ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି

କାଲି ‘କିଟ୍‌ କାଣ୍ଡ’ ଶୁଣାଣି
କିଟ୍ କାଣ୍ଡ: ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି

କିଟ୍ ପ୍ରସଙ୍ଗରେ ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି। NHRCଙ୍କ ନିର୍ଦ୍ଦେଶନାମା ଉପରେ ଲାଗିଥିବା ରହିତାଦେଶ ଉପରେ ନିଷ୍ପତ୍ତି ନେବେ ଉଚ୍ଚ ନ୍ୟାୟାଳୟ।

କାଲି ‘କିଟ୍‌ କାଣ୍ଡ’ ଶୁଣାଣି
KIIT Nepalese Student Death Case: କିଟ୍ କାଣ୍ଡ: ଆସନ୍ତାକାଲି ହାଇକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି....    

NHRCଙ୍କ ନିର୍ଦ୍ଦେଶନାମା ଉପରେ ଲାଗିଥିବା ରହିତାଦେଶ ଉପରେ ନିଷ୍ପତ୍ତି ନେବେ ଉଚ୍ଚ ନ୍ୟାୟାଳୟ। NHRC ଟିମ୍, ସରଜମିନ୍ ତଦନ୍ତ ପରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସିଧାସଳଖ କିଟ୍ ମ୍ୟାନେଜମେଣ୍ଟକୁ ଦାୟୀ କରିଥିଲେ।

 କାହିଁକି ହୋଇନି CWC ସୁପାରିଶ ଅନୁପାଳନ?
NHRC Questions KISS: ୨୦୧୭ରୁ କିସ୍‌ରେ କାହିଁକି ହୋଇନି CWC ସୁପାରିଶ ଅନୁପାଳନ?

କିସ୍‌ରେ ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ ଦୀର୍ଘ ୮ବର୍ଷ ତଳୁ ଅର୍ଥାତ୍ ୨୦୧୭ ଜୁଲାଇ ୬ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ବା CWC ରିପୋର୍ଟ ଓ ସୁପାରିସ କରିଥିଲେ ।

KIIT University
KIIT University: ବଢିଲା କିଟ୍‌ ଅଡୁଆ, ନେପାଳୀ ଛାତ୍ରୀ ମୃତ୍ୟୁ ପାଇଁ ଦାୟୀ କଲେ NHRC

ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍‌କୁ ଦାୟୀ କଲେ NHRC ଟିମ୍ । ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଲେ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ NHRC ।

nhrc
Kiit Suicide Row: କିଟ୍ କାଣ୍ଡର ସରଜମିନ୍ ଯାଞ୍ଚ କରି ଫେରିଗଲା NHRC ଟିମ୍, ଖୁବ ଶୀଘ୍ର ଦାଖଲ ହେବ ରିପୋର୍ଟ

କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ତେବେ ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବ ଶୀଘ୍ର ଏନେଇ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି।

KIIT University Row
KIIT University Row: ତୃତୀୟ ଦିନରେ ଘାଣ୍ଟୁଛି NHRC, ଚାଲିଛି ଖୋଳତାଡ଼, ଖୋଲୁଛି କେଳେଙ୍କାରୀର କଳା ଚିଠା

୩ ଦିନ ହେଲା କିଟ୍ କାଣ୍ଡକୁ ନେଇ ତନାଘନା ଚଳାଇଛି ଜାତୀୟ ମାନବାଧିକାର କମିଶନ ଟିମ । କିଟ୍ ସହ କିସ୍‌ରେ ମଧ୍ୟ ଛାନଭିନ୍ କରୁଛି । ଆଜି ତୃତୀୟ ଦିନରେ ଏକାଧିକ ଲୋକଙ୍କୁ ପଚରା ଉଚରା କରାଯାଇଛି ।

KIIT Girl Student Death
KIIT Girl Student Death: କିଟ୍ କାଣ୍ଡକୁ ନେଇ NHRC ଟିମ୍‌ର ଘନ ଘନ ଜେରା; ବିରୋଧୀଙ୍କୁ ଜବାବ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ...

କାଲି ଗ୍ରାଉଣ୍ଡ ଜିରୋକୁ ଆସି ତନାଘନା କରିଥିଲେ। ଆଜି ରାଜ୍ୟ ଅତିଥି ଭବନକୁ ଡାକି ରୁଦ୍ଧଦ୍ବାର ଜେରା କଲେ। ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି କିଟ୍ କର୍ମଚାରୀଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ଘନ ଘନ ପଚରାଉଚରା।

Senior Citizens Expose Achyuta Exploitation
Senior Citizens Expose Achyuta Exploitation: ଅଚ୍ୟୁତଙ୍କ ଶୋଷଣରେ କେମିତି ଅତିଷ୍ଠ ବରିଷ୍ଠ ? କିଟ୍‌ର କଳାଫର୍ଦ୍ଦ ଖୋଲିଲେ ୮୪ ବର୍ଷୀୟ ରିଟାୟାର୍ଡ ପ୍ରଫେସର...

 NHRC ଟିମ୍ ଆଗରେ ଜମି ଜବରଦଖଲର କଳାଫର୍ଦ୍ଦ ଖୋଲିଲେ । ଅସହାୟତାର କାହାଣୀ ବଖାଣିଲେ ବରିଷ୍ଠ ନାଗରିକ । ନିଜ ପୁଅ ଓ ପତ୍ନୀଙ୍କ ସହ ରାଜ୍ୟ ଅତିଥିଭବନକୁ ପଶୁଥିବା 84 ବର୍ଷୀୟ ଅବସରପ୍ରାପ୍ତ ପ୍ରଫେସର ସଂଗ୍ରାମ ମହାନ୍ତି। 

‘ଆମ ବାଟ ଓଗାଳିଛି କିସ୍‌’
KIIT University: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍‌, ନିଜ ପ୍ଲଟ୍‌କୁ ଯିବାକୁ ମିଳୁନି ବାଟ

ବର୍ଷ ବର୍ଷ ଧରି କିଟ୍ ଓ କିସ୍ ସେମାନଙ୍କ ଜମିକୁ ମାଡ଼ି ବସିଛି । ଫଳରେ ନିଜ ପ୍ଲଟ୍‌କୁ ଯିବାକୁ ବି ବାଟ ମିଳୁନି । ଏନେଇ ବାରମ୍ବାର ପୋଲିସଠୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଜଣାଇବା ପରେ ବି କୌଣସି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି ।

KIIT University
KIIT University: କିଟ୍‌ କାଣ୍ଡ: ଆଉ ୩ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ୍‌

କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ ।

KIIT University Row
KIIT Suicide Row: ଆଜି ବି କିଟ୍‌ରେ ତନାଘନା କରିପାରେ NHRC ଟିମ୍

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ସହପାଠୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ ମାମଲା । କାଲି ୫ ଘଣ୍ଟା ଝାଳବୁହା ଜେରା ପରେ ଆଜି ବି ଦ୍ୱିତୀୟ ଦିନରେ କିଟ୍‌ରେ ତନାଘନା କରିପାରେ NHRC ଟିମ୍ ।

କିଟ୍‌ରେ ଘାଣ୍ଟୁଛି NHRC ଟିମ୍‌
KIIT University: କିଟ୍ କେଳେଙ୍କାରୀ: ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍, IRO ଅଫିସରଙ୍କୁ ଘାଣ୍ଟୁଥିବା ସୂଚନା

କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ ।

KIIT
ଅଚ୍ୟୁତ ସାମନ୍ତଙ୍କୁ ଲାଗିଲା NHRC ଛାଟ!

କିଟ୍ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନ।ଘଟଣା ପରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଚିବସ୍ତରୀୟ କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କଲେ। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଏକାଧିକ କିଟ୍ କର୍ମଚାରୀଙ୍କ ବୟାନ ରେକର୍ଡ କଲେ। ହେଲେ ସେଇଠି ଯେମିତି ଅଟକି ଯାଇଛି ସବୁକିଛି।

NHRC
KIIT Suicide Row: କିଟ୍ ପାଇଁ ବଢ଼ିଲା ଅଡ଼ୁଆ: NHRCଙ୍କ ତଦନ୍ତ ନିର୍ଦ୍ଦେଶ

ଜଣେ ଏସଏସପି ରାଙ୍କର ଅଧିକାରୀ ମାମଲାର ତଦନ୍ତ କରି ୧୦ ମାର୍ଚ୍ଚ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆଇନ ବିଭାଗର ରେଜିଷ୍ଟ୍ରାର ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟ ଯାଇ ଘଟଣାସ୍ଥଳରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Subhalaxmi death case
ଛାତ୍ରୀ ମୃତ୍ୟୁ ମାମଲା: ୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ NHRC ନୋଟିସ୍

ଶୁଭଲକ୍ଷ୍ମୀ ସାହୁ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRC ନୋଟିସ୍....୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ....

BJP delegation meets NHRC
ମହିଳା ହୋମଗାର୍ଡଙ୍କୁ ନିର୍ଯାତନା; ତେଜୁଛି ବିବାଦ, NHRCଙ୍କୁ ଭେଟିଲା ବିଜେପି

କାହିଁକି ରାଜ୍ୟ ସରକାରଙ୍କ ଏଭଳି ମନୋଭାବ ? ଏଭଳି ପ୍ରଶ୍ନ ଉଠାଇବା ସହ ସୈରିନ୍ଦ୍ରୀଙ୍କ କ୍ଷେତ୍ରରେ ମାନବାଧିକାରର ଖୋଲା ଉଲଂଘନ ହୋଇଥିବା କହିଛନ୍ତି ମାନବାଧିକାର କର୍ମୀ ।

Home Guard
ହୋମଗାର୍ଡଙ୍କୁ ନିର୍ଯାତନା ମାମଲା; ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

DIG ବ୍ରିଜେଶ ରାୟଙ୍କ ଘରେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲା ପରେ ଏବେ ଘନଉଛି ବିବାଦ। କାହିଁକି ଏବଂ କେଉଁ ପରିସ୍ଥିତିରେ ଦିଆଗଲା ନିର୍ଯାତନା, ନିଜ ଆଡୁ ମାମଲା ରୁଜୁ କରି ମହିଳା ଅପରାଧ ନିରୋଧି ସେଲ୍ ADGଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା କମିଶନ।

Odisha Police
ହେବ କି ବଡ କାର୍ଯ୍ୟାନୁଷ୍ଠାନ?

ମହିଳା ହୋମଗାର୍ଡକୁ ନିର୍ଯାତନା ମାମଲା : ହେବ କି ବଡ କାର୍ଯ୍ୟାନୁଷ୍ଠାନ? ମାମଲା ଯାଇ ପହଞ୍ଚିଲାଣି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଯାଏଁ

NHRC notice to Railway Board
ବାହାନଗା ଟ୍ରେନ୍ ଟ୍ରାଜେଡି : ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ NHRC

ଟ୍ରେନ୍ ଟ୍ରାଜେଡିରେ NHRCଙ୍କ ରିପୋର୍ଟ ତଲବ । ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ମାଗିଲେ ରିପୋର୍ଟ ।

PM Modi To Address 28th NHRC Foundation Day Programme Today
ଆଜି ୨୮ତମ ନ୍ୟାଶନାଲ ହ୍ୟୁମାନ୍ ରାଇଟ୍ସ କମିଶନ ପ୍ରତିଷ୍ଠା ଦିବସ

ଆଜି ୨୮ତମ ନ୍ୟାଶନାଲ ହ୍ୟୁମାନ୍ ରାଇଟ୍ସ କମିଶନ ପ୍ରତିଷ୍ଠା ଦିବସ। ଏହି ଅବସରରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

pihu
ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRCଙ୍କ ଜବାବ ତଲବ

ବହୁ ଚର୍ଚ୍ଚିତ ପିହୁ ନିଖୋଜ ମାମଲାରେ ପୋଲିସ ମହାନିର୍ଦ୍ଦେଶକଙ୍କୁ NHRC ଙ୍କ ଜବାବ ତଲବ । ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ ଡିଜିପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ।