ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ଉପକୃତ ହେବେ ଜମି ହରାଇଥିବା ପ୍ରାୟ ୬ ହଜାର ଚାଷୀ । ବିଜେଡି ସରକାର ସମୟରେ ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
କେନ୍ଦ୍ରରେ କଂଗ୍ରେସ ଶାସନାଧୀନ ମନମୋହନ ସିଂହଙ୍କ ସରକାର ଥିବାବେଳେ ୬ଟି କେନ୍ଦ୍ରୀୟ ପ୍ରତିଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା ପାଇଁ ଜୋରଦାର ଦାବି, ଆନ୍ଦୋଳନ ଓ ପ୍ରତିବାଦ ଦେଖାଦେଇଥିଲା। ସବୁ ସ୍ତରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରାଯାଇଥିଲା। ହେଲେ ବେଦାନ୍ତ ବେଳକୁ…
ବୁଧବାର ବହୁ ପ୍ରତୀକ୍ଷିତ ବେଦାନ୍ତ ମାମଲାର ରାୟ ଶୁଣାଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣଛେଦ ଟାଣିଥିଲେ ସୁପ୍ରିମକୋର୍ଟ।
ଅଧିଗୃହିତ ଜମିକୁ ଚାଷୀଙ୍କୁ ଫେରାଇବାକୁ ଉଠିଲା ଦାବି ।