• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sri Mandir

Sri Mandir
Puri Srimandir: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଜନସମାଗମ, ବର୍ଷ ଶେଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼

ପାଖେଇ ଆସୁଛି ନୂଆବର୍ଷ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।

Puri Srimandir
Puri Srimandir: ନୂଆବର୍ଷରୁ ଦିଅଁ ଦର୍ଶନ ପାଇଁ ନୂଆ ପ୍ରଣାଳୀ, ସେବାୟତ ଉଠାଇଲେ ଆପତ୍ତି

ଡିସେମ୍ବର ୩୦-୩୧ ଦୁଇଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନିଆ ନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ ।

Puri temple boundary wall
Cracks spotted on Meghanada Prachir: ଜେସିବି ମାଡ଼ରେ ଘାଇଲା ପାଚେରି !! ଚାରିକଡ଼େ ଫାଟ, ସନ୍ତସନ୍ତିଆ କାନ୍ଥ ଦେଖି ବର୍ଷିଲେ ଭକ୍ତ-ସେବକ

ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି ।

Sebayat
ରାବିଡ଼ି ପାଇଁ ହାଣି ଦେଲେ!! ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୁରୁତର

ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ ।

Sri Mandir
୬ ଲେନ୍ ବ୍ୟାରିକେଡ୍ ବ୍ୟବସ୍ଥା କିଭଳି ରହିବ ?

ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତାବିତ ୬ ଲେନ୍ ବ୍ୟାରିକେଡ୍ ବ୍ୟବସ୍ଥା କିଭଳି ରହିବ ? କେଉଁ ଭକ୍ତ କେମିତି ଯିବେ ? ତାକୁ ନେଇ ଉତ୍କଣ୍ଠା ଭିତରେ ସାମ୍ନାକୁ ଆସିଛି ଡାଇଗ୍ରାମ୍। ଯେଉଁଥିରେ ଗରୁଡ଼ ଖମ୍ବ ସ୍ପର୍ଶରୁ ଭକ୍ତ ବଞ୍ଚିତ ହେବା ସହ ଭିତର କାଠ ଦର୍ଶନ ଗୁରୁତ୍ବହୀନ ହୋଇଯିବା ନେଇ ଉଠିଛି ଶଙ୍କା।...

Sri Mandir
ଶ୍ରୀମନ୍ଦିରରେ ବାଧାମୁକ୍ତ ଜଗା ଦର୍ଶନ ବ୍ଲୁ ପ୍ରିଣ୍ଟ, ବ୍ୟବସ୍ଥା କିଭଳି ରହିବ ?

ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତାବିତ ୬ ଲେନ୍ ବ୍ୟାରିକେଡ୍ ବ୍ୟବସ୍ଥା କିଭଳି ରହିବ ?

E-bus
ମାସ ମାସ ଧରି ଖତ ଖାଉଛି ଇ-ବସ୍, ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ

ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ।

Arpana Chaula
ଭକ୍ତ ଭାବାବେଗକୁ ଭୀଷଣ ଆଘାତ... ଶେଷରେ ନିଲାମ ହୋଇଗଲା ‘ଅର୍ପଣ’ ଚାଉଳ

କେଡ଼େ ଶ୍ରଦ୍ଧାରେ ଲୋକେ ଅର୍ପଣ କରିଥିଲେ .. ହେଲେ ଅଦରକାରୀ ଭଳି ଏଠି ସେଠି ପଡ଼ିଲା । ସେଥିରେ ପୋକ ଲାଗିଗଲା .. ଆଉ ଭୋଗ ଲାଗିବା ଅବସ୍ଥାରେ ନଥିବାରୁ ଶେଷରେ ନିଲାମ କରାଗଲା ।

Sri Mandir
ଓଃ...କି ଅବସ୍ଥା! ଡହ ଡହ ଖରାରେ ଛଟପଟ ଜଗା ଭକ୍ତ, ପାଦ ଯନ୍ତ୍ରଣାରେ ହେଲେ କଲବଲ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।

AI CCTV
ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର; ଶ୍ରୀମନ୍ଦିର ଜଗିବ AI କ୍ୟାମେରା !

ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ୍ୱ।

Ratna Bhandar
ପ୍ରାଥମିକ ଯାଞ୍ଚ ଶେଷ; ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି, ଆଇନ ମନ୍ତ୍ରୀ ଦେଲେ ସୂଚନା

ଚାବି ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଥିଲେ ଖୁଲାସା ହେବ । ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

niladribije
ସରିଲା ଲୀଳାଖେଳା; ଭାଇ ଉଉଣୀଙ୍କୁ ନେଇ ନୀଳକନ୍ଦରକୁ ବିଜେ କଲେ ଚକାଡ଼ୋଳା..

ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ ।

Ratna Bhandar
ଘନଉଛି ରତ୍ନଭଣ୍ତାର ଚାବି ବିବାଦ; ଡୁପ୍ଲିକେଟ୍ ଚାବିରେ ଖୋଲିଲାନି ତାଲା! କାହିଁକି ନଥିଲା ଜଉମୁଦ?

ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲା ଯାଇଥିଲେ ବି, ବିବାଦ ଥମୁନି ।

Ratna Bhandar
ଖୋଲିଲା ରତ୍ନଭଣ୍ତାର; ସ୍ଥିତିକୁ ନେଇ ଉତ୍କଣ୍ଠା, ମରାମତି ସବୁଠାରୁ ବଡ଼ ଚାଲେଞ୍ଜ

ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନ ଭଣ୍ଡାର ଖୋଲିବା ପରେ ଏବେ ସ୍ଥିତିକୁ ନେଇ ବଢୁଛି ଉତ୍କଣ୍ଠା । କାରଣ ସମୟ ଅଭାବରୁ, ଭିତର ଭଣ୍ଡାରର ସ୍ଥିତିକୁ ନେଇ ଆଜି ଯାଞ୍ଚ ହୋଇପାରିନି ବୋଲି କମିଟି ସଦସ୍ୟ କହିଛନ୍ତି ।

Justice Biswanath Rath
ଭଣ୍ତାର ଖୋଲିବା ପରେ ବଡ଼ ଖୁଲାସା କଲେ ଅଧ୍ୟକ୍ଷ, କହିଲେ ପୂର୍ବରୁ ସବୁକିଛି ଗପ ଥିଲା

ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ କହିଲେ ଅଧ୍ୟକ୍ଷ ।

Ratna Bhandar
'ଭିତର ରତ୍ନଭଣ୍ତାର ଖୋଲିଲୁନି, ଆଉ ଦିନେ ଦିନ ଧାର୍ଯ୍ୟ କରି ଖୋଲିବୁ'

ଶେଷ ହୋଇଛି ପ୍ରତୀକ୍ଷା । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ଦୀର୍ଘ ପାଞ୍ଚ ଦଶନ୍ଧି ପରେ ଖୋଲିଛି ରତ୍ନଭଣ୍ତାର ।

Ratna Bhandar
ରତ୍ନଭଣ୍ତାର ଖୋଲିବା ନେଇ ଆସିଲା ବଡ଼ ଅପଡେଟ୍, ମୁଖ୍ୟ ପ୍ରଶାସକ କହିଲେ ...

ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ । ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲାନି ।

Ratna Bhandar
୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ..ରତ୍ନଭଣ୍ତାର ଭିତରକୁ ଯିବେ ୧୧ ଜଣ..ଜାଣନ୍ତୁ କିଏ..

ରତ୍ନଭଣ୍ଡାର ଭିତରକୁ ଯିବେ ୧୧ ଜଣ ସଦସ୍ୟ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

Ratna Bhandar
ବହୁ ପ୍ରତୀକ୍ଷାର ଅନ୍ତ; ଶେଷରେ ଖୋଲିବ ରହସ୍ୟମୟ ରତ୍ନଭଣ୍ଡାର

ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ଲୋକନାଥ ମହାପ୍ରଭୁଙ୍କୁଠାରୁ ଆଜ୍ଞାମାଳ ନିଆଯିବା ସହ ବିମଳଙ୍କ ପାଖରେ ଗୁଆଟେକା ହେବ । ତାସହ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅରବିନ୍ଦ ପାଢୀ ।

Ratna Bhandar
ଦୀର୍ଘ ବର୍ଷ ପ୍ରତୀକ୍ଷାର ହେବ ଅନ୍ତ; ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଆଜି !

କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟିପାରେ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି।

Ratha Jatra
ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ; ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳିରେ ପ୍ରକମ୍ପିତ ପରିବେଶ

କୋଟି ଓଡ଼ିଆଙ୍କ ମଉଡ଼ମଣି କାଳିଆ ସାଆନ୍ତ... ତାକୁ ଦେଖିବାକୁ ଆଜି ବଡ଼ଦାଣ୍ଡରେ ଲାଗିଛି ଭିଡ଼... ଜୟ ଜଗନ୍ନାଥ... ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଚଉଦିଗ..।

Rambhadracharya
ରଥଯାତ୍ରା ପାଇଁ ଓଡ଼ିଶା ଆସିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

ଗତବର୍ଷ ରଥଯାତ୍ରାରେ ମଧ୍ୟ ଶ୍ରୀକ୍ଷେତ୍ର ଆସି ବଡ଼ଦାଣ୍ଡରେ ଦିଅଁଙ୍କ ଆଶୀର୍ବାଦ ନେଇଥିଲେ।

Puri Sri Mandir
ଆଜି ଅସୁସ୍ଥ ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ; ଏହାକୁ ସେବନ କରି ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି

ଜ୍ବରରେ ଆକ୍ରାନ୍ତ ଶ୍ରୀଜିଉ ମାନଙ୍କୁ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି। 

Ratna Bhandar
'ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନ ନୁହେଁ, ସମୟ ଲାଗିବ; କେବେ ଖୋଲିବ ଶୀଘ୍ର ଜଣାଇବୁ'

ରତ୍ନଭଣ୍ଡାର ଖୋଲିବା ନେଇ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି । ରତ୍ନଭଣ୍ଡାର ବାବଦରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Lord Jagannath vivah utsav
ଆଜି ରୁକ୍ମିଣୀ ହରଣ ଏକାଦଶୀ; ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବିବାହ ମହୋତ୍ସବ

ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ।