• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kartik Purnima

Kunjan Yatra
ଉଠୁଛି ପଡ଼ୁଛି ଯାଜପୁରର ହରିପୁର; ରାହାସ ଯାତ୍ରା ପାଇଁ ଲାଗୁଛି ଗହଳି

ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ ।

Kartika Purnima
ଡଙ୍ଗା ଭସା ପାଇଁ ନଦୀ ଓ ପୁଷ୍କରିଣୀରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମହୋଦଧି, ନଦୀ ଓ ପୁଷ୍କରିଣୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ମଧ୍ୟରେ ଶେଷ ହୋଇଛି । ସୂର୍ଯ୍ୟୋଦୟ ଠାରୁ ଦେବନୀତି ନିଷେଧ ଥିବାରୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା ।

kartika purnima
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ଭିତରେ ଶେଷ ହେଲା ଡଙ୍ଗା ଭସା

ଚନ୍ଦ୍ରଗ୍ରହଣ ଯୋଗୁଁ ସୂର୍ଯ୍ୟୋଦୟ ପୂର୍ବରୁ ହୋଇଛି ବୋଇତ ବନ୍ଦାଣ । ବିଳମ୍ବିତ ରାତିରୁ ଭୋର ପଯର୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।

Chandra Grahan 2022
ଏହିସବୁ ରାଶି ଉପରେ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିପାରେ...

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ଆଣିବାକୁ ଥିବାବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଚିନ୍ତା ଆଣିପାରେ। ୧୫ ଦିନ ମଧ୍ୟରେ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବା ଅଶୁଭ ସଙ୍କେତ ଦେଇଥାଏ ବୋଲି କୁହାଯାଉଛି।

Karttik Purnnima
ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ଡ଼ଙ୍ଗାଭସା, କହିଲେ ଜ୍ୟୋତିର୍ବିଦ

ପୁରୀ ମୁକ୍ତି ମଣ୍ଡପ ଅନୁମୋଦିତ ରାଧାରମଣ ପ୍ରେସ ପଂଜିକାରେ ନଭେମ୍ବର ୮ ର ଚନ୍ଦ୍ରଗ୍ରହଣ ସଂପର୍କିତ ତଥ୍ୟ ଭୁଲ ଅଛି।

Uniques Competetions Organised In Bhubaneswar On Kartik Purnima
ପକାଲୋ ଝିଅ ବହୂ ପକା ହୁଳହୁଳି...

ଝୋଟି, ଚିତାପକା, ଲକ୍ଷ୍ମୀପୁରାଣ, ହୁଳହୁଳି ପକା ଇତ୍ୟାଦି ଏକାଧିକ କାର୍ଯ୍ୟକ୍ରମ। ଭାଗ ନେଇଛନ୍ତି ଓଡ଼ିଶାର ଶତାଧିକ ମହିଳା। ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜନ କରିଥିଲେ। ଚାଲନ୍ତୁ ଦେଖିବା ଏହାର କେତୋଟି ସୁନ୍ଦର ଦୃଶ୍ୟ

Karthika Purnima
କଟକଣା ଭିତରେ କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସାଣ

କରୋନା ମହାମାରୀ ପାଇଁ ଗଲା ଦୁଇ ବର୍ଷ ଧରି ଫିକା ପଡ଼ିଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଫଳରେ କଟକ, ପାରାଦୀପ କିମ୍ବା ରାଜଧାନୀରେ ବାଲିଯାତ୍ରା ଉତ୍ସବ ଆୟୋଜନ ହୋଇପାରୁନଥିବାରୁ ନିରସ ଓ ନିରାଡ଼ମ୍ବର ହୋଇପଡ଼ିଛି ରଙ୍ଗାରଙ୍ଗ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ।

Festivities Spark
କାର୍ତ୍ତିକ ମାସର ଡଙ୍ଗାଭସାକୁ ଟିକେ ମାଡ଼ କରିଦେଲା କରୋନା।

କାର୍ତ୍ତିକ ମାସର ଡଙ୍ଗାଭସାକୁ ଟିକେ ମାଡ଼ କରିଦେଲା କରୋନା। ତଥାପି ଲୋକେ ଡଙ୍ଗା ଭସାଇଛନ୍ତି... ଦେଖନ୍ତୁ କେମିତି

Devotees In Puri Dip In Religious Fervour On Kartik Purnima
ମହୋଦଧିରେ ମନ ଖୋଲି ନାଚିଲେ ମହିଳା

ଆଜି କାର୍ତ୍ତିକ ମାସର ଶେଷ ଦିନ । ଏଥିପାଇଁ ମହୋଦଧିରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଦେଖନ୍ତୁ ଏହାର ଏକ ଚିତ୍ର।

Danga Bhasa
କଟକଣା ମାନିଲେ ନାହିଁ, ଜଳାଶୟରେ ଏକାଠି ହୋଇ ଡଙ୍ଗା ଭସାଇଲେ

କରୋନା କଟକଣାକୁ ଫୁ' କଲେ, ସାରା ରାଜ୍ୟର ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

SunaBesa
ଆଜି ଶ୍ରୀଜିଉଙ୍କ ସୁନା ବେଶ କିନ୍ତୁ ଭକ୍ତଙ୍କ ମନ୍ଦିର ପ୍ରବେଶ ନିଷେଧ

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା

Kartika Purnima Guidelines
କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଉପରେ ଲାଗିଛି କଟକଣା

ଧର୍ମମାସ କାର୍ତ୍ତିକର ଆସନ୍ତାକାଲି ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର। ସେହିପରି ଅଧିକ ଭିଡ଼ ହେବା ସମ୍ଭାବନା ଥିବା ଜଳାଶୟ ଗୁଡ଼ିକରେ ବୋଇତ ବନ୍ଦାଣ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ।

gopalpur seabeach
ଗଞ୍ଜାମରେ ଲୋକଙ୍କୁ ସମୁଦ୍ରକୂଳ ମନା

କରୋନା ପାଇଁ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ସମୁଦ୍ର ବେଳାଭୂମୀକୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।

Kartik Purnima- Thermocol Boat Makers In Cuttack Build High Hopes Of Good Business This Year
ଆସୁଛି କାର୍ତ୍ତିକ ପୂର୍ଣ୍ଣିମା, ଆଶା ଆଶଙ୍କାରେ ଡଙ୍ଗା କାରିଗର

ଏଇମାନେ ସୋଲରେ ଡଙ୍ଗା ତିଆରି କଲେ ଆମେ ତାକୁ ଭସେଇ କାର୍ତ୍ତିକ ପୂନେଇଁ ପାଳୁ। ଧର୍ମ ଅର୍ଜୁ। କିନ୍ତୁ ଆମକୁ ଧର୍ମ କରିବାକୁ ସୁଯୋଗ ଦେଉଥିବା ସୋଲ ଡଙ୍ଗା କାରିଗର ଏବେ ଆଶା ଆଶଙ୍କାରେ। ସେମାନଙ୍କ ଜୀବନ ଡଙ୍ଗା ଏବେ ଟଳମଳ।