ପୂର୍ବ ସିରିଆରେ ରହୁଥିବା ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ- IRGS ଓ ଏହାର ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଠିକଣା ଉପରେ ଆମେରିକା ଏୟାରଷ୍ଟ୍ରାଇକ୍ କରିଛି ।
ମାସକ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି ପାଇଛି । ମାସକ ପୂର୍ବରୁ ପିଆଜ କିଲୋ ପ୍ରତି ୨୫ ଟଙ୍କା ଥିବାବେଳେ ଏବେ କିଲୋ ୫୦ ଟଙ୍କା ।
ପାରା ଏସୀୟ କ୍ରୀଡାରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୮ ପାରା ଏସୀୟ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
କାତାର ନୌସେନାକୁ ପ୍ରଶିକ୍ଷଣ ଦେଉଥିବା ଏକ ଘରୋଇ କଂପାନୀ ଦାହରା ଗ୍ଲୋବାଲ୍ ଟେକ୍ନୋଲୋଜିଜ୍ ଆଣ୍ଡ୍ କନସଲ୍ଟାନ୍ସିରେ ସେମାନେ କାର୍ଯ୍ୟ କରୁଥିଲେ ।
ମୋଟ ୪୩ଟି ଇଭେଣ୍ଟରେ ଦେଶର ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସେମାନଙ୍କ ଶ୍ରେଷ୍ଠତା ପ୍ରଦର୍ଶନ କରିବେ।
୫୦୦ ବର୍ଷ ପରେ ନିଜ ମୂଳ ଆସ୍ଥାନରେ ବିରାଜିବେ ରାମଲାଲା। ସାକାର ହେବ ଶହ ଶହ ବର୍ଷର ସ୍ୱପ୍ନ, ସଂଘର୍ଷ ଓ ସଂକଳ୍ପ। ସଫଳ ହେବ ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ। ସ୍ୱରୂପ ନେବ ଭାରତବର୍ଷର କୋଟି ହିନ୍ଦୁଙ୍କ ସ୍ୱପ୍ନ- ଅଯୋଧ୍ୟା ରାମମନ୍ଦିର ।
ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଯଦି ଭାରତରେ ଏକକ ନିର୍ବାଚନ କରାଯାଏ ତେବେ ନିର୍ବାଚନ କମିଶନଙ୍କୁ ୩୦ ଲକ୍ଷ ଇଭିଏମ୍ ଆବଶ୍ୟକ ହେବ ।
AIIMS ବିଳାସପୁର ଜୁନିଅର ରେସିଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। AIIMSର ବିଜ୍ଞପ୍ତି ଅନୁସାରେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୪୧ ପୋଷ୍ଟ୍ ପୂରଣ ହେବ। ୱାକ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ ହେବ।
ପାରାଗ୍ଲାଇର୍ଡମାନେ କୌଣସି ଆସୋସିଏସନ୍ ସହିତ ପଞ୍ଜୀକୃତ ହୋଇନଥିଲେ । କାରଣ ସେମାନେ ପ୍ରି ଫ୍ଲାଇଙ୍ଗ୍ ବର୍ଗରେ ଉଡ଼ିଥିଲେ ଯେଉଁଥିରେ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ।
ଆକାଶରୁ ବିଡ଼ା ବିଡ଼ା ନୋଟର ବର୍ଷା । ନକଲି ନୁହେଁ, ପୁଣି ସବୁଗୁଡ଼ା ଅସଲି । ହେଲିକପ୍ଟରରୁ ଉଡ଼ୁଛି ଟଙ୍କା । ସେ ବି ୧୦୦ କି ୨୦୦ ନୁହେଁ, ୧୦ ଲକ୍ଷ ଡଲାର । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ଟଙ୍କା । ବିଶ୍ବାସ ନହେଲେ ବି କଥାଟି ସତ ।
କିଛି ନିର୍ଦ୍ଦିଷ୍ଟ ଫ୍ୟାନ୍ସଙ୍କୁ ନୁହେଁ ଷ୍ଟାଡିୟମରେ ଉପସ୍ଥିତ ପ୍ରତ୍ୟେକ ଦର୍ଶକଙ୍କୁ ମିଳିବ । ଏପରି ନିଷ୍ପତ୍ତି ନେଇଛି ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ । ମୁମ୍ବାଇର ଐତିହାସିକ ୱାଙ୍ଖେଡ଼େ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଏ ସୁବିଧା ଉପଲବ୍ଧ ହେବ ।
ଜିମ୍ ଯାଉଥିବା କଳାକାରଙ୍କୁ କଟାକ୍ଷ କରିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଜିମ୍ ଯାଉଥିବା ଅଭିନେତାମାନଙ୍କୁ ପ୍ରଶ୍ନ କରି କହିଛନ୍ତି, “ଭୂମିକା କିମ୍ବା ପ୍ରସ୍ତୁତିର ଆବଶ୍ୟକତା ନ ଥାଇ ବି ସେମାନେ କାହିଁକି ସର୍ବଦା ପ୍ରଥମେ ଜିମ୍ ଯାଆନ୍ତି?
ନିଜ ଅଭିନୟ ହେତୁ ମନୋଜ ବାଜପେୟୀ ବଲିଉଡରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଦେଇଛନ୍ତି ଯାହାକୁ ଦେଖି ଲୋକମାନେ ଆଜି ଅବାକ ହୋଇଯାଆନ୍ତି। ଅବଶ୍ୟ, ଖୁବ୍ କମ୍ ଲୋକ ଜାଣିଥିବେ ଯେ ବଲିଉଡରେ ପ୍ରସିଦ୍ଧ ହେବା ପୂର୍ବରୁ ମନୋଜ ତାଙ୍କ ପ୍ରାରମ୍ଭିକ କ୍ୟାରିୟରରେ ଏପରି କିଛି ଭୂମିକାରେ ଅଂଶ ଗ୍ରହଣ କରିଥିଲେ, ଯାହା ଲୋକମାନେ କରିବାକୁ ଲଜ୍ଜା କରୁଥିଲେ।
ଏସିଆନ ପାରା ଗେମ୍ସ ବ୍ୟାଡମିଣ୍ଟନରେ ଭାରତକୁ ପ୍ରଥମ ପଦକ । ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ଜିତିଲେ ପ୍ରମୋଦ ଓ ମନୀଷା ଯୋଡ଼ି । ମିକ୍ସ ଡବଲ୍ସ କ୍ବାର୍ଟର ଫାଇନାଲରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ଏବଂ ମନିଷା ରାମଦାସ ଯୋଡ଼ି ଜାପାନର ତାଇଓ ଇମାଇ ଓ ନୋରିକୋ ଇତୋଙ୍କୁ ୨୧-୧୦, ୨୨-୨୦ରେ ଜିତି ସେମିରେ ପ୍ରବେଶ କରିଥିଲେ ।
ପାଲେଷ୍ଟାଇନର ଯେକୌଣସି ପରିବାରର ଲୋକମାନେ ଯଦି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୁଅନ୍ତି ତେବେ ସେମାନଙ୍କ ମୃତଦେହ ଚିହ୍ନଟ କରିବାକୁ ବ୍ରେସଲେଟ୍ ବ୍ୟବହାର କରିବାକୁ କୁହାଯାଇଛି ।
କାହିଁକି ହାଇକୋର୍ଟ ଭିତରେ କଳି ହେଲେ ଦୁଇ ଜଜ୍ ? କ’ଣ ଥିଲା କାରଣ ?
ଲିଭରକୁ ଆମ ଶରୀରର କାରଖାନା ବୋଲି କୁହାଯାଏ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଲିଭରକୁ ଶକ୍ତିଶାଳୀ କରିବା ପାଇଁ ପ୍ରାକୃତିକ ଜିନିଷର ବ୍ୟବହାର ଅଧିକ ଲାଭଦାୟକ ହୋଇଥାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।
ଗୋଆ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ତିନି ତିନିଟି ପଦକ । ୩ଟି ପଦକ ଜିଣିଲେ ୩ ଓଡ଼ିଆ ଝିଅ । ଓଡ଼ିଶା ପାଇଁ ଗୋଲ୍ଡ ଆଣି ଚମକିଛନ୍ତି ଜିମ୍ନାଷ୍ଟ ପ୍ରଣତି ନାୟକ । ୱିମେନ୍ସ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ-ଅଲ୍ ରାଉଣ୍ଡ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ଦୁର୍ଘଟଣାର କାରଣ ସଠିକ୍ ଭାବେ ଜଣାପଡ଼ିନଥିବାବେଳେ ସକାଳ ସମୟରେ ଅଳ୍ପ କୁହୁଡ଼ି ସାଙ୍ଗକୁ ଆକାଶ ମେଘାଚ୍ଛନ ରହିଥିବା ଯୋଗୁଁ ଏହି ଦୁର୍ଘଟରା ଘଟିଥିବା ଅନୁମାନ କରାଯାଉଛି ।
ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନାରେ ଜାତିସଂଘ ମହାସଚିବ ହମାସ ସପକ୍ଷରେ ବାହାରିଥିଲେ। ଏହାର ତୀବ୍ର ବିରୋଧ କରି ଇସ୍ରାଏଲ ଜାତିସଂଘ ମହାସଚିବ ଉପରେ ବର୍ଷିଛନ୍ତି।
କିମ୍ ଜୋଙ୍ଗଙ୍କ ବିଚିତ୍ରତା ସହିତ ତାଙ୍କ ଟ୍ରେନ୍କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ତାଙ୍କର ସ୍ୱତନ୍ତ୍ର ଟ୍ରେନ୍କୁ ଏହାର କଡା ସୁରକ୍ଷା ହେତୁ ଚଳପ୍ରଚଳ ଦୁର୍ଗ ମଧ୍ୟ କୁହାଯାଏ। ଏଥିରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଏଥିରେ ନିଯୁକ୍ତି ପାଆନ୍ତି କମ ବୟସର କୁମାରୀ ଝିଅ।
ଆମେରିକାର ଲେବିଷ୍ଟନ୍ରେ ବଡ଼ଧରଣର ଗୁଳିକାଣ୍ଡ...ଅଭିଯୁକ୍ତ ଫେରାର...
ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ । ଭବ୍ୟ ରାମ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ୨୨ ଜାନୁଆରୀ ୨୦୨୪ । ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି ଏହି ତାରିଖ। ଏହି ଦିନ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ଓ ଦିବ୍ୟ ମନ୍ଦିରରେ ହେବ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ।
ପ୍ରତି ଅପହୃତଙ୍କ ପିଛା ସେମାନଙ୍କୁ ୧୦ ହଜାର ଡଲାରର ଷ୍ଟାଇପେଣ୍ଡ୍ ଓ ଗୋଟିଏ ଲେଖାଏଁ ଫ୍ଳାଟ୍ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏବେସୁଦ୍ଧା ୨ଶହରୁ ଅଧିକ ଇସ୍ରାଏଲୀଙ୍କୁ ଗାଜାରେ ପଣବନ୍ଦୀ ରଖାଯାଇଥିବା ଦାବି କରିଛି ଇସ୍ରାଏଲ୍ ।
ଉଦଘାଟନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମତି ରହିଛି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି ।