କାଲି ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ।
ଅସତ୍ୟ ଉପରେ ସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଦଶହରା। ଏହାକୁ ବିଜୟାଦଶମୀ ଭାବେ ସାରା ଭାରତରେ ଖୁବ ଧୂମଧାମ୍ରେ ପାଳନ କରାଯାଏ। ଏହିଦିନ କାହିଁକି କରାଯାଏ ଅସ୍ତ୍ରଶସ୍ତ୍ର ପୂଜା ଆସନ୍ତୁ ଜାଣିବା।
୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା । ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା ।
ଭାରତ ପଇଁ ୧୯୬୭ରୁ ୧୯୭୯ ପର୍ଯ୍ୟନ୍ତ ୬୭ଟି ଟେଷ୍ଟ ମ୍ୟାଚ ଖେଳି ସେ ୨୬୬ଟ ୱିକେଟ୍ ଅକ୍ତିଆର କରିଥିଲେ । ଏମିତିକି ତାଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟ ମ୍ୟାଚରେ ବି ବିଜୟୀ ହୋଇଥିଲା ।
ପିଶାଚ ପାଲଟିଲା ବାପା । ନିଜ ଜନ୍ମ କଲା ଝିଅକୁ କଲା ହତ୍ୟା । ବୟଫ୍ରେଣ୍ତ ସହ ନାବାଳିକା ଜଣକ ଫେରାର ହୋଇ ଯିବାରୁ ହତ୍ୟା ।
ଦୁଇବର୍ଷ ହେଲା ସେ ମଡେଲିଙ୍ଗକୁ ନିଜର କ୍ୟାରିଅର କରିଛନ୍ତି । ଏହି ପୂର୍ବରୁ ମିଷ୍ଟର କୋରାପୁଟ ଭାବେ ସେ ଆଗରୁ ଟ୍ରଫି ଜିତିଥିଲେ ।
ତାମିଲନାଡୁରେ ବିଜେପିକୁ ବଡ଼ ଝଟ୍କା। ଅଭିନେତ୍ରୀ ତଥା ବିଜେପି ନେତା ଗୌତମୀ ତାଡିମଲା ବିଜେପିରୁ ଇସ୍ତଫା ଦେଇଛନ୍ତି। ଗୌତମୀ ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ବାଇକରେ ୨ ଯୁବକ ସବ୍ -ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ । ସେଠାରେ ଜଣେ ବାଇକ୍ ବୁଲାଇ ଛିଡା ହୋଇଥିବା ବେଳେ ଅନ୍ୟଜଣେ ପାର୍କିଂ ହୋଇଥିବା BMW କାରର କାଚ ଭାଙ୍ଗି ଦିନ ଦ୍ୱିପ୍ରହରରେ ଲୋକଙ୍କ ସମ୍ମୁଖରୁ ୧୩.୭୫ ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲେ ।
ପୂର୍ବତନ କ୍ରିକେଟ ଅଧିନାୟକ ତଥା କିମ୍ବଦନ୍ତୀ ବାମହାତୀ ସ୍ପିନର ବିଶନ ସିଂ ବେଦିଙ୍କ ପରଲୋକ । ୭୭ ବର୍ଷରେ ପରଲୋକ ଗମନ କରିଛନ୍ତି ବିଶନ ।
ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।
ଅମୀର ଖାନ ଖୁବ୍ ଶୀଘ୍ର ଏକ ଫିଲ୍ମରେ କାମ କରିପାରନ୍ତି ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କୁ ଫାତିମା ସନା ଶେଖଙ୍କ ସହ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଅମୀର ଖାନ ଏବଂ ଫାତିମା ସନା ଶେଖଙ୍କ ସମ୍ପର୍କର ଖବର ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ପରିସର ପାଲଟିଛି।
ଲଦାଖ ନିକଟ ସିଆଚେନରେ ଡ୍ୟୁଟି କରୁଥିବା ବେଳେ ଦେହାନ୍ତ ହୋଇଥିବା ସୂଚନା । ସେନାର ଲେହର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ପକ୍ଷରୁ ସୂଚନା ଜାରି କରାଯାଇଛି ।
YRF ଗତ ସପ୍ତାହରୁ ‘ଟାଇଗର ୩’ ର ପ୍ରଥମ ଟ୍ରାକ୍କୁ ଅପେକ୍ଷା କରାଯାଇଥିଲା ଏବଂ ଆଜି ଏହି ପାର୍ଟି ଟ୍ରାକ୍ ‘ଲେକେ ପ୍ରଭୁ କା ନାମ୍’ ସାମ୍ନାକୁ ଆସିଛି। ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଥରେ ଏକାଠି 'ଲେକେ ପ୍ରଭୁ କା ନାମ୍'ରେ ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ଲଗାତାର ଭାବେ ବିଶ୍ବକପରେ ଖରାପ ପ୍ରଦର୍ଶନ, ପାକିସ୍ତାନକୁ କର ଅବା ମର ସ୍ଥିତିରେ ଆଣି ଛିଡ଼ା କରିଛି । ଆଜିର ମ୍ୟାଚରେ ପାକିସ୍ତାନ ପାଇଁ ଅଫଗାନିସ୍ତାନର ସ୍ପିନ ବୋଲିଂ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।
ଶାନ୍ତି ପାଇଁ ହେକଲା ଟାୱାର ଚଢ଼ିଲେ ସ୍ପାଇଡର ମ୍ୟାନ । ଗତକାଲି ଫ୍ରାନ୍ସ ପର୍ବତାରୋହୀ ପ୍ୟାରିସରେ ଥିବା ହେକଲା ଟାୱାରକୁ ଚଢ଼ିଛନ୍ତି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଶାନ୍ତିର ବାର୍ତ୍ତା ଦେବା ପାଇଁ ସେ ଟାୱାର ଚଢ଼ିଥିବା ଜଣା ପଡ଼ିଛି ।
ମା’ ଆଦିଶକ୍ତିଙ୍କ ଉପାସନାର ପବିତ୍ର ଶାରଦୀୟ ନବରାତ୍ରୀର ଆଜି ହେଉଛି ମହାନବମୀ। ଏହି ଦିନ ମାତା ସିଦ୍ଧିଦାତ୍ରୀଙ୍କୁ ପବିତ୍ର ମନରେ ପୂଜା କରାଯାଏ। ଯଦିଓ ନବରାତ୍ରୀର ପୂରା ନଅ ଦିନକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ, କିନ୍ତୁ ଅଷ୍ଟମୀ ଏବଂ ନବମୀ ତିଥିର ବିଶେଷ ମହତ୍ତ୍ୱ ରହିଛି।
ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି। ଏହି ଦିନ ଯେଉଁ ଭକ୍ତ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ପୂରା ଭକ୍ତିର ସହିତ ମାତାଙ୍କୁ ସାଧନା କରନ୍ତି, ସେ ସମସ୍ତ ସଫଳତା ହାସଲ କରନ୍ତି।
ଏହି ବିଜୟ ସହ ଶେଷ ହେଲା ୨୦ ବର୍ଷର ଅପେକ୍ଷା। ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ। ଏହି ବିଜୟ ସହ ବିଶ୍ୱକପ୍ ପଏଣ୍ଟ ଟେବୁଲେର ପ୍ରଥମ ସ୍ଥାନରେ ମଧ୍ୟ ପହଞ୍ଚିଛି ଟିମ୍ ଇଣ୍ଡିଆ।
ପରଦାର ଫିଲ୍ମ ପେଣ୍ଡାଲରେ... ପାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା କୋଲକାତାରେ । ପୂରା କପି ପେଷ୍ଟ...ଏକଦମ୍ ଜୀବନ୍ତ...। ମା’ ଦୁର୍ଗାଙ୍କଠୁ ନେଇ ମହିଷାସୁର, ପାର୍ଶ୍ୱ ଦେବାଦେବୀ... ସବୁଥିରେ କାନ୍ତାରା... ମେକଅପ୍, କଷ୍ଟ୍ୟୁମ୍, ଡିଜାଇନ୍...ଆମ୍ବିଆନ୍ସ ସବୁ କାନ୍ତାରା ।
ଭାରତ ପକ୍ଷରୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍ କରିଥିଲେ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ରାସ୍ତାକଡ଼ର ଦୋକାନରେ ଓମଲେଟ୍ ତିଆରି ଚାଲିଛି । ତିଆରି କରୁଥିବା ଦୋକାନୀ ପୂର୍ବରୁ ଏକ ପାତ୍ରରେ କିଛି ଅଣ୍ଡା ଭାଙ୍ଗି ରଖିଛନ୍ତି ।
ଗୃହ ମନ୍ତ୍ରଣାଳୟ ଅଧିନରେ ଥିବା ସଶସ୍ତ୍ର ସୀମା ବଳ(SSB) ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲୁଥିବା ବେଳେ ବିଜ୍ଞପ୍ତି ପ୍ରକାଶର ୩୦ ଦିନ ମଧ୍ୟରେ ପ୍ରାର୍ଥୀ ଆବେଦନ କରି ପାରିବେ।
‘ଟାଇଗର ୩’ର ଟ୍ରେଲର ସମସ୍ତଙ୍କ ଉତ୍ସାହକୁ ବଢେଇ ଦେଇଛି ଏବଂ ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ‘ଲେକେ ପ୍ରଭୁ କା ନାମ୍’ ଆସନ୍ତାକାଲି ସକାଳ ୧୧ ଟାରେ ରିଲିଜ୍ ହେବାକୁ ଯାଉଛି ଏବଂ ଇଣ୍ଟରନେଟ୍ରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଥରେ ଦେଖିବାକୁ ଲୋକଙ୍କ ଉତ୍ସାହ ବଢିଯାଇଛି।
ଅକ୍ଟୋବର ୧୯ରେ ପ୍ରେକ୍ଷାଳୟରେ ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ‘ଲିଓ’ ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ଠାରୁ ଖୁବ ଭଲ ପାଇବା ପାଉଛି। ସେଥିପାଇଁ ସାଉଥ୍ରେ ସବୁଠୁ ଜବରଦସ୍ତ ଓପେନିଂ କରି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି। ଶାହରୁଖଙ୍କ ଫିଲ୍ମ ‘ଜବାନ’ ପରି ଗତ ତିନି ଦିନ ମଧ୍ୟରେ ଫିଲ୍ମର ଆୟ ମଧ୍ୟ ଜବରଦସ୍ତ ହୋଇଛି।
ଆଜିକାଲି କେବଳ ବୟସ୍କଲୋକମାନେ ନୁହେଁ ଛୋଟ ପିଲାମାନଙ୍କର ମଧ୍ୟ ଆଖି ଦୁର୍ବଳ ହେବାରେ ଲାଗିଛି। ତେବେ ଚିକିତ୍ସାର ପ୍ରାଚୀନ ପଦ୍ଧତୀ ମଧ୍ୟରେ ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସାରେ ଆଖିକୁ ଶକ୍ତିଶାଳୀ କରିବା ନେଇ ରହିଛି ଅନେକ ପ୍ରତିକାର। ଆସନ୍ତୁ ଜାଣିବା।