• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rescued

Who is behind this heinous act of throwing infant into borewell
ଜୀବନ କ’ଣ ଜାଣିବା ଆଗରୁ ଏତେ ଯେ ଯନ୍ତ୍ରଣା

କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ ? ଆଜି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ ।

Aamir Khan Rescued
ଉବୁଟୁବୁ ଚେନ୍ନାଇରେ ଫସିଲେ ଆମୀର୍‌; ଫଟୋ ଭାଇରାଲ୍‌..

ବାତ୍ୟା ଭିତରେ ଫସିଲେ ବଲିଉଡର ମିଷ୍ଟର ପରଫେକ୍‌ନିଷ୍ଟ ଆମୀର ଖାନ୍‌ ।

Bovines stuck on island in Mahanadi river, rescued
ମହାନଦୀରେ ଫସିଥିବା ଗୋରୁପଲଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ହରଭଙ୍ଗା ନିକଟରେ ମହନଦୀରେ ଫସିଗଲେ ଗାଈଗୋରୁ । ହୀରାକୁଦ ପାଣି ଛାଡିବା ପରେ ନଈ ମଝିରେ ରହି ଯାଇଥିଲେ । ଗାଈଗୋରୁଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

Missing matric examinee rescued
ଉଦ୍ଧାର ହେଲେ ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ

ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

One-Year-Old Girl Fell Into Borewell In Madhya Pradesh, Rescued
ବର୍ଷକର ଶିଶୁ କନ୍ୟାକୁ ରକ୍ଷା କଲେ ଅନନ୍ତ

'ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ' । ୧୫ ଫୁଟ୍ ବୋରେୱାଲ୍ ଗାତରେ ପଡିଯାଇଥିବା ବର୍ଷକର ଶିଶୁ କନ୍ୟାକୁ ଉଦ୍ଧାର । ୬ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲା ଶିଶୁକନ୍ୟା । ଏବେ କିପରି ଅଛି ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଜାଣନ୍ତୁ ଏ ଭିଡିଓରୁ ..

ମୁମ୍ୱାଇରୁ ୧୭ ଜଣ ବାର୍‌ ଡ୍ୟାନସର ଉଦ୍ଧାର

ମୁମ୍ୱାଇରୁ ୧୭ ଜଣ ବାର୍‌ ଡ୍ୟାନସର ଉଦ୍ଧାର

Venomous Snake Rescued In Odisha’s Jajpur
କାର୍ ଭିତରୁ ଶୁଭିଲା ଗର୍ଜନ.. ଦେଖିଲା ବେଳକୁ ବିରାଟ ନାଗ

ଯାଜପୁର ଜିଲ୍ଲାର ବରୁହା ରକେଇ ବଜ଼ାର ପୃଷ୍ଟୀସାହିର ଦିଲ୍ଲୀପ ପୃଷ୍ଟି ଗାଡ଼ି ନେଇ କାମରେ ବାହାରୁଥିବା ବେଳେ ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣି ଚମକି ପଡ଼ିଲେ.. ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନାଗ ସାପ ଇଂଜିନ ଭିତରେ ଶୋଇ ରହିଛି..

Wild Boar Stuck In Septic Tank Rescued In Puri\'s Satapada
ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ବାରହା

ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ବାରହା ା ପୁରୀ ସାତପଡ଼ା ଆଳୁପାଟଣା ଗାଁର ଜଣେ ବ୍ୟକ୍ତିଙ୍କ ନିର୍ମାଣଧୀନ ପାଇଖାନା ଟାଙ୍କିରୁ ବାହାରିଛି ବାରହା । ଗତକାଲି ରାତିରେ ବାରହାଟି ଦୁର୍ଘଟଣାବସତଃ ଏହି ଟାଙ୍କି ଭିତରେ ପଶି ଯାଇଥିଲା ।

Biden Says US On Pace To Pull Out Army From Afghanistan
ଅଗଷ୍ଟ ୩୧ ସୁଦ୍ଧା ସରିବ ସୈନ୍ୟ ପ୍ରତ୍ୟାହାର

ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ଆମେରିକା ସରକାର । ଖୁବ ଶୀଘ୍ର ସମାପ୍ତ ହେବ ପ୍ରତ୍ୟାହାର ପ୍ରକ୍ରିୟା ସୂଚନା ଦେଲେ ବାଇଡେନ୍ ।