ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଛି । ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ମାନସିକ ସନ୍ତୁଳନ ହରାଇଥିବା ଜଣାପଡିଛି ।
ମୁମ୍ୱାଇ ବୋଟ୍ ଟ୍ରାଜେଡିର ଉଦ୍ଧାରକାରୀ ଟିମର ହିରୋ ସିଆଇଏସଏଫ୍ ଯବାନ ଅମୋଲ୍ ସାୱନ୍ତଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସେ ଚିଲିକା ହ୍ରଦରେ ନେଇଥିଲେ ସ୍ୱତନ୍ତ୍ର ମେରାଇନ୍ ଟ୍ରେନିଂ । ସମୁଦ୍ର ପାଣିରୁ ଛାଣି ଆଣିଲେ ଜୀବନ ।
ଗତକାଲି ରାତି ପ୍ରାୟ ୮ଟାରୁ ୯ଟା ଭିତରେ ତ୍ରିଚି ରୋଡରେ ଥିବା ସିଟି ହସ୍ପିଟାଲରେ ହଠାତ୍ ନିଆଁ ଲାଗିଥିଲା । ତଳ ମହଲା ରିସେପ୍ସନ ଏରିଆରେ ସର୍ଟ ସର୍କିଟରୁ ନିଆଁ ଉପର ମହଲାକୁ ବ୍ୟାପିଥିଲା ।
ଶାସନ ଅଛି କିନ୍ତୁ ପ୍ରଶାସନ ଢିଲା । ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ଖରାପ । ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ୱେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ ।
ପାଇପ୍ ଭିତରେ ୬୦ ରାତି । ଉପରେ କଲଭର୍ଟ ଭିତରେ ପାଇପ୍ ଆଉ ଏହାରି ଭିତରେ ଏମିତି ୬୦ ରାତି କାଟିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ ।
ଧାମରା ବନ୍ଦର ଧାମରାଇ ମନ୍ଦିର ନିକଟରେ ବୁଡ଼ିଲା ଡଙ୍ଗା । ଡଙ୍ଗାରେ ଥିଲେ ୧୦ରୁ ଅଧିକ ମତ୍ସ୍ୟଜୀବୀ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନା ।
ଗତକାଲି ସନ୍ଧ୍ୟାରେ ଏକ ବୋଟର ଇଞ୍ଜିନ ଅଚଳ ହୋଇଯିବାରୁ ଅନ୍ୟ ଏକ ବୋଟ ତାକୁ ଟାଣି ଟାଣି ଆଣିଥିଲା । ତେବେ ଅଶାନ୍ତ ମୁହାଣରେ ବୋଟ୍ ଦଉଡି ଛିଡ଼ି ଯିବାରୁ ଦୂରକୁ ଭାସିଯାଇଥିଲା ।
କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହି ଉକ୍ତିଟି ବାସ୍ତବରେ ପରିଣତ ହୋଇଛି, ଛତିଶଗଡ଼ର ଜଣେ ମାନସିକ ଅନଗ୍ରସର ମହିଳାଙ୍କ କ୍ଷେତ୍ରରେ ।
ଟ୍ରଲର ଲେଉଟିବାର ୫ ଦିନ ପରେ ମତ୍ସ୍ୟଜୀବୀ ଉଦ୍ଧାର । ପଶ୍ଚିମବଙ୍ଗ ହଳଦିଆ ଅଞ୍ଚଳର ଘଟଣା...
ବାଟ ନପାଇଲେ ଏବେ ଆମେ ଗୁଗଲ ମ୍ୟାପ୍ ସାହାଯ୍ୟ ନେଉଛେ, ହେଲେ ସେଇ ଗୁଗୁଲ୍ ମ୍ୟାପ୍ କେମିତି ସପ୍ତଶଯ୍ୟା ଘଞ୍ଚ ଜଙ୍ଗଲ ଭିତରେ ୫ ସାଙ୍ଗଙ୍କୁ ବାଟବଣା କରିଦେଲା ଓ ୧୧ ଘଣ୍ଟା କାଳ ଫସି ରହିବା ପରେ ରାତି ଅଧରେ ଉଦ୍ଧାର ପାଇଲେ, ସେ ଘଟଣା ହୋଇଛି ବେଶ୍ ଲୋମଟାଙ୍କୁରା ।
କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ ? ଆଜି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ ।
ବାତ୍ୟା ଭିତରେ ଫସିଲେ ବଲିଉଡର ମିଷ୍ଟର ପରଫେକ୍ନିଷ୍ଟ ଆମୀର ଖାନ୍ ।
ହରଭଙ୍ଗା ନିକଟରେ ମହନଦୀରେ ଫସିଗଲେ ଗାଈଗୋରୁ । ହୀରାକୁଦ ପାଣି ଛାଡିବା ପରେ ନଈ ମଝିରେ ରହି ଯାଇଥିଲେ । ଗାଈଗୋରୁଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ
ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
'ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ' । ୧୫ ଫୁଟ୍ ବୋରେୱାଲ୍ ଗାତରେ ପଡିଯାଇଥିବା ବର୍ଷକର ଶିଶୁ କନ୍ୟାକୁ ଉଦ୍ଧାର । ୬ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲା ଶିଶୁକନ୍ୟା । ଏବେ କିପରି ଅଛି ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଜାଣନ୍ତୁ ଏ ଭିଡିଓରୁ ..
ଯାଜପୁର ଜିଲ୍ଲାର ବରୁହା ରକେଇ ବଜ଼ାର ପୃଷ୍ଟୀସାହିର ଦିଲ୍ଲୀପ ପୃଷ୍ଟି ଗାଡ଼ି ନେଇ କାମରେ ବାହାରୁଥିବା ବେଳେ ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣି ଚମକି ପଡ଼ିଲେ.. ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ନାଗ ସାପ ଇଂଜିନ ଭିତରେ ଶୋଇ ରହିଛି..
ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ବାରହା ା ପୁରୀ ସାତପଡ଼ା ଆଳୁପାଟଣା ଗାଁର ଜଣେ ବ୍ୟକ୍ତିଙ୍କ ନିର୍ମାଣଧୀନ ପାଇଖାନା ଟାଙ୍କିରୁ ବାହାରିଛି ବାରହା । ଗତକାଲି ରାତିରେ ବାରହାଟି ଦୁର୍ଘଟଣାବସତଃ ଏହି ଟାଙ୍କି ଭିତରେ ପଶି ଯାଇଥିଲା ।
ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ଆମେରିକା ସରକାର । ଖୁବ ଶୀଘ୍ର ସମାପ୍ତ ହେବ ପ୍ରତ୍ୟାହାର ପ୍ରକ୍ରିୟା ସୂଚନା ଦେଲେ ବାଇଡେନ୍ ।