ଯଦି ଆପଣ କୌଣିସି ଚାଇନିଜ୍ ଆପ୍ରେ ପୁଞ୍ଜିନିବେଶ କରୁଛନ୍ତି, ତେବେ ସାବଧାନ ଆପଣ ଠକେଇର ଶିକାର ହୋଇପାରନ୍ତି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ୫୪ଟି ଚାଇନିଜ ଆପ୍ ବ୍ୟାନ୍ କରିଛନ୍ତି ।