ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ମୋଦିଙ୍କ ସହ ବିଶ୍ୱ ନେତାମାନେ ଏକାଠି ଫଟୋ ଉଠାଇଲେ । ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନ ଏବଂ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏଥିରେ ସାମିଲ ହୋଇଛି ।
ଏହି ଭିଡିଓ ଇଣ୍ଟରନେଟ୍ରେ ଏବେ ଆଲୋଡନ ସୃଷ୍ଟି କରିଛି। କାରଣ ଟ୍ରେନରେ ବିବାହକୁ କେହି ଦେଖି ନଥିବେ। ଭାଇରାଲ ହେଉଥିବା ଏହି କ୍ଲିପ୍ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ଟ୍ରେନ୍ରେ ଯୁବକ ପ୍ରଥମେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଉଛନ୍ତି।
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କ ହୃଦୟ ଜୁତୁଛି। ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଜଣେ ଜେଜେମା’ଙ୍କ ଷ୍ଟାଇଲ୍ ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରଶଂସକ ପାଲଟିଯାଇଛନ୍ତି। ଏହି ଜେଜେମା’ ଏବେ ‘ରୋଷେୟା ଦାଦି’ ନାମରେ ବେଶ ପରିଚିତ।
ଏଥର ସନ୍ଦୀପ ତାଙ୍କ ଫିଲ୍ମ ‘ଆନିମଲ୍’ରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍’ରେ ସବୁକିଛି ଏଖି ଫିଲ୍ମକୁ ଏକ ଚରମ ସ୍ତରକୁ ନେଇଯାଇଛନ୍ତି।
ନୂଆ ନିୟମ ଅନୁଯାୟୀ ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ ୯ଟି ସିମ କାର୍ଡ କିଣିପାରିବେ । ସିମ କିଣିବା ପାଇଁ କ୍ୟୁଆର କୋର୍ଡ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ ।
ନୂଆବର୍ଷକୁ ନେଇ ଅନେକ ଆଶାବାଦୀ ଥିବା ବେଳେ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ସମସ୍ତଙ୍କୁ ନିରାଶା କରୁଛି। ୨୦୨୪ ପାଇଁ ସେ ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଯାହା ଖୁବ ଭୟଙ୍କର। ଏହାରି ଭିତରେ କିନ୍ତୁ ସେ ଏମିତି ଏକ କଥା କହିଛନ୍ତି ଯାହା ସମସ୍ତଙ୍କୁ ଖୁସି କରିଦେବ।
କାକିନାଡ଼ା ବନ୍ଦରରୁ ମାଛ ଧରିବା ପାଇଁ ଏହି ଡଙ୍ଗାଟି ଯାଇଥିଲା। ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ନିକଟରେ ଅନ୍ୟ ଏକ ଡ଼ଙ୍ଗାରେ ଯାଉଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ରକ୍ଷା କରିଥିଲେ।
ନିକଟରେ BPSC ବିହାରରେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲା। ଏଥିରେ ଗୌତମ ମଧ୍ୟ ନୂଆ କରି ଶିକ୍ଷକ ଚାକିରି ପାଇଥିଲେ। ଘଟଣା ଦିନ ଗୌତମ ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଅପହରଣ କରଯାଇଥିଲା।
ନିଜ ହାତରେ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ସ୍ୱାମୀକୁ ପ୍ରତିଦିନ ରେଷ୍ଟୁରାଣ୍ଟରୁ ଖାଇବା ଆଣିବାକୁ ବାଧ୍ୟ କଲା ସ୍ତ୍ରୀ । ସ୍ୱାମୀ ମନା କରିବାରୁ ଜୀବନରୁ ମାରିଦେଲା ସ୍ତ୍ରୀ ।
କିଛି ଘଣ୍ଟା ପରେ ମ୍ୟାଚ୍ ହେବାକୁ ଥିବାବେଳେ ଷ୍ଟାଡିୟମରେ ବିଦ୍ୟୁତ୍ ସଂଯୋଗ ନାହିଁ । ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ମ୍ୟାଚ୍ ପୂର୍ବରୁ ଏଭଳି ଅଭାବନୀୟ ସ୍ଥିତି ଦେଖା ଦେଇଛି ।
ଟ୍ରେନ୍ କର୍ମଚାରୀଙ୍କ ଜିଦ୍ରୁ ହଇରାଣ ହେଲେ ଯାତ୍ରୀ । ୟୁପିର ବାରବାଙ୍କୀ ଜିଲ୍ଲା ବୁରୱାଲ ଜଙ୍କସନରେ ୨ଟି ଏକ୍ସପ୍ରେସ ଟ୍ରେନ ଅଟକିଯିବାରୁ ୨୫୦୦ ରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।
ତୁରନ୍ତ ସ୍କୁଲ୍କୁ ଖାଲି କରାଯାଇ ଛାତ୍ରଛାତ୍ରୀ ଓ ଷ୍ଟାଫ୍ଙ୍କୁ ବାହାରକୁ ଅଣାଯାଇ ଛାନ୍ଭିନ୍ କରାଯାଇଥିଲା । ହେଲେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।
ବାତ୍ୟାରେ ପରିଣତ ହେବା ପରେ ୪ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଚେନ୍ନାଇ ଓ ମଚ୍ଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।
ଏଡ୍ସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ଏହି ରୋଗ ପ୍ରତିରୋଧ ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଡିସେମ୍ବର ୦୧ ରେ ‘ବିଶ୍ୱ ଏଡ୍ସ୍ ଦିବସ’ ପାଳନ କରାଯାଏ। ଏଡ୍ସ୍ ମୁଖ୍ୟତଃ ଏକ ଯୌନ ସଂକ୍ରମଣ ରୋଗ ହୋଇଥିଲେ ବି ଅନ୍ୟ କେତେକ କାରଣ ମଧ୍ୟ ଏଥିପାଇଁ ବିପଦ ହୋଇପାରେ।
ଦକ୍ଷିଣଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ସେଠାରେ ଭାରତ ୩ଟି ଲେଖାଏଁ ଦିନିକିଆ ଓ T-20 ଖେଳିବ। ଦିନିକିଆରେ କେ.ଏଲ୍ ରାହୁଲ୍ ଅଧିନାୟକ ହୋଇଥିବା ବେଳେ T-20ରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଛନ୍ତି।
ଝିଅର ନୂଆ ଦାୟିତ୍ୱକୁ ନେଇ ଖୁସି ବାପା ମା’ । ଦେଶର ପ୍ରଥମ ମହିଳା ଭାବେ ବନିଲେ ଏଡ୍ ଡି’ କ୍ୟାମ୍ପ ।
ଆପଣ ପୂର୍ବରୂ ମଧ୍ୟ ଏଭଳି କାହାଣୀ ଶୁଣିଥିବେ । ଏଥିରେ ଆପଣଙ୍କୁ କିଛି ନୂଆ ଲାଗୁନଥିବ । କିନ୍ତୁ ଏହି କାହାଣୀରେ ରହିଛି ଏକ ବଡ଼ ଟ୍ୱିଷ୍ଟ । ଆଉ ତାହା ହେଲା ବ୍ଲାକ୍ମେଲ୍ କରିଥିବା ବ୍ୟକ୍ତି ଜଣକ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ !
ହୃଦଘାତ ଯୋଡ଼ିଲା ହୃଦୟ, ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ସ୍ୱାମୀ ସ୍ତ୍ରୀ । ବାହାଘରକୁ ବର୍ଷେ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖା ଦେଲା ।
ଇଣ୍ତିଗୋ ବିମାନ କମ୍ପାନୀକୁ କପିଲ ଶର୍ମାଙ୍କ ସମାଲୋଚନା । ବିମାନ ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବକୁ ନେଇ ସମାଲୋଚନା କଲେ କପିଲ ।
କୌନ ବନେଗା କରୋଡପତିରେ ଇତିହାସ । ଗୋଟେ କୋଟି ଟଙ୍କା ଜିତିଛନ୍ତି ସର୍ବକନିଷ୍ଠ ପ୍ରତିଯୋଗୀ ।
ଟାଟା ଟେକ୍ ସହ ଇନଭେଷ୍ଟମେଣ୍ଟ କରିଥିବା ନିବେଶକଙ୍କ ଖୋଲି ଯାଇଛି ଭାଗ୍ୟ । ଗତକାଲି ଅର୍ଥାତ ନଭେମ୍ବର ୩୦ ରେ ଟାଟା ଟେକ୍ନୋଲୋଜି ଷ୍ଟକରେ ସେୟାର ଇନଭେଷ୍ଟ କରିଥିଲା ।
ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଅପରେସନକୁ ନେଇ ଆଶ୍ବସ୍ତ ଦେଶ । ଦୀର୍ଘ ୧୭ ଦିନ ପରେ ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି ।
ମିଜୋରାମ ରାଜ୍ୟପାଳ ତାଙ୍କୁ ADC ଭାବେ ଦେଲେ ନିଯୁକ୍ତି... ସ୍କ୍ୱାର୍ଡନ ଲିଡର ମନୀଷା ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ ....ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି...
ଲମ୍ବା କେଶ ରଖିବା ନିଶାରେ ୧୪ ବର୍ଷ ବୟସରୁ କାଟି ନାହାନ୍ତି ଚୁଟି ... ବିନ୍ୟାସ ପାଇଁ ସପ୍ତାହକୁ ଦୁଇ ଥରରେ ଦିଅନ୍ତି ୬ ଘଣ୍ଟାରୁ ଅଧିକ ସମୟ ...
ଟନେଲ୍ ରେସ୍କ୍ୟୁକୁ ନେଇ ନିର୍ମାଣ ହୋଇପାରେ ଫିଲ୍ମ....ନାଁ ପଞ୍ଜୀକରଣ ଲାଗି ଭିଡ଼ ଲଗାଇଲେ ବହୁ ନିର୍ମାତା....ହିରୋ ଭାବେ ଚର୍ଚ୍ଚାରେ ଅକ୍ଷୟ, ଅଜୟ ଓ ଭିକିଙ୍କ ନାଁ...