ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଟଳିଲା ହମାସ ଟପ୍ ଲିଡର । ହମାସ ଚିଫ୍ ଇସମାଇଲ୍ ହାନିୟେ ପରେ ରାବି ମୁସ୍ତାହା ନିପାତ ।
ଭାରତୀୟ ସେୟାର ବଜାରରେ ନିବେଶକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ଉଭୟ ସେନସେକ୍ସ ଓ ନିଫ୍ଟିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି।
ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୭ ହଜାର ମାର୍କ ଅତିକ୍ରମ କରିଥିଲା ।
ରେକର୍ଡ଼ ସୃଷ୍ଟି କଲା ଷ୍ଟକ ବଜାର । ସକାଳ ପ୍ରାୟ ୯.୪୭ରେ, ବିଏସ୍ଇ ସେନ୍ସେକ୍ସ ୨୫୯.୨୭ ପଏଣ୍ଟ ବୃଦ୍ଧି ପାଇ ୭୫,୧୨୪.୨୮ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩.୨୫ ପଏଣ୍ଟ ବୃଦ୍ଧି ପାଇ ୨୨,୭୩୯.୫୫ ପଏଣ୍ଟରେ ପହଞ୍ଚିଛି ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍କୁ ନେଇ ଏବେ ଚିନ୍ତା ବଢ଼ିଛି। ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଦେଖିବାକୁ ମିଳିଛି।