ହଳଦୀରେ ଔଷଧୀୟ ଗୁଣ ମିଳିଥାଏ ଏଥିରେ କ୍ୟାଲସିୟମ, ଆଇରନ ସହ ଅନେକ ଭିଟାମିନ ଥାଏ, ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଳଦୀରେ ପ୍ରସ୍ତୁତ କେଉଁ ଖାଦ୍ୟ ଖାଇ ହେବ ?
ଆପଣଙ୍କ ବାଡ଼ିରେ ଥିବା ଏହି ଗଛର ପତ୍ରଠାରୁ ଫଳ ଯାଏ ସବୁକିଛି ଔଷଧ। କେଶ ସମସ୍ୟା ରହିବନି, ହୃଦରୋଗ ଆସିବନି, ନପୁଂସକତା ଦୂରହେବ, ଆଜମା ଓ ଶ୍ୱାସରୋଗ ଉଡ଼ିଯିବ। କିନ୍ତୁ କିଛି ପଇସା ଖର୍ଚ୍ଚ ହେବନି। ପଢ଼ନ୍ତୁ ୧୫ଟି ରୋଗର ସହଜ ଆୟୁର୍ବେଦିକ ଔଷଧ ତିଆରିର ଉପାୟ।
ବେଶ୍ ପ୍ରଭାବଶାଳୀ ଛେଳି। ପ୍ରୋଟିନ୍ରେ ଭରପୁର ହାଲୁକା ଧୂସର ଓ କଳା-ଧଳା ରଙ୍ଗର ଛେଳିର ରହିଛି ଏକାଧିକ ଫାଇଦା।
ବେଶ୍ ପ୍ରଭାବଶାଳୀ ଛେଳି। ପ୍ରୋଟିନ୍ରେ ଭରପୁର ହାଲୁକା ଧୂସର ଓ କଳା-ଧଳା ରଙ୍ଗର ଛେଳିର ରହିଛି ଏକାଧିକ ଫାଇଦା।
କେଶ ସମସ୍ୟା ଅନେକଙ୍କଠାରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହାକୁ ଅତି ସହଜ ଉପାୟରେ ଆପଣମାନେ ବ୍ୟବହାର କରି ଆପଣଙ୍କ କେଶର ସମସ୍ୟାକୁ ଦୁର କରିପାରିବେ। । ଏହା ମୁଖ୍ୟ ଉପାଦାନଟି ହେଉଛି 'ଗ୍ରୀନ୍ ଟି' ।
କଳା ଗୁଡ଼ ପାଟିକୁ ଯେତେ ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ରାମବାଣ ସଦୃଶ । କଳା ଗୁଡ଼କୁ ନିୟମିତ ସେବନ କଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଲାଭଦାୟକ...
ଗାଁ ଗହଳିରେ ଭେଡା-ବାଡି ହେଉଛି କି ବଣ-ଜଙ୍ଗଲରେ ବିଧାରା ଗଛକୁ ପ୍ରାୟ ସମସ୍ତେ ଦେଖିଛନ୍ତି। ଏହାକୁ ସମସ୍ତେ ଅଣଦେଖା କରନ୍ତୁ। ଏହାର ଗୁଣ ଏତେ ଅଧିକ ଯେ ଯିଏ ଜାଣିବ ସିଏ ଆଶ୍ଚର୍ଯ୍ୟ ହେବ। ଏହା ମଣିଷ ପାଇଁ ଏକ ଶକ୍ତିଶାଳୀ ଟନିକ୍ ଭାବରେ କାମ କରେ।
ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଖାଦ୍ୟରେ ଦହି ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ପ୍ରତିଦିନ ଦହି ଖାଇଲେ ଏହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।
ଆଜିକାଲି ଅଧିକାଂଶ ଲୋକ କାଜୁ ଖାଉଛନ୍ତୁ ସତ, କିନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ ଜାଣି ନ ଥିବାରୁ ସେମାନେ ଏହାର ଠିକ ଲାଭ ପାଇପାରୁ ନାହାନ୍ତି। କାଜୁ ଖାଇବାର ୪ଟି ଉପାୟ ଅଛି, ଯାହା ଦ୍ୱାରା ହାଡ ହୋଇଯିବ ପୂରା ମୁଜଭୁତ। ଆସନ୍ତୁ ସେ ବିଷୟରେ ଜାଣିବା।
ଆପଣ ଗୋଟିଏ ଦିନରେ ୩ କପରୁ ଅଧିକ ଗ୍ରୀନ୍ ଟି ପିଉଛନ୍ତି କି ? ତାହେଲେ ଆପଣଙ୍କ ଶରୀରର ପାଇଁ ଅନେକ କ୍ଷତି ହୋଇଥାଏ । ତେବେ ଚାଲନ୍ତୁ ଜାଣନ୍ତୁ ଅଧିକ ଗ୍ରୀନ ଟି ପିଇବା ଦ୍ୱାରା ଆମ ଶରୀର ପାଇଁ କ’ଣ କ୍ଷତି ହୋଇଥାଏ ।
ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ନଡ଼ିଆ ତେଲ ଚୁଟି ପାଇଁ ବହୁତ ଲାଭ ଦାୟକ ।