• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Health Benefits

elephant creeper tonic for the nerves and brain and boost men stamina
Health Benefits: ଭାରି ଉପକାରୀ ଏହି ଗଛ; ପୁରୁଷର ସ୍ପର୍ମ କାଉଣ୍ଟକୁ ବଢାଏ, ନାରୀକୁ ସୌନ୍ଦର୍ଯ୍ୟ ଦିଏ

ଗାଁ ଗହଳିରେ ଭେଡା-ବାଡି ହେଉଛି କି ବଣ-ଜଙ୍ଗଲରେ ବିଧାରା ଗଛକୁ ପ୍ରାୟ ସମସ୍ତେ ଦେଖିଛନ୍ତି। ଏହାକୁ ସମସ୍ତେ ଅଣଦେଖା କରନ୍ତୁ। ଏହାର ଗୁଣ ଏତେ ଅଧିକ ଯେ ଯିଏ ଜାଣିବ ସିଏ ଆଶ୍ଚର୍ଯ୍ୟ ହେବ। ଏହା ମଣିଷ ପାଇଁ ଏକ ଶକ୍ତିଶାଳୀ ଟନିକ୍ ଭାବରେ କାମ କରେ।

benefits of curd for skin
ପ୍ରତିଦିନ ଦହି ଖାଇଲେ ହୋଇନଥାଏ ଏହି ରୋଗ

ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଖାଦ୍ୟରେ ଦହି ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ପ୍ରତିଦିନ ଦହି ଖାଇଲେ ଏହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।

Amazing benefits of soaked cashew nuts-makes bones stronger
Health Tips: କାଜୁ ଖାଇବାର ୪ଟି ଉପାୟ; ହାଡ ହେବ ଲୁହା ପରି ମଜଭୁତ

ଆଜିକାଲି ଅଧିକାଂଶ ଲୋକ କାଜୁ ଖାଉଛନ୍ତୁ ସତ, କିନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ ଜାଣି ନ ଥିବାରୁ ସେମାନେ ଏହାର ଠିକ ଲାଭ ପାଇପାରୁ ନାହାନ୍ତି। କାଜୁ ଖାଇବାର ୪ଟି ଉପାୟ ଅଛି, ଯାହା ଦ୍ୱାରା ହାଡ ହୋଇଯିବ ପୂରା ମୁଜଭୁତ। ଆସନ୍ତୁ ସେ ବିଷୟରେ ଜାଣିବା।

drinking too much green tea
ଅଧିକ ମାତ୍ରାରେ ପିଉଛନ୍ତି କି ଗ୍ରୀନ୍‌ ଟି, ହୋଇପାରେ ଏହି ସବୁ ସମସ୍ୟା

ଆପଣ ଗୋଟିଏ ଦିନରେ ୩ କପରୁ ଅଧିକ ଗ୍ରୀନ୍ ଟି ପିଉଛନ୍ତି କି ? ତାହେଲେ ଆପଣଙ୍କ ଶରୀରର ପାଇଁ ଅନେକ କ୍ଷତି ହୋଇଥାଏ । ତେବେ ଚାଲନ୍ତୁ ଜାଣନ୍ତୁ ଅଧିକ ଗ୍ରୀନ ଟି ପିଇବା ଦ୍ୱାରା ଆମ ଶରୀର ପାଇଁ କ’ଣ କ୍ଷତି ହୋଇଥାଏ ।

coconut oil
ହାର୍ଟ ପାଇଁ ନଡ଼ିଆ ତେଲ

ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ନଡ଼ିଆ ତେଲ ଚୁଟି ପାଇଁ ବହୁତ ଲାଭ ଦାୟକ ।