‘Z’ ସୁରକ୍ଷାରେ ପ୍ରାୟ ୨୨ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରୁହନ୍ତି। ଯେଉଁଥିରେ ୪ ଜଣ NSG କମାଣ୍ଡୋ ବି ଥାନ୍ତି ।
ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୫ ତାରିଖରୁ ଆରମ୍ଭ ହେବ । ଏନେଇ ଆଜି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।