• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Taj Mahal

Fight At Taj Mahal
ରିଲ୍ସ ପାଇଁ ତୁମୁଳ କାଣ୍ତ: ମାଡ଼ ମରାମରି ହେଲେ ଯୁବତୀ ଓ ଯବାନ, ଦେଖନ୍ତୁ ଭିଡ଼ିଓ...

ତାଜମହଲ ପରିସରରେ ମାଡ଼ ମରାମରି ହେଲେ ଯୁବତୀ ଓ ଯବାନ । ଗତ ଶନିବାର ଅପରାହ୍ନରେ ତାଜମହଲ ପରିସରରେ ରିଲ୍ସ ତିଆରି କରିବାକୁ ନେଇ ଜଣେ ଝିଅ ଏବଂ ସିଆଇଏସ୍‌ଏଫ୍‌ ଯବାନ ହାତାହାତି ହୋଇଛନ୍ତି ।

Yamuna River Touches Taj Mahal
ଭାଙ୍ଗିଲା ୪୫ ବର୍ଷର ଇତିହାସ; ତାଜମହଲ ପାଚେରୀ ଛୁଇଁଲା ଯମୁନା ନଦୀର ଜଳ

ତାଜମହଲକୁ ଆସିଥିବା ପର୍ଯ୍ୟଟକ ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବନ୍ୟା ଜଳକୁ ବି ଉପଭୋଗ କରୁଛନ୍ତି ।

taj mahal interesting facts
ଆମ ଐତିହ୍ୟ ତାଜମହଲ; ନିର୍ମାଣ କରିଥିଲେ କେତେ ଶ୍ରମିକ, ଖର୍ଚ୍ଚ ହୋଇଥିଲା କେତେ ଟଙ୍କା ?

ଲାଲ୍‌ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ...

dog dies
ମଣିଷପଣିଆ ଭୁଲିଗଲା ମଣିଷ ! ପୋଷା କୁକୁରକୁ କାର୍‌ରେ ବନ୍ଦ କରି ନେଇଗଲା ଜୀବନ

ହରିୟାଣାର ଏକ ପରିବାର ତାଜମହଲ ଦେଖିବାକୁ ଆଗ୍ରାକୁ ଆସିଥିଲେ । ସାଙ୍ଗରେ ତାଙ୍କର ପୋଷା କୁକୁରଟିକୁ କାର୍‌ରେ ଆଣିଥିଲେ ।

Tajmahal
୮୯ ବର୍ଷ ଧରି କାହିଁକି ବନ୍ଦ ରହିଛି ତାଜମହଲର ୨୨ କୋଠରି ? ଜାଣନ୍ତୁ କାରଣ...

ଜାଣନ୍ତି କି ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ଅନ୍ୟତମ ବୋଲି କୁହାଯାଏ । ତାଜମହଲ ହେଉଛି ଆମ ଦେଶର ଗୌରବ । ତାଜମହଲକୁ ନେଇ ଅନେକ ଆଶ୍ଚର୍ଯ୍ୟକର କଥା ରହିଥିବାବେଳେ ୮୯ ବର୍ଷ ଧରି କାହିଁକି ତାଜମହଲର ୨୨ କୋଠରି ଖୋଲାଯାଏ ନାହିଁ ବୋଲି ସବୁବେଳେ ଚର୍ଚ୍ଚା ହୋଇଆସିଛି ।

Mexican couple ties the knot in Agra
ପ୍ରେମକୁ ଅମର କରିବା ପାଇଁ ମେକ୍ସିକୋରୁ ଆସିଲେ ଆଗ୍ରା, ଶିବ ମନ୍ଦିରରେ କଲେ ବିବାହ

ପ୍ରେମର ସହର ଆଗ୍ରା। ଏଠି ଅମର ପ୍ରେମର କାହାଣୀ ଶୁଣାଏ ତାଜ ମହଲ। ଯମୁନା ନଦୀ କୁହେ ସେ ପ୍ରେମ କେତେ ପବିତ୍ର, କେତେ ଶାଶ୍ୱତ। ଏ କାହାଣୀ ସାରା ବିଶ୍ୱ ଜାଣେ । ସେଥିପାଇଁ ତ ଜୀବନସାଥୀକୁ ସବୁଦିନ ପାଇଁ ନିଜର କରିବା ଲାଗି ଏହି ସହରକୁ ବାଛିଥିଲେ ଏହି ଦମ୍ପତି । ସୁଦୂର ମେକ୍ସିକୋରୁ ଉଡ଼ି ଆସିଥିଲେ ଆଗ୍ରା ସହରକୁ ବିବାହ କରିବା ପାଇଁ। ଆଜି ଉଭୟେ ହିନ୍ଦୁ ରୀତି, ନୀତି ଆଉ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଏହି ଦମ୍ପତି ହେଲେ କ୍ଲାଉଦିଆ ଏବଂ ସେରାମିକୋ।

Taj Mahal's 22 Doors Stay Locked,
ତାଜମହଲ ପିଟିସନରଙ୍କୁ ଝଟକା; ବନ୍ଦ ରହିବ ୨୨ଟି କୋଠରୀ

ତାଜମହଲ ପିଟିସନରଙ୍କୁ ଝଟକା ଦେଲେ ଆହ୍ଲାବାଦ ହାଇକୋର୍ଟ । ତାଜମହଲର ପ୍ରକୃତ ଇତିହାସ ଜାଣିବାକୁ ହାଇକୋର୍ଟରେ ହୋଇଥିବା ଆବେଦନ ବିଚାର ଯୋଗ୍ୟ ନୁହେଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ ।

 MP Man Gifts Taj Mahal Replica House To Wife
ଆଗ୍ରା ପରେ ମଧ୍ୟପ୍ରଦେଶରେ ତିଆରି ହେଲା ତାଜମହଲ!

ସ୍ତ୍ରୀଙ୍କ ପ୍ରତି ଥିଲା ଅନାବିଳ ପ୍ରେମ। ଆଗ୍ରା ପରେ ମଧ୍ୟପ୍ରଦେଶର ବୁରହାନପୁରରେ ତାଜମହଲ ତିଆରି କରିଛନ୍ତି ଏ ଯୁଗର ଜଣେ ଶାହାଜାନ ସ୍ୱାମୀ। ଦେଖନ୍ତୁ ଏହାର କିଛି ଝଲକ୍‌...

Taj Mahal
ସୁରକ୍ଷିତ ନୁହେଁ କି ପ୍ରେମର ପ୍ରତୀକ ତାଜମହଲ୍ ? ନିଷେଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍, ୩ ପର୍ଯ୍ୟଟକ ଗିରଫ

ତାଜମହଲର ନିଷେଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ପ୍ରେମର ପ୍ରତୀକର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି । ମେହେତାବ୍ ବାଗ ନିକଟରେ ଏଡିଏର ତାଜ ଭ୍ୟୁ ପଏଣ୍ଟରୁ ଡ୍ରୋନ୍ ଉଡାଣ ହୋଇଥିବା ସୂଚନା ମିଳିଛି । ତାଜମହଲର ୫୦୦ ମିଟର ପରିଧିରେ ଆସେ ଏହି ଅଞ୍ଚଳ । ଏଠାରେ ଡ୍ରୋନ୍ ଉଡ଼ାଣ ନିସେଦ୍ଧ ।