• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Desi Jugad

Viral Video Smart advertising idea of marketing
Viral Video: ନିଜ ସଂସ୍ଥାକୁ ବିଜ୍ଞାପନ କରିବାର ନୂଆ ତରିକା; କେହି ବି ଅଣଦେଖା କରିପାରିବେ ନାହିଁ

ଆଜିକାଲି ନିଜ ସଂସ୍ଥାର ବିଜ୍ଞାପନ ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ଯାହା ଦ୍ୱାରା ଜନସାଧାରଣ ସହଜରେ ସେସବୁ ପ୍ରତି ଆକର୍ଷିତ ହେବେ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି କିଛି ଲୋକ ସେମାନଙ୍କ ସଂସ୍ଥାକୁ ବିଜ୍ଞାପନ କରିବା ପାଇଁ ଏପରି ଚତୁର ଉପାୟ ପାଇଛନ୍ତି, ଆପଣ ଏହା ଦେଖି ଆଶ୍ଚର୍ଯ୍ୟ ହେବେ।

Girl straightening hair with dress irons goes viral
Viral Video: କି ଅଜବ ଉପାୟ; କପଡା ଆଇରନ୍‌ରେ କରିଦେଲେ ହେୟାର ଷ୍ଟ୍ରେଟ୍!

ମହିଳାମାନେ ଫ୍ୟାଶନକୁ ନେଇ ଅଜବ ଏକ୍ସପେରିମେଣ୍ଟ୍ କରିଥାନ୍ତି। ଆଜିକାଲି ଏହିପରି ଏକ ଏକ୍ସପେରିମେଣ୍ଟ୍‌ର ଭିଡିଓ ଭାଇରାଲ ହେଉଛି। ଚୁଟିକୁ ସିଧା କରିବାର ଏହି ଅନନ୍ୟ ପଦ୍ଧତି ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।

Woman desi jugaad for rainwater harvesting
Viral Video: ବର୍ଷା ପାଣିକୁ ସଞ୍ଚୟ କରିବା ନେଇ ମହିଳାଙ୍କ ଅଜବ ଉପାୟ; ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଅନେକ ସ୍ଥାନରେ ଜଳ ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି। ଜଳର ଅଭାବ ଅନେକ ଲୋକଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ପାଲଟୁଛି। ଏଭଳି ପରିସ୍ଥିତିରେ ଜଳ ସଂରକ୍ଷଣ ପାଇଁ ଅନେକ ପ୍ରକାରର କାର୍ଯ୍ୟକ୍ରମ ଚାଲିଛି। ଆଜି ବି ଅନେକ ଲୋକ ବର୍ଷା ଜଳ ସଂଗ୍ରହ କରନ୍ତି ଯାହା ଦ୍ୱାରା ଏହାକୁ ଏକ ଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ। ଦେଖନ୍ତୁ ଏହି ଭିଡିଓ।

To save from sun heat baba wearing solar powered helmet with fan
ଗରମରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଫ୍ୟାନ୍‌ ଲଗେଇଦେଲେ ବୃଦ୍ଧ ବାବା

କୁହାଯାଏ ସମସ୍ୟା ହିଁ ନୂଆ କିଛି କରିବାର ବାଟ ଦେଖେଇଥାଏ। ଏହାକୁ ଏବେ ସତ କରି ଦେଖେଇଛନ୍ତି ଜଣେ ବୃଦ୍ଧ ବାବା। ଗରମରୁ ରକ୍ଷା ପାଇବା ପାଇଁ ସେ ତାଙ୍କ ମୁଣ୍ଡରେ ଏକ ଫ୍ୟାନ୍‌ ଲଗେଇ ଦେଇଛନ୍ତି।

Engineered brain and lit a cigarette with current
ଇଲେକ୍ଟ୍ରି ତାରରୁ ନିଆଁ ବାହାର କଲେ; ସିଗାରେଟ୍ ଜାଳିଲେ

ଭାରତ ପ୍ରତିଭାର ଖଣି। ଏଠି ଏମିତି ଜୁଗାଡ ଦେଖାଯାଏ ଯେ ଅନ୍ୟମାନେ ଏ ବିଷୟରେ ଭାବି ବି ପାରିବେ ନାହିଁ। ଦେଖନ୍ତୁ କେମିତି ଇଲେକ୍ଟ୍ରି ତାରରୁ ନିଆଁ ବାହାର କରି ସିଗାରେଟ୍ ଟାଣୁଛନ୍ତି ଏହି ବ୍ୟକ୍ତି।

Special Story | Panchakarma | The Ultimate \'Desi Jugad\' To Help Farmers | Odisha
ସମ୍ବଲପୁରିଆ ବାବୁଙ୍କ ଦେଶୀ ଜୁଗାଡ୍: ବୁଦ୍ଧି ଖଟେଇ ତିଆରି କରିଛନ୍ତି ଗୋଟିଏ ମେସିନ, କରୁଛି ୫ଟି କାମ

ମେସିନ୍ ଗୋଟିଏ, କାମ କରୁଛି ପାଞ୍ଚଟି। ଘାଇଁ ଘାଇଁ ହାତରେ ବିଲେଇ ଦେଲେ ଉଡ଼ିଯାଉଛି ଅଗାଡ଼ି, ରହିଯାଉଛି ଧାନ, ମକାରୁ ଛାଡ଼ୁଛି ଦାନା, ଗହମ କେଣ୍ଡାରୁ ବାହାରୁଛି ଗହମ। ନାଁ ଟି ୟାର ପଞ୍ଚକର୍ମା। ଚାଲନ୍ତୁ ଦେଖିବା କିଏ ଏହି ଦେଶୀ ଯୋଗାଡ଼ ପଛର ମାଷ୍ଟର।