୨୦୨୪ରେ ପ୍ରଥମ ଥର ପାଇଁ ଶୁକ୍ର ଗ୍ରହକୁ ଅର୍ବିଟର୍ ପଠାଇବ ଭାରତ
ଅବିକଳ ଶାହରୁଖ୍ଙ୍କ ଭଳି ଦେଖାଯାଉଥିବା ଇବ୍ରାହିମଙ୍କ ଇଚ୍ଛା ହେଉଛି ଦିନେ ସେ ଶାହାରୁଖ ଖାନଙ୍କୁ ଭେଟିବେ। ସେ ଆଶା କରନ୍ତି ଯେ ଦିନେ ନା ଦିନେ ତାଙ୍କର ଏହି ଇଛା ପୂରଣ ହେବ।
କେନ୍ଦ୍ର ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ତଥ୍ୟଭିତ୍ତିକ ଓ ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି ।
ଜାମସେଦପୁର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
ଯେଉଁଠି ବାହାଘର ଲାଗୁଥିଲା ଭାଙ୍ଗି ଯାଉଥିଲା। କାହିଁକି ନା ଏମାନଙ୍କ ଉଚ୍ଚତା ଥିଲା କମ୍। ଏତେ କମ୍ ଉଚ୍ଚତାକୁ ନେଇ ଚିନ୍ତାରେ ଥିଲେ ପରିବାର। ଅନେକ ଖୋଜାଖୋଜି ପରେ ମୁନ୍ନାକୁ ମିଳିଯାଇଥିଲା ମମତା। ନିମନ୍ତ୍ରଣ ନଥାଇ ଏହି ଯୋଡ଼ିଙ୍କ ବିବାହ ଦେଖିବା ପାଇଁ ଭିଡ଼ ଲାଗିଥିଲା...
ଫିଲ୍ମ ‘KGF Chapter 2’ ରେ ଅଭିନୟ କରିଥିବା କନ୍ନଡ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ ହୋଇଛି।
ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଏସ୍ଭି ରୋଡ ଏଲ୍ଆଇସିର ମୁଖ୍ୟ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ।
ଯୁଆଡ଼େ ଚାହିଁଲେ ଖାଲି ଟଙ୍କା ବିଡ଼ା। ଏତେ ଟଙ୍କା ଯେ ଏହାକୁ ଗଣିବା ପାଇଁ ଲୋକ କମ୍ ପଡ଼ିଲେ। ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍ ଆଉ ଲୋକ ଆସିଥିଲେ।
ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା । ଡଲାର ପିଛା ଟଙ୍କାର ମୂଲ୍ୟ ୬୬ ପଇସା ହ୍ରାସ ପାଇଛି ।
ନିର୍ବନ୍ଧ ସରିଛି। ପ୍ରେମ ବିବାହ କରି ଥାଆନ୍ତେ। ଯେଉଁ ପୁଅକୁ ବାହା ହୋଇଥାଆନ୍ତେ ଦେଖିଲା ବେଳକୁ ତାଙ୍କରି ହାତରେ ହାତକଡ଼ି ପକାଇଲେ ଭାବି ପତ୍ନୀ
ସୌରଭ ଗାଙ୍ଗୁଲିଙ୍କ ଘରେ ଆତିଥ୍ୟ ସମୟରେ ତାଙ୍କ ସହ ଡାଇନିଂ ସେୟାର କରିଛନ୍ତି ଅମିତ ଶାହା । ଗାଙ୍ଗୁଲିଙ୍କ ଘରେ ନିରାମିଷ ଭୋଜନ ପ୍ରସ୍ତୁତ ହୋଇଥିଲା ।
୧୪.୨ କିଲୋ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି।
ମଧ୍ୟପ୍ରଦେଶ ସ୍ଥିତ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି ।
ବିବାହ ଉତ୍ସବରେ ଯୋଗଦେବାକୁ ଯିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ଆଇପିଏଲ୍ ୨୦୨୨ ର ୫୧ ତମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ।
ଉଭୟ ଚାକିରି ଓ ଘର କାମ ଏକାଠି ପରିଚାଳନା କରିବା କଷ୍ଟକର ହେଉଥିଲେ ବି ମହିଳାମାନେ ଏହାକୁ ଭଲ ଭାବରେ ପରିଚାଳନା କରନ୍ତି। ଏହିପରି ଜଣେ ମହିଳା ହେଲେ ମଧ୍ୟପ୍ରଦେଶର ଡିଏସ୍ପି ମୋନିକା ସିଂ। ସେ ଉଭୟ ଖାକି ଓ ମା’ର ଧର୍ମକୁ ବହୁତ ଭଲ ଭାବରେ ପାଳନ କରୁଛନ୍ତି।
ମାତୃ ଦିବସରେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ମା’କୁ ମନେ ପକେଇବା ନେଇ ବାଧ୍ୟ ହୁଏ। ଯଦି ଆପଣ ବି ନିଜ ମା’ ଠାରୁ ଦୂରରେ ଅଛନ୍ତି ତେବେ ଏଠାରେ ଆମେ କିଛି ସାଏରୀ ଦେଉଛି ଯାହାକୁ ପଢି ଆପଣ ବି ନିଜ ମା’କୁ ନିଜ ପାଖରେ ପାଇବା ଭଳି ଅନୁଭବ କରିବେ।
ପିଲାଟି ଜନ୍ମ ହେବା ଦିନଠାରୁ, ମା’ ତା’ର ସୁରକ୍ଷା କବଚ ହୋଇ ରହିଥାଏ। ପିଲା ପାଇଁ ତା’ର ଅବଦାନ ଅତୂଳନୀୟ। ଏନେଇ ଆମେ ପ୍ରତିବର୍ଷ ପାଳୁଛି ମାତୃ ଦିବସ। କ’ଣ ଏହାର ଇତିହାସ ଓ ମହତ୍ତ୍ୱ ଆସନ୍ତୁ ଜାଣିବା।
ବେଆଇନ ଲୋନ ଆପକୁ ସାବଧାନ । ନା ଆରବିଆଇ, ନା ଏନବିଏଫସି ପଞ୍ଜିକୃତ, ହେଲେ ବେଆଇନ ଲୋନ ଆପ୍ ନାଁରେ ଲୋନ୍ କାରାବର ହେଉଛି । ପ୍ରଥମେ ଲୋନ୍ ଥୋପ ଦେବେ, ଆଉ ତାପରେ ଗ୍ରାହକଙ୍କୁ ଚଢା ସୁଧ ଦେବା ନାଁରେ ହଇରାଣ ହରକତ କରିବେ ।
ଭଉଣୀ ମୁଣ୍ତରୁ ସିନ୍ଦୂର ପୋଛିଦେଲା ଭାଇ । ଘର ବିରୁଦ୍ଧରେ ବାହା ହେବାରୁ ପରିବାର ଲୋକେ ଭିଆଇଲେ ଏଭଳି ବିଭତ୍ସ କାଣ୍ତ ।
ଚଳିତ ଆଇପିଏଲର ୫୧ତମ ମ୍ୟାଚ୍ରେ ମୁହାଁମୁହୀଁ ହେଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଜୋର ଲଗାଇବ ଗୁଜୁରାଟ। ଏପଟେ ପଏଣ୍ଟ ଟେବୁଲରେ ନିଜକୁ ସମ୍ମାନୀୟ ସ୍ଥିତିରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ମୁମ୍ବାଇ ।
ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି।
ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ CRIS ଆସିଷ୍ଟାଣ୍ଟ ସଫ୍ଟୱେୟାର ଇଞ୍ଜିନିୟର୍ସ ଏବଂ ଆସିଷ୍ଟାଣ୍ଟ ଡାଟା ଆନାଲିଷ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି।
ଦିଲ୍ଲୀ ଦଳର ତାରକା ଖେଳାଳି ପାୱେଲ ନିଜର ଦମ୍ ଦେଖାଇଛନ୍ତି । ସେ ୩୫ ବଲରେ ୬୭ ରନ୍ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୬ଟି ଲମ୍ବା ଛକା ମାରିଥିଲେ ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି। ଖାଲି ସେତିକି ନୁହେଁ, ଏହା ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସେ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ପରି ଚାଲୁଛନ୍ତି।