• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mother S Day 2022

impact of Mothers
ବିଶ୍ୱ ମାତୃତ୍ୱ ଦିବସ: KGFରେ ମା'ଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ

ଦୁନିଆରେ ସବୁଠୁ ବଡ଼ ଯୋଦ୍ଧା ମାଆ । ତା ବିନା ଦୁନିଆକୁ ଦେଖିବା, ଜାଣିବା ମୁସକିଲ୍ । ରିଲ୍ ହେଉ କି ରିୟଲ୍ ଲାଇଫ୍‌, ସବୁଠି ମାଆଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । କେଜିଏଫ୍ ଭାରତୀୟ ସିନେମାର ସବୁଠୁ ବଡ଼ ଓ ସୁପର୍‌ ହିଟ୍ ସିନେମା ।

Mother's Day 2022
ବୟସର ଅପରାହ୍ନରେ ବି ଭେଣ୍ତା ପୁଅର ସେବା ଯତ୍ନରେ ତତ୍ପର ମାଆ

ମାଆ ଆଗରେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ତୁଚ୍ଛ । ମାଆ ଥିଲେ ସବୁ ଅଛି, ମାଆ ନାହିଁ ତ ସାହା ନାହିଁ ।

Mother’s Day 2022
ଫିଲ୍ନରେ ମାଆ ହୋଇ ବାଣ୍ଟିଛନ୍ତି ପ୍ରେମ, ସାଉଁଟିଛନ୍ତି ଭଲ ପାଇବା

ଫିଲ୍ମ ହେଉ କି ରିୟଲ ଲାଇଫ୍‌ ମାଆଙ୍କ ବିନା ଯେପରି କିଛି ସମ୍ଭବ ନୁହେଁ । ମାଆ ଏପରି ଏକ ଶବ୍ଦ ଯାହାର ବର୍ଣ୍ଣନା କେହି କରିପାରିବେ ନାହିଁ । ମାଆ ବିନା ଦୁନିଆ ଅନ୍ଧାରମୟ ହୋଇଯାଏ । ଫିଲ୍ମ ଦୁନିଆରେ ଏପରି କିଛି ଅଭିନେତ୍ରୀ ଅଛନ୍ତି , ଯେଉଁମାନେ ମା ଚରିତ୍ରରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ।

Saalumarada Thimmakka biography known as mother of tree
ଗଛମାନଙ୍କର ମା’ ସାଜିଛନ୍ତି ୧୧୦ ବର୍ଷର ବୃଦ୍ଧା

ଯିଏ ମା’ ସିଏ ସମସ୍ତଙ୍କର ମା’। ସିଏ ନିଜ ପିଲା ହେଉ କି ଅନ୍ୟର। ସେ ଗାଇ ଗୋରୁ ହେଉ କି କୌଣସି ପକ୍ଷୀ, ଏପରିକି ଗଛ ଲତାକୁ ବି ସ୍ନେହ ପ୍ରେମ ଢାଳିଦିଏ ଗୋଟେ ମା’। ତେବେ ଆସନ୍ତୁ ଜାଣିବା ସେହି ମା’ ବିଷୟରେ ଯିଏ ଗଛମାନଙ୍କର ମା’।

Shehnaaz Gill speech on women video viral
ଝିଅମାନଙ୍କୁ କୋମଳ, ନିର୍ବୋଧ କହିବା ବନ୍ଦ କରନ୍ତୁ

ମାତୃ ଦିବସରେ ମହିଳାଙ୍କୁ ନେଇ ମତ ରଖିଛନ୍ତି ଶେହନାଜ ଗିଲ୍। ଝିଅମାନଙ୍କୁ କୋମଳ, ସୂକ୍ଷ୍ମ ଏବଂ ନିର୍ବୋଧ ବୋଲି କହିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।

How to take care a new mother
ନୂଆ ମା’ର ପୋଷଣ କିପରି ହେବା ଉଚିତ, ଆସନ୍ତୁ ଜାଣିବା

ଯେତେବେଳେ ଏକ ନାରୀ ନିଜ ସନ୍ତାନକୁ ଜନ୍ମଦିଏ ସେତେବେଳେ ତା’ର ଶରୀର ଭିନ୍ନ ହର୍‌ମୋନ୍‌ର କ୍ଷରଣ ହେତୁ ବହୁ ପ୍ରକାର ପରିବର୍ତ୍ତନର ସାମ୍ନା କରେ। ତେଣୁ ପ୍ରସବ ପରେ ସେ ନିଜର ମୋଟା ପଣ, କ୍ଲାନ୍ତପଣ, ଖାଦ୍ୟାଭ୍ୟାସ ସହ ଶିଶୁର ସ୍ତନ୍ୟପାନ ଆଦିକୁ ନେଇ ଚିନ୍ତିତ ରୁହେ। ତେବେ ଆସନ୍ତୁ ସ୍ତନ୍ୟପାନ କରାଉଥିବା ଏକ ନୂଆ ମା’ର ଖାଦ୍ୟ ବିଷୟରେ ଜାଣିବା।

Odisha's D Subhalaxmi, an epitome of motherhood
ମା’ ନୁହେଁ ତ ଦେବୀ ଟିଏ: ୯୦ ବର୍ଷରେ ଶଯ୍ୟାଶାୟୀ ସ୍ୱାମୀ ଓ ପୁଅର ଯତ୍ନ ନେଉଛନ୍ତି ଶୁଭଲକ୍ଷ୍ମୀ

୯୦ ବର୍ଷ ବୟସରେ ବି ଘର କାମରେ ମାହିର। ପରିଣତ ବୟସରେ ଥକି ନପଡି ପୁଅ ଓ ସ୍ୱାମୀଙ୍କୁ ଅସୀମ ପ୍ରେମ ଓ ସେବା ଯୋଗାଇ ଆସିଛନ୍ତି।

Sand Art on Mothers Day in Puri
ବାଲୁକା କଳା ମାଧ୍ୟମରେ ମା’ଙ୍କୁ ସମ୍ମାନ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ

ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।

Kalpana doing hard laboure to brought up her son
ପୁଅକୁ ମଣିଷ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି କଳ୍ପନା

ମା’ ହୋଇ ନିଜ ସନ୍ତାନ ପାଇଁ ସେ କରିଛନ୍ତି ଅକ୍ଳାନ୍ତ ପରିଶ୍ରମ। ପୁଅକୁ ମଣିଷ କରିବା ପାଇଁ ସେ ସବୁ ଯନ୍ତ୍ରଣା, କଷ୍ଟକୁ ହସିହସି ସହିଛନ୍ତି ଆଜି ପର୍ଯ୍ୟନ୍ତ, ହେଲେ କେବେବି ହାର ମାନିନାହାଁନ୍ତି କି କାହାରି ପାଖରେ ହାତ ପତେଇ ନାହାନ୍ତି।

Mother’s Day 2022
ଆଜି ମଦର୍ସ ଡେ’, ମାଆ ପାଇଁ ଦିନଟିଏ..

ଆଜି ମଦର୍ସ ଡେ ବା ମାତୃ ଦିବସ କିନ୍ତୁ ସନ୍ତାନ ପାଇଁ ସବୁଦିନ ମାତୃ ଦିବସ । କରୁଣାମୟୀ, ସ୍ନେହମୟୀ, ଅଭୟଦାୟିନୀ ଏମିତି ଯେତେ ଅଳଙ୍କାର ଦେଲେ ବି ମାଆ ପାଇଁ କମ୍ ପଡ଼ିବ ।

Mother’s Day in different countries
କେଉଁଠି କିପରି ପାଳନ ହୁଏ ମାତୃ ଦିବସ

ବିଭିନ୍ନ ଦେଶରେ ମାତୃ ଦିବସ ପାଳନ କରିବାର ନିଜସ୍ୱ ପଦ୍ଧତି ମଧ୍ୟ ଅଛି। କେତେକ ଦେଶରେ ଏମିତି ମଧ୍ୟ ନିୟମ ଅଛି ଯଦି ମାତୃ ଦିବସ ଅବସରରେ ମା’ଙ୍କୁ ସମ୍ମାନିତ କରାଯାଏ ନାହିଁ, ତେବେ ଏହା ଅପରାଧ ବୋଲି ଧରାଯାଏ।

To manage family Madhumita became Auto Driver
ଅଧା ରାସ୍ତାରେ ଛାଡିଦେଲେ ସ୍ୱାମୀ; ଅଟୋ ଚଳାଇ ସ୍ୱାବଲମ୍ବୀ ହେଲେ ମଧୁମିତା

ଜୀବନର ଅଧା ବାଟରେ ସିନା ଛାଡିଦେଲେ ସ୍ୱାମୀ, ହେଲେ ଭାଙ୍ଗି ପଡି ନଥିଲେ ମଧୁମିତା। ନିଜ ଦୁଇ ପିଲାଙ୍କୁ ଧରି ଜୀଇବାକୁ ନେଇଥିଲେ ନିଷ୍ପତ୍ତି। ପିଲାଙ୍କୁ ମଣିଷ କରିବାକୁ ସାଜିଯାଇଥିଲେ ଅଟୋ ଚାଳକ। ତେବେ ମାତୃ ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା ଏହି ମା’ର କାହାଣୀ।

Mother’s Day, meet D. Subhalaxmi
ସେ ଏମିତି ମା'; ୯୦ ବର୍ଷରେ ବି ସେବା କରୁଛନ୍ତି, ହେଲେ ଥକି ନାହାନ୍ତି

ପରିଣତ ବୟସରେ ପହଞ୍ଚିଛନ୍ତି ଡି. ଶୁଭଲକ୍ଷ୍ମୀ। ଯେଉଁ ବୟସରେ ଅନ୍ୟ କେହି ଶାଯ୍ୟାଶାୟୀ ହୋଇଥାନ୍ତି ତ ଆଉ କେହି ଘରେ ବସି ପୁଅ ବୋହୂଙ୍କ ସେବା ଶୁଶ୍ରୁଷା ପାଉଥାନ୍ତି ସେହି ବୟସରେ ସେ କରୁଛନ୍ତି ପୁଅ ଓ ସ୍ୱାମୀଙ୍କର ସେବା। ଦିନେ ବି ଥକି ପଡି ନାହାନ୍ତି। ତେବେ ଆସନ୍ତୁ ଜାଣିବା ସେହି ମା’ର କାହାଣୀ…

Monika Singh
ମଲ୍ଟି-ଟାସ୍କିଂ ମହିଳା ମୋନିକା ସିଂହ; ଝିଅକୁ ଧରି ଡ୍ୟୁଟିରେ ଲାଗିଗଲେ

ଉଭୟ ଚାକିରି ଓ ଘର କାମ ଏକାଠି ପରିଚାଳନା କରିବା କଷ୍ଟକର ହେଉଥିଲେ ବି ମହିଳାମାନେ ଏହାକୁ ଭଲ ଭାବରେ ପରିଚାଳନା କରନ୍ତି। ଏହିପରି ଜଣେ ମହିଳା ହେଲେ ମଧ୍ୟପ୍ରଦେଶର ଡିଏସ୍‌ପି ମୋନିକା ସିଂ। ସେ ଉଭୟ ଖାକି ଓ ମା’ର ଧର୍ମକୁ ବହୁତ ଭଲ ଭାବରେ ପାଳନ କରୁଛନ୍ତି।

Shayaris for  mother’s day
ମା’କୁ ନେଇ ଏହି ୧୨ଟି ସାଏରୀ, ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ

ମାତୃ ଦିବସରେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ମା’କୁ ମନେ ପକେଇବା ନେଇ ବାଧ୍ୟ ହୁଏ। ଯଦି ଆପଣ ବି ନିଜ ମା’ ଠାରୁ ଦୂରରେ ଅଛନ୍ତି ତେବେ ଏଠାରେ ଆମେ କିଛି ସାଏରୀ ଦେଉଛି ଯାହାକୁ ପଢି ଆପଣ ବି ନିଜ ମା’କୁ ନିଜ ପାଖରେ ପାଇବା ଭଳି ଅନୁଭବ କରିବେ।

Mother’s Day 2022 date history and significance
ମା’ ଏକ ଶିହରଣ, ରକ୍ତର ପ୍ରତି ବିନ୍ଦୁର ପୁଲକ

ପିଲାଟି ଜନ୍ମ ହେବା ଦିନଠାରୁ, ମା’ ତା’ର ସୁରକ୍ଷା କବଚ ହୋଇ ରହିଥାଏ। ପିଲା ପାଇଁ ତା’ର ଅବଦାନ ଅତୂଳନୀୟ। ଏନେଇ ଆମେ ପ୍ରତିବର୍ଷ ପାଳୁଛି ମାତୃ ଦିବସ। କ’ଣ ଏହାର ଇତିହାସ ଓ ମହତ୍ତ୍ୱ ଆସନ୍ତୁ ଜାଣିବା।

Norland Aya for caring baby
ପିଲାଙ୍କ ଯତ୍ନରେ ନରଲ୍ୟାଣ୍ଡ୍ ନାନୀ

ନର୍ଲ୍ୟାଣ୍ଡ୍ କଲେଜରେ ଶିକ୍ଷାର୍ଥୀମାନଙ୍କୁ ଶିଶୁ ପାଳନ ଓ ଶିଶୁର ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନେ ଭବିଷ୍ୟତରେ ଯେଉଁ ପିଲାମାନଙ୍କର ଦାୟିତ୍ଵ ନେବେ, ସେମାନଙ୍କ ପାଇଁ କିଭଳି ଯଥାସମ୍ଭବ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ।