Advertisment

ମା’କୁ ନେଇ ଏହି ୧୨ଟି ସାଏରୀ, ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ

ମାତୃ ଦିବସରେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ମା’କୁ ମନେ ପକେଇବା ନେଇ ବାଧ୍ୟ ହୁଏ। ଯଦି ଆପଣ ବି ନିଜ ମା’ ଠାରୁ ଦୂରରେ ଅଛନ୍ତି ତେବେ ଏଠାରେ ଆମେ କିଛି ସାଏରୀ ଦେଉଛି ଯାହାକୁ ପଢି ଆପଣ ବି ନିଜ ମା’କୁ ନିଜ ପାଖରେ ପାଇବା ଭଳି ଅନୁଭବ କରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Shayaris for  mother’s day

Shayaris for mother’s day

ଏହି ଦୁନିଆରେ ମାତାର ପ୍ରେମ ସବୁଠାରୁ ଅନନ୍ୟ। ଜଣେ ମା’ର ହୃଦୟରେ ନଥାଏ ପାତର ଅନ୍ତର। ପ୍ରତି ପିଲା ପାଇଁ ତା’ ମନରେ ଥାଏ ସମାନ ପ୍ରେମ। ମା’ର ପ୍ରେମ ନିଃସ୍ୱାର୍ଥପର ଓ ମୂଲ୍ୟବାନ। ଆମେ ସମସ୍ତେ ଆମ ମା’ଙ୍କୁ ବହୁତ ଭଲ ପାଉ ସତ, କିନ୍ତୁ ବେଳେବେଳେ ଇଚ୍ଛା କରି ବି ଆମେ ଆମର ଭାବନାକୁ ପ୍ରକାଶ କରି ପାରୁନା। ଏହି ମା’ର ତ୍ୟାଗ, ସମର୍ପଣ ଓ ପ୍ରେମକୁ ସମ୍ମାନ ଦେବା ନେଇ ଆଉ ତା’ ପ୍ରତି ସମ୍ବେଦନ ପ୍ରକଟ କରିବା ନେଇ ଆମେ ମାତୃ ଦିବସ ପାଳନ କରୁ।

Advertisment

ଏହିଦିନ ଯିଏ ଯେଉଁଠି ଥାଉ ନା କାହିଁକି ତା’ ମା’କୁ ମନେ ପକେଇବା ନେଇ ବାଧ୍ୟ ହୁଏ। ଯଦି ଆପଣ ବି ନିଜ ମା’ ଠାରୁ ଦୂରରେ ଅଛନ୍ତି ତେବେ ଏଠାରେ ଆମେ କିଛି ସାଏରୀ ଦେଉଛି ଯାହାକୁ ପଢି ଆପଣ ବି ନିଜ ମା’କୁ ନିଜ ପାଖରେ ପାଇବା ଭଳି ଅନୁଭବ କରିବେ। ଏହା ସହିତ ନିଜ ମା’ଙ୍କ ପାଖକୁ ମଧ୍ୟ ଏହି ସାଏରୀ ପଠେଇ ପାରିବେ।

  • ଅଭି ଜିନ୍ଦା ହୈ ମା’ ମେରୀ, ମୁଝେ କୁଛ ଭି ନ ହୋଗା, ମେ ଜବ୍ ଭି ଘର ସେ ନିକଲତା ହୁଁ, ଦୁଆ ମେରେ ସାଥ୍ ଚଲତି ହୈ – ମୁନ୍‌ୱର୍ ରାଣା
  • ଚଲତି ଫିରତି ଆଖୋଁ ସେ ଅଞ୍ଜାନ୍ ଦେଖି ହୈ, ମୈନେ ଜନ୍ନତ ତୋ ନହୀଁ ଲେକିନ୍ ମା ଦେଖୀ ହୈ - ମୁନ୍‌ୱର୍ ରାଣା
  • ଭାରୀ ବୋଝ ପହାଡ୍ ସା କୁଛ୍ ହଲ୍କା ହୋ ଯାଏ, ଜବ ମେରୀ ଚିନ୍ତା ବଢେ ମା ସପନେ ମେ ଆଏ – ଅଖତର ନଜ୍‌ମୀ
  • ମେ ରୋୟା ପରଦେସ ମେ ଭିଗା ମା କା ପ୍ୟାର୍, ଦୁଖ ନେ ଦୁଖ୍ ସେ ପାତେ କି ବିନ୍ ଚିଠି ବିନ୍ ତାର୍ – ନିନ୍ଦା ଫାଞ୍ଜଲୀ
  • ହମ ଗରୀବ ଥେ, ୟେ ବସ୍ ହମାରୀ ମା ଜାନତି ଥି, ହାଲାତ୍ ବୁରେ ଥେ ମଗର ଅମୀର ବନାକର ରଖତୀ ଥି - ମୁନ୍‌ୱର୍ ରାଣା
  • ମୁର୍ଗେ କୀ ଆୱାଜ୍ ସେ ଖୁଲତୀ ଘର୍ କୀ କୁଣ୍ଡି ଜୈସୀ ମା, ବେସନ କୀ ସୋନ୍ଧୀ ରୋଟି ପର ଖଟୀ ଚଟ୍‌ନୀ ଜୈସୀ ମା- ନିନ୍ଦା ଫାଞ୍ଜଲୀ
  • ଇସ୍ ତରହ ମେରେ ଗୁନାହୋ କୋ ୱ ଧୋ ଦେତି ହୈ, ମା ବହୁତ ଗୁସେ ମେ ହୋରୀ ହୈ ତୋ ରୋ ଦେତୀ ହୈ - ମୁନ୍‌ୱର୍ ରାଣା
  • ନ ଜାନେ କ୍ୟୁଁ ଆଜ୍ ଅପନ ହୀ ଘର ମୁଝେ ଅନଜାନ ସା ଲଗତା ହୈ, ତେରେ ଜାନେ କେ ବାଦ ୟେ ଘର ଘର ନହୀ ଖାଲି ମକାନ୍ ସା ଲଗତା ହୈ।
  • ଉନ୍ ବୁଢୀ ବୁବୁର୍ଜୁ ଉଙ୍ଗଲିୟୋଁ ମେ କୋଇ ତାକତ ତୋ ନ ଥୀ, ମଗର ମେରା ସିର୍ ଝୁକା ତୋ, କାମ୍ପତେ ହାଥୋ ନେ ଜମାନେ ଭର କୀ ଦୌଲତ ଦେ ଦୀ।
  • ମାଙ୍ଗନେ ପର ଜହାଁ ପୂରୀ ହର ମନ୍ନତ ହୋତୀ ହୈ, ମା କେ ପୈରୋ ମେ ହି ତୋ ୱ ଜନ୍ନର ହୋତି ହୈ।
  • ଲମ୍ବୋ ପେ ଉସକେ କଭୀ ବଦ୍ଦୁଆ ନହୀ ହୋତି, ବସ୍ ଏକ ମା ହୈ ମୁଝ୍‌ସେ ଖପା ନହୀ ହୋତି - ମୁନ୍‌ୱର୍ ରାଣା
Advertisment
Mother’s Day 2022
Advertisment
Advertisment