ଛଟପଟ କରି ମାରୁଛି ଅଜଣା ରୋଗ। ଭାରତରେ ମଚାଇ ଚାଲିଛି ଆତଙ୍କ। ବଢି ଚାଲିଛି ମୃତ୍ୟୁସଂଖ୍ୟା। ଭୟଭୀତ ହୋଇଗଲେଣି ଲୋକେ ।
ବିଶ୍ୱ ଜରୁରୀ ସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତର ଚିନ୍ତା । ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।
ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି ।
ବିଶ୍ୱରେ ପ୍ରତି ୮ ଜଣରୁ ଜଣେ ବ୍ୟକ୍ତି ବିଭିନ୍ନ କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏମିତିକି ମାନସିକ ଅସୁସ୍ଥତା ଯୋଗୁଁ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି।
କୋଭିଡ୍ ଭୟ ମନରୁ ନଯାଉଣୁ ବିଶ୍ୱରେ ଶଙ୍କା ବଢ଼ାଇଲାଣି ଡିଜିଜ୍-ଏକ୍ସ ରହସ୍ୟ । ଆଗକୁ ଯେଉଁ ମହାମାରୀ ଆସିବ ତାହା କୋଭିଡ ଠାରୁ ମଧ୍ୟ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସତର୍କ କରିବା ପରେ, ଡିଜିଜ୍-ଏକ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଏହା ମଣିଷ ଶରୀର ପାଇଁ କ୍ଷତିକାରକ ନୁହେଁ, କମ୍ପାନୀ ଏଭଳି ଯୁକ୍ତି ବାଢ଼ିପାରୁ ନାହିଁ ବୋଲି WHO କହିଛି ।
WHO ଅନୁଯାୟୀ ସ୍ୱାସ୍ଥ୍ୟର ଅର୍ଥ କେବଳ ସୁଷମ ଖାଦ୍ୟ ଖାଇବା ନୁହେଁ, ଏହା ମଧ୍ୟ ନିଶ୍ଚିତ କରିବା ଆବଶ୍ୟକ ଯେ ସମସ୍ତେ କିପରି ଏକାଠି ହୋଇ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିବା।
ଭାରତ ନିର୍ମିତ ଥଣ୍ଡା ଓ କାଶ ସିରପ୍ ନେଇଥିଲେ ମୃତ ଶିଶୁ, ଔଷଧ ସେବନ ପରେ କିଡନୀ ସମସ୍ୟା ହୋଇଥିଲା
କୋଭିଡ୍ ମହାମାରୀ ପରେ ବିଶ୍ୱ ପାଇଁ ବିପଦ ସାଜିଛି ମଙ୍କିପକ୍ସ। ଗତ ୩ ବର୍ଷ ହେଲା ମହାମାରି କରୋନା ତାର ସ୍ଥିତି ଜାରି ରଖିଥିବା ବେଳେ ବିପଦ ଏଯାଏ ଟଳିନି। ହେଲେ ଏହାରି ମଧ୍ୟରେ ଗତ କିଛି ମାସ ହେବ ମଙ୍କିପକ୍ସ ନାମକ ଆଉ ଏକ ରୋଗ ଆତଙ୍କ ସୃଷ୍ଟି କରିଛି।
କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।
କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।
କେନ୍ଦ୍ର ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ତଥ୍ୟଭିତ୍ତିକ ଓ ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ୍ ବୈଷୟିକ ମୁଖ୍ୟ ମାରିଆ ଭାନ୍ କେର୍ଖୋଭ୍ କହିଛନ୍ତି ଯେ, ଯଦି କରୋନାର ଯେଉଁ ନୂଆ ଭ୍ୟାରିଆଣ୍ଟ୍ ଆସିବ, ତାହା ବର୍ତ୍ତମାନର ଭ୍ୟାରିଆଣ୍ଟକୁ ଅକ୍ତିଆର କରି ଆଗକୁ ବଢ଼ିବ । ତେଣୁ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି ।
କରୋନାର ଓମିକ୍ରନ୍ ଭାରିଆଣ୍ଟ, ଡେଲଟା ଭାରିଆଣ୍ଟ ତୁଳନାରେ କମ୍ ଗୁରୁତର ବୋଲି ଜଣାପଡୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି। ଗତ ସପ୍ତାହରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି।
ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କଲେ ଏହା ମ୍ୟୁଟେସନରେ ସହାୟକ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ।
୨୦୨୨ ରେ ଅନ୍ତ ହୋଇଯିବ କରୋନା ମହାମାରୀ । ନୂଆ ବର୍ଷକୁ ସ୍ୱାଗତ କରୁ କରୁ ଆଶ୍ୱସ୍ତିକର ଖବର ଦେଲା ଡବ୍ଲୁଏଚଓ (World Health Organization) ।
ଗୋଟିଏ ପରେ ଗୋଟିଏ ଦେଶ, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ମାଡି ଚାଲିଛି ଓମିକ୍ରନ। କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ବିଶ୍ୱବାସୀ। ଦେଶରେ ସଂକ୍ରମଣ ସଂଖ୍ୟା ୧୦୦ ଟପିଥିବା ବେଳେ ପୁଣି ଫେରିବ ହେବ କି ଲକଡାଉନ୍ ଓ ସଟଡାଉନ୍?
ଆାଉ ଏକ କରୋନା ଟିକାକୁ ମିଳିଲା WHO ପକ୍ଷରୁ ମଞ୍ଜୁରୀ । କୋଭିସିଲ୍ଡ ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ପକ୍ଷରୁ କୋଭୋଭାକ୍ସ ଟିକାକୁ ଅନୁମତି ଦିଆଯାଇଛି ।
କରୋନା ସଂକ୍ରମଣକୁ ନେଇ ଏବେ ବି ସାରା ବିଶ୍ୱ ଚିନ୍ତାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ବିଶ୍ୱର ୫୦କୋଟିରୁ ଅଧିକ ଲୋକ କରୋନା ପାଇଁ ଦରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି ।
ଓମିକ୍ରନ ସଂକ୍ରମଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ର ସୂଚନା । ଶରୀରରେ ଟିକାର ପ୍ରଭାବ ନଷ୍ଟ କରୁଛି ଓମିକ୍ରନ ଭାରିଏଣ୍ଟ । ଡେଲ୍ଟା ଅପେକ୍ଷା ତ୍ୱରିତ ସଂକ୍ରମଣ କରୁଛି ଓମିକ୍ରନ ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ନୂଆ ତଥ୍ୟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଓମିକ୍ରନ୍ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି।
ଦକ୍ଷିଣ ଆଫ୍ରିକାରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ାଇଥିବା କରୋନାର ନୂଆ ଭ୍ୟାରିଏଣ୍ଟର ନାଁ ଓମିକ୍ରନ । ଓମିକ୍ରନ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ପକ୍ଷରୁ କୁହାଯାଇଛି।
ଚୀନ୍, ବ୍ରିଟେନ୍, ରୁଷ, ଫ୍ରାନ୍ସ, ବ୍ରାଜିଲ ଓ ଜର୍ମାନୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସତରେ କଣ ଏବେ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ? ସାରା ବିଶ୍ୱକୁ ଆନ୍ଦୋଳିତ କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।