ସମ୍ବିଧାନ ସଂଶୋଧନ କରି ସଂସଦକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗୋଟାବାୟା । ଘୋର ଆର୍ଥିକ ସଂକଟ ପାଇଁ ସାରା ଦେଶରେ ଲାଗି ରହିଛି ହିଂସାକାଣ୍ଡ ।
ଦେଶଦ୍ରୋହ ଆଇନ୍କୁ ନେଇ ବାଦ ବିବାଦ ଭିତରେ ସୁପ୍ରିମ୍କୋର୍ଟଙ୍କ ଐତିହାସିକ ପଦକ୍ଷେପ । ଏହାର ବୈଧତା ନେଇ ପୁନର୍ବିଚାର ନସରିବା ପର୍ଯ୍ୟନ୍ତ ସେଡିସନ୍ ଆଇନ୍ର ବ୍ୟବହାର ଉପରେ ସ୍ଥଗିତାଦେଶ ଲଗେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ପୂର୍ବରୁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍ରେ ଅଛନ୍ତି, ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି ।
ଫିଲ୍ମ ସହ ଜଡ଼ିତ ଏକ ମିଡିଆ ରିପୋର୍ଟକୁ ଆଧାର କରି ଶଶି ଥରୁର କହିଥିଲେ ଯେ, ଫିଲ୍ମକୁ ସିଙ୍ଗାପୁରରେ ବ୍ୟାନ୍ କରାଯାଇଛି।
ଆଜି ଆଇପିଏଲ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ମ୍ୟାଚ୍ ଜିତିଲେ ଦଳ ପ୍ଲେ ଅଫ ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।
ପଞ୍ଜାବ ମୋହାଲିରେ ଥିବା ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଜାରି ରହିଛି।
ସେ ଟ୍ୱିଟ୍ କରି, ଆମ ଦେଶର ଦକ୍ଷ ବୈଜ୍ଞାନିକ ଏବଂ ସେମାନଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି ।
ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲ ଗିରଫ
ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହେଁ ଚୀନ୍। ଏଇ ସୋମବାର ଦିନ ହଠାତ୍ ଚୀନର ଆକାଶ ହୋଇଗଲା ଲାଲ୍। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। କାହିଁକି ଏମିତି ହେଲା?
ସୀମା ପୁନଃ-ନିର୍ଦ୍ଧାରଣ ବେଳେ ଭୌଗଳିକ ସ୍ଥିତି, ବର୍ତ୍ତମାନର ପ୍ରାଶାସନିକ ସୀମା, ଯୋଗାଯୋଗ ବ୍ୟବସ୍ଥା ଓ ଲୋକଙ୍କ ସୁବିଧା-ଅସୁବିଧାକୁ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରବଳ ବର୍ଷା ଜାରି ରହିଛି ।
ଆପଣ କେବେ ଏମିତି ଦ୍ୱୀପର ନାମ ଶୁଣିଛନ୍ତି କି ଯେଉଁଠି କେବଳ କୋଟିପତିମାନେ ହିଁ ରୁହନ୍ତି। କିନ୍ତୁ ଏହା ସତ ଯେ ଏମିତି ବି ଦ୍ୱିପ ଅଛି। ଏହି ଦ୍ୱୀପରେ ରହୁଥିବା ସମସ୍ତ ଲୋକ କୋଟିପତି। ତେବେ ଏହା କେଉଁଠି ଅଛି, ଗୋଟେ ଘରର ମୂଲ୍ୟ କେତେ ସେ ବିଷୟରେ ଜାଣିନେବା।
ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ସାଂଘାତିକ ଭାବେ ଅର୍ଥନୈତିକ ସଂକଟ ଦେଖାଦେଇଛି
ନିକଟରେ ଟ୍ୱିଟର କିଣିଥିବା ଏଲୋନ୍ ମସ୍କ ସ୍ପଷ୍ଟ କରିଛନ୍ତି , ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ରିଷ୍ଟୋର କରାଯିବ ।
ଏହି ପରିବର୍ତ୍ତନ ଦ୍ୱାରା ତୃତୀୟ ପକ୍ଷ ଆପ୍ ଗୁଡିକ ପ୍ରଭାବିତ ହେବ।
୨୦୧୯ରେ ବଙ୍ଗୋପସାଗରେ ବାତ୍ୟା ଫନି ସୃଷ୍ଟି ହୋଇଥିବା ବେଳେ ଦକ୍ଷିଣ ଭାରତ ମହାସଗରରେ ବାତ୍ୟା ଲୋର୍ଣ୍ଣା ସୃଷ୍ଟି ହୋଇଥିଲା।
ଯେତେବେଳେ ନ୍ୟାୟର ପ୍ରସଙ୍ଗ ଉଠେ ସେତେବେଳେ ଆମ ଆଖି ଆଗରେ ନ୍ୟାୟର ଦେବୀଙ୍କ ଏକ ପ୍ରତିମା ସ୍ୱତଃ ଚାଲିଆସେ, ଯିଏ ଆଖିରେ କଳା ପଟି ବାନ୍ଧିବା ସହିତ ଗୋଟିଏ ହାତରେ ଖଣ୍ଡା ଓ ଅନ୍ୟ ହାତରେ ତରାଜୁ ଧରିଥାନ୍ତି। କ’ଣ ଏହାର ଅର୍ଥ ଆସନ୍ତୁ ଜାଣିବା।
ସୁନା ଭଳି ଚକ୍ ଚକ୍ କରୁଥିବା ଏକ ବୌଦ୍ଧ ମନ୍ଦିରର ଚୁଡ଼ା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ଏମ୍ ସୁନାପାଲୀ ସମୁଦ୍ର କୂଳରେ ଲାଗିଛି ।
ଆଜି ୨୦୨୨ ମସିହା, ମେ ମାସ, ୧୧ ତାରିଖ, ବୁଧବାର, ମେଷ, ୨୮ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ପୂର୍ବାଫାଲଗୁନି ନକ୍ଷତ୍ର, ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
‘ହ୍ୱିସିଲ୍ ବଜା’ ଗୀତରେ ଟାଇଗର ଶ୍ରଫ୍ ହାତ ଆଙ୍ଗୁଠି ଏବଂ ଗୋଡର ମୁଭ୍ସରେ ଚମତ୍କାର ନାଚିଥିଲେ। ଏବେ କିଛି ଆଫ୍ରିକୀୟ ପିଲାମାନେ ସମାନ ଷ୍ଟାଇଲ୍ରେ ଜବରଦସ୍ତ ଏନର୍ଜୀ ସହିତ ନାଚୁଥିବା ଦେଖାଯାଏ। ଏହି ପିଲାମାନଙ୍କର ନାଚ ଦେଖି ଆପଣମାନେ ବି ପ୍ରଶଂସା ନ କରି ରହିପାରିବେ ନାହିଁ।
ଆଜିକାଲି ମୋଟାପଣ, ଶରୀର ଯନ୍ତ୍ରଣା, ମାନସିକ ଚାପ ଆଦି ସାଧାରଣ ସମସ୍ୟା ହୋଇଯାଇଛି। ଏହିସବୁ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଏହି ୫ଟି ଯୋଗାସନ ବିଷୟରେ ଜାଣିବା ଯାହା ଦୈନିକ କରିବା ଦ୍ୱାରା ଅନେକ ଫଳ ମିଳିଥାଏ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୬୨ ରନ୍ରେ ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ୍ ଭାବେ ଗୁଜୁରାଟ ପ୍ଲେ ଅଫ୍ରେ ନିଜ ସ୍ଥାନ ପକ୍କା କରିଛି ।
ନୂତନ ବାମହାତୀ ସ୍ପିନ୍ ସେନ୍ସେସନ୍ ବା 'ମିଷ୍ଟ୍ରି ସ୍ପିନର୍' ହେଉଛନ୍ତି କାର୍ତ୍ତିକେୟ । ଅନେକ ଯୁବ ଖେଳାଳିଙ୍କ ଠାରୁ ସେ ଟିକେ ଭିନ୍ନ । କାରଣ ସେ ନିଜ ସ୍ୱପ୍ନ ପୂରଣ ପାଇଁ ଘର ଛାଡି ଦେଇଥିଲେ ଏବଂ ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲେ ।
ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋର ସେୟାର କ୍ରମାଗତ ଭାବରେ ହ୍ରାସ ପାଉଛି । ଏମିତିକି ମଙ୍ଗଳବାର ଜୋମାଟୋ ଷ୍ଟକ୍ ତଳକୁ ଖସିବାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ବିକ୍ଷୋଭ, ସଂଘର୍ଷ, ପୋଡ଼ାଜଳା, ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ସିଂହଳୀଙ୍କ ରାଗ ଚରମ ସୀମାରେ ପହଞ୍ଚିବା ଥିବା ବେଳେ ସମ୍ପୂର୍ଣ୍ଣ ଅଣାୟତ୍ତ ହୋଉପଡିଛି ସ୍ଥିତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ, ନାରାବାଜି ଓ ହିଂସାକାଣ୍ଡ ଭିତରେ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେଇଥିଲେ ।
ଖୁବ ଶୀଘ୍ର ଅପରାଧୀଙ୍କୁ ଧରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଡିଜିପି କହିଛନ୍ତି ।