ଭାରତୀୟ ସେନାର ଏକ କୁକୁରର ଅବସର ପରେ ତାକୁ ମିଳିଥିବା ସମ୍ମାନ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେନା କୁକୁର ମେରୁ ମେରୁଟ୍ରେ ତାଙ୍କ ଅବସର ଗୃହରେ ପହଞ୍ଚିବା ପାଇଁ ଟ୍ରେନର ଏସି ପ୍ରଥମ କୋଚରେ ଯାତ୍ରା କରିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ଫୁଡ୍ ଡେଲିଭରି ବୟ ଯିଏକି ଦୁଇଟି ଭିନ୍ନ କମ୍ପାନୀର ଲୋଗୋରେ ଖାଦ୍ୟ ଡେଲିଭରି କରୁଛନ୍ତି ।
ପିଲାର ମୃତ୍ୟୁର କିଛି ଦିନ ପରେ ଧିରେ ଧିରେ ସମସ୍ତେ ତାକୁ ଭୁଲିଯାଆନ୍ତି। ମା’ କିନ୍ତୁ ଜୀବନ ସାରା ଭୁଲିପାରେ ନାହିଁ। ଏ ସଂପର୍କର ବନ୍ଧନ ଏମିତି ସ୍ୱୟଂ ମୃତ୍ୟୁଦେବତା ମଧ୍ୟ ଏହାକୁ ବିଚ୍ଛିନ୍ନ କରିପାରିବେ ନାହିଁ। ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଫଟୋ ଭାଇରାଲ୍ ହେଉଛି ଯାହା ଏହାର ପ୍ରମାଣ ଦେଉଛି।
ଲୋକପ୍ରିୟ ଡାଏରୀ ବ୍ରାଣ୍ଡ୍ ଅମୁଲ ଏହାର ଆଇକନିକ୍ ଏବଂ ଆକର୍ଷଣୀୟ ଡୁଡଲ୍ସ ପାଇଁ ମଧ୍ୟ ଜଣାଶୁଣା। ବର୍ତ୍ତମାନ ପୁଣି ଥରେ କମ୍ପାନୀ ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାର ଉତ୍ସବ ପାଳନ କରୁଥିବା ବେଳେ ଏକ ସ୍ୱତନ୍ତ୍ର ଡୁଡଲ୍ ଶେୟାର କରିଛି।
ଏପରି ଏକ ଦୋକାନ ଅଛି, ଯାହା ୩୯୩ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ଝୁଲୁଛି। ଲୁହାର କ୍ଲାମ୍ପ୍ ସାହାଯ୍ୟରେ ଏହି ଦୋକାନକୁ ଟଙ୍ଗାଯାଇଛି। କେଉଁମାନେ ସାଜୁଛନ୍ତି ଏହାର ଗ୍ରାହକ, ଆସନ୍ତୁ ଜାଣିବା।
ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ସୋସିଆଲ୍ ମିଡିଆରେ ଏମିତି କିଛି ଲେଖିଛନ୍ତି ଯେ ଏହା ଦେଖୁ ଦେଖୁ ଭାଇରାଲ ହୋଇଛି। ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ପ୍ରୋଫାଇଲର ଏକ ସ୍ନାପ୍ସଟ୍ ଶେୟାର କରିଛନ୍ତି, ଯାହା ପରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍ ପଛରେ “X” ଚିହ୍ନ ଥିବାର ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ । ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ ଅନେକ ବ୍ୟକ୍ତିଙ୍କ ଶଙ୍କା ଦୂର ହୋଇଛି।
ଲାଇଫ୍ ପାର୍ଟନର ଖୋଜିବା ପାଇଁ ସୋସିଆଲ୍ ମିଡିଆରେ ବିଜ୍ଞପ୍ତି ଦେଲେ ଜଣେ ମହିଳା । ଯୋଗ୍ୟ ବର ଖୋଜିଦେଲେ ଦେବେ ୪ ଲକ୍ଷ ଟଙ୍କା ।
ସୋସିଆଲ ମିଡିଆରେ ଏକ ବ୍ୟାଗ୍ ଭାଇରାଲ୍ ହେବାରେ ଲାଗିଛି। ଏହି ବ୍ୟାଗ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ବ୍ୟାଗ୍ଟି ଲୁଣର ଏକ ଛୋଟ ଦାନା ଠାରୁ ବି ଛୋଟ। ଏହି ବ୍ୟାଗ୍ ଏତେ ଛୋଟ ଯେ ଏହାକୁ ମାଇକ୍ରୋସ୍କୋପ୍ ବିନା ଦେଖି ହେବନାହିଁ।
ଗରିବର ପଖାଳ କଂସା ସାଙ୍ଗକୁ ଗୋଟେ ଟମାଟୋ ପୋଡା ଭରସା ସାଜିଥିବା ବେଳେ ଏବେ ଏହାର ଆକାଶଛୁଆଁ ଦର ଲୋକଙ୍କୁ ନିରାଶ କରିଛି। ମଧ୍ୟବୀତ୍ତଙ୍କ ତରକାରୀକୁ ସ୍ୱାଦହୀନ କରିଦେଇଛି। ଦେଖନ୍ତୁ ଏହି ମଜ୍ଜାଳିଆ ମୀମ୍ସ।
ଭୟଙ୍କର କାର୍ ଦୁର୍ଘଟଣା କାରଣରୁ ସ୍ୱାମୀ କୋମାକୁ ଚାଲିଗଲେ । ଯେନେତେନ କରି ଲୋକଙ୍କ ସହାୟତାରେ ସ୍ୱାମୀଙ୍କୁ ୩ ବର୍ଷ ପରେ କୋମାରୁ ସୁସ୍ଥ ଭାବେ ଫେରିପାଇଲେ ସ୍ତ୍ରୀ । ଏବେ ଲୋକଙ୍କ ପାଖରୁ ଆଣିଥିବା ପ୍ରତିଟି ସହାୟତା ରାଶିକୁ ଶୁଝିବାକୁ ନିଷ୍ପତ୍ତି ନେଲେ ସ୍ତ୍ରୀ । ଗୋଟେ ଅଧେ ଟଙ୍କା ନୁହେଁ, ବରଂ ଲୋକଙ୍କୁ ୨୧ ଲକ୍ଷ ଟଙ୍କା ଫେରାଇବେ ଜଣେ ଚାଇନିଜ୍ ମହିଳା ।
ବାହାଘରର ୧୦ ବର୍ଷ ପରେ ମିଶିଲାନି ମନ । ଶେଷରେ ସ୍ୱାମୀକୁ ଦେଲେ ଛାଡ଼ପତ୍ର । କଲେ ନିଆରା ଡିଭୋର୍ସ ସେଲିବ୍ରେସନ୍ । ଦେଖନ୍ତୁ..
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା। ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ପ୍ରେମିକାକୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ…
ଥରେ କଳ୍ପନା କରନ୍ତୁ ତ ଯଦି ସେମାନେ ଗରିବ ହୋଇଯିବେ ତେବେ କିପରି ଦେଖାଯିବେ? AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସେମାନଙ୍କର କାଳ୍ପନିକ ଚିତ୍ର ସୃଷ୍ଟି ହୋଇଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେମାନଙ୍କୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ।
ରବିବାର ପଞ୍ଜାବ ଅମୃତସର୍ରୁ କୋଲକାତାକୁ ଆସୁଥିବା ଅକଲ୍ ତଖ୍ତ ଏକ୍ସପ୍ରେସର ଟିଟିଇଙ୍କ ବିରୁଦ୍ଧରେ ଯାତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଟ୍ରେନ ଚାଲୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଟିଟିଇ ଶୋଇଥିବା ମହିଳା ଯାତ୍ରୀଙ୍କ ମୁଣ୍ତ ଉପରେ ପରିସ୍ରା କରିଥିବାର ଅଭିଯୋଗ ହୋଇଛି ।
ପ୍ରାୟ ସମସ୍ତେ ତ ପ୍ରେମ ଓ ଭଲ ପାଇବାର କଥାକୁ ଶୁଣିବାକୁ ଭଲ ପାଆନ୍ତି। କିନ୍ତୁ ଆଜିର ଦୁନିଆରେ, ଯେତେବେଳେ ଲୋକେ ସେମାନଙ୍କ ପ୍ରେମିକ ବା ପ୍ରେମିକାକୁ ପ୍ରେମର ଭାଷା କହୁଥିବାର ଦେଖାଯାଏ ତାହା ହସେଇବାକୁ ବାଧ୍ୟକରେ।
ସାମ୍ନାକୁ ଏକ ଅଜବ ଖବର ଆସିଛି। ଗର୍ଭବତୀ ମହିଳା ଜଣଙ୍କ ଚଳଉଥିଲେ କାର୍। ହଠାତ୍ ଆରମ୍ଭ ହେଲା ପେନ୍। ନଥିଲା କିଛି ଉପାୟ। ନିଜେ ନିଜେ କରିଦେଲେ ଡେଲିଭରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ। ଦେଖନ୍ତୁ…
ବନ୍ଧୁକରେ କିପରି ଗୁଳି ଭର୍ତ୍ତି କରାଯାଏ ଆଉ ଫୁଟାଯାଏ ତାହା ଜଣେ ପୋଲିସକର୍ମୀଙ୍କ ଠାରୁ ଆଉ ବା କିଏ ବେଶି ଜାଣେ। ଯଦି ଜଣେ ଏସ୍ଆଇ ଏହାକୁ ନ ଜାଣି ନଥାନ୍ତି ତେବେ ଏହା ହାସ୍ୟାସ୍ପଦ ନୁହେଁ କି। ଦେଖନ୍ତୁ ଏହି ଭିଡିଓ, ସେ କିପରି ବନ୍ଧୁକରେ ଗୁଳି ଭର୍ତ୍ତି କରୁଛନ୍ତି।
ଏକ ଅଜବ ଛୁଟି ଦରଖାସ୍ତ ଭାଇରାଲ୍ ହେବାରେ ଲାଗିଛି। ସ୍କୁଲରୁ ଛୁଟି ନେବାକୁ ବୁନ୍ଦେଲଖଣ୍ଡୀର ଜଣେ କର୍ମଚାରୀ ଏମିତି ଏକ ଅଜବ ଦରଖାସ୍ତ ଲେଖିଛନ୍ତି। ଏହି ଦରଖାସ୍ତ ବିଷୟରେ ଜାଣିଲେ ଆପଣ ବି ହସକୁ ରୋକିପାରିବେ ନାହିଁ।
ପୁଣି ଦେଖାଗଲାଣି କରୋନା ଭାଇରସ୍ ଭୟ। ଆସିପାରେ ମାସ୍କ ବ୍ୟବହାରର କଟକଣା। ଜଣେ ଲୋକ ଏମିତି ଏକ ମାସ୍କ ବାହାର କରିଛନ୍ତି, ଯାହାକୁ ପିନ୍ଧି ଖାଇ ହେବ ଆଉ ପିଇ ହେବ।
ଭାଇରାଲ୍ ହେଉଛି ପରିବା ମାର୍କେଟ୍ର ଏକ ଭିଡିଓ। ଜଣେ ଟମାଟୋ ବିକ୍ରି କରୁଛନ୍ତି। ମହଙ୍ଗା ମଦକୁ ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି। ଜାଣନ୍ତୁ ସେ କ’ଣ କହୁଛନ୍ତି।
ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ। ଜଣେ ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍ରେ ରାନୁ ମଣ୍ଡଳଙ୍କର ଭିଡିଓ ଭାଇରାଲ୍ ହେଉଛି। ଯୁବକ ଜଣଙ୍କ ବାଇକ୍ ଆଗରେ ବସିଥିବା ବେଳେ ରାନୁ ତାଙ୍କ ବାଇକ୍ ପଛରେ ବସିଛନ୍ତି। ଦେଖନ୍ତୁ ଏହି ଭିଡିଓ…
UPI ତାହା କରିଦେଖେଇଛି ଯାହା କଳ୍ପନା କରିଥିଲା। ଦେଶର ଶେଷ ସୀମାରେ ଡିଜିଟାଲ ସେବା ପହଞ୍ଚିପାରିଛି। ଏହାକୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଗରିବ ପାଖରେ ଦେଖାଯାଇଛି ମାନବିକତା। କିଏ କହୁଛି ଇଏ ହେଉଛି ପ୍ରକୃତ ଧନୀ ତ କିଏ କହୁଛି କେବଳ ଗରିବମାନେ ହିଁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଭଗବାନ ଦ୍ୱାରା ଦିଆଯାଇଥିବା ଚେହେରା ଭଲ ଲାଗିଲା ନାହିଁ। ଚାହିଁଲେ ଏହାକୁ ପରିବର୍ତ୍ତନ କରିବା ପାଇଁ। ପ୍ଲାଷ୍ଟିକ୍ ସର୍ଜରୀ କରି ଫୁଲେଇ ଦେଲେ ଗାଲ ଆଉ କପାଳରେ ଉଠେଇଦେଲେ ଶିଙ୍ଗ।