• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Naxals

Naxals were printing fake currency notes
ଜଙ୍ଗଲରେ ମାଓବାଦୀ ଛାପୁଛନ୍ତି ଜାଲ୍ ନୋଟ୍

ଭୁଶୁଡ଼ି ପଡ଼ୁଛି ଲାଲଗଡ଼, ଉଜୁଡ଼ି ଯାଉଛି ମାଓ ଶିବିର । ଯବାନଙ୍କ ଲଗାତାର ଏନକାଉଣ୍ଟର ଆଗରେ ଧରାଶାୟୀ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ । ଆଉ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ।

Naxals
ଲାଲବାହିନୀ ଉପରେ ପୁଣି ହମଲା, ଏନକାଉଣ୍ଟରରେ ଟଳିଲେ ୫ ନକ୍ସଲ

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ଲାଲବାହିନୀ ଉପରେ ପୁଣି ହମଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୫ ଜଣ ନକ୍ସଲ । ଘଟଣା ଘଟିଛି, ଛତିଶଗଡ଼ ଦନ୍ତେୱାଡ଼ା-ନାରାୟଣପୁର ସୀମାନ୍ତରେ ।

naxal arrested
ସୁକମା IED ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୭ ନକ୍ସଲ ଗିରଫ

ଭୁବନଶ୍ୱର: ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ୯ ଯବାନ ସହିଦ୍ ହେବା ଘଟଣାରେ ୭ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। କିସ୍ତାରାମ ଅଞ୍ଚଳରୁ ସୁରକ୍ଷାକର୍ମୀ ଏହି ୭ ନକ୍ସଲଙ୍କୁ ଗିରଫ କରିଛନ୍ତି। ଗତ ୧୩ ତାରିଖରେ କିସ୍ତାରାମ ଜଙ୍ଗଲରେ ହୋଇଥିବା IED ବିସ୍ଫୋରଣରେ ୯ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ। ଏଥିରେ ୨ଜଣ ଆହତ ହୋଇଥିଲେ। ଏହି ବଡ଼ଧରଣର ନକ୍ସଲ ଆକ୍ରମଣରେ ଏମାନଙ୍କର ହାତ ଥିବା ଜଣାପଡିଛି। ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ପୁରୀ […]