ପ୍ଲେଷ୍ଟୋର୍ରୁ ବ୍ୟାନ୍ ହେଲା Battlegrounds Mobile India...
ତେବେ ୟୁଏଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଏହି ସୁନ୍ଦର ଦୃଶ୍ୟକୁ କୋଷ୍ଟଗାର୍ଡ ପକ୍ଷରୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର, ତିଥି –୨ୟା ରାତ୍ରି ୦୩/୦୦ ଗତେ ୩ୟା, ଚନ୍ଦ୍ର – କର୍କଟ ଦିବା ୧୨/୧୨ ଗତେ ସିଂହ, ଘାତ ଚନ୍ଦ୍ର- ଦିବା ୧୨/୧୨ ଗତେ କର୍କଟ ଓ ମକର ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷି - ପଶୁହାନି- ଭୂମି ଓ ଅନ୍ନଦାନ ରାତ୍ରି ୦୩/୦୦ ଗତେ ୧ ପାଦ - କୃଷହାନି-ଭମିଦାନ ।
ନିଜ ବୟସ ଠାରୁ କମ୍ ଦେଖାଯିବାକୁ କିଏ ବା ନ ଚାହେଁ। କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଅଭିଶାପ ହୋଇଯାଇଛି। ୨୭ ବର୍ଷରେ ସେ ୧୨ ବର୍ଷ ପରି ଦେଖାଯାଉଛନ୍ତି ବୋଲି ମିଳୁନି ଚାକିରି।
ଚାକରକୁ ହୃଦୟ ଦେଇଦେଲେ ମାଲିକାଣୀ। ତାଙ୍କ ସରଳତା ତାଙ୍କୁ ଏତେ ପ୍ରଭାବିତ କଲା ଯେ କହିଦେଲେ ‘I Love You’ ଆଉ କରିଦେଲେ ବିବାହ। ଏବେ ଚର୍ଚ୍ଚାରେ ଏହି ଲଭ୍ ଷ୍ଟୋରୀ।
ଆପଣ ବି କରୁଛନ୍ତି କି ଅଧିକ ଧୂମ୍ରପାନ। ତେବେ ହୋଇଯାଆନ୍ତୁ ସଚେତନ। ଏକ ଅନୁସନ୍ଧାନ ଦେଇଛି ବିପଦ୍ଜନକ ସୂଚନା। ପଢନ୍ତୁ…
ପାଟିରୁ ଏଭଳି ଶବ୍ଦ ଅଜାଣତରେ ଖସି ଯାଇଥିବାରୁ, ରାଷ୍ଟ୍ରପତି ତାଙ୍କୁ କ୍ଷମା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ଅଧୀର ରଞ୍ଜନ ।
ଖବର ସେତେବେଳେ ଲୋକଲୋଚନକୁ ଆସିଲା, ଯେତେବେଳେ ଅନୁଙ୍କ ଦୁଇ ଝିଅ ଲତିକା ଏବଂ ତନୟା ନିଜ ଆଈଙ୍କ ପାଖରେ ରହିବାକୁ ଲାଗିଲେ ଏବଂ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖିଲେ ।
ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ସେମାନଙ୍କ ପାଖରେ ଏହିସବୁ ଯୋଗ୍ୟତା ଅଛି ତେବେ ସେମାବେ ପରୀକ୍ଷା ନ ଦେଇ ପାଇପରିବେ ଚାକିରି। ଧ୍ୟାନର ସହ ଏହି ଖବର ପଢନ୍ତୁ।
ବିପାଶା-କରଣଙ୍କ ଦାମ୍ପତ୍ୟ ଜୀବନକୁ ପୂରି ଗଲାଣି ୬ ବର୍ଷ। ଏଯାଏ ଉଭୟ ହୋଇ ନାହାନ୍ତି ବାପା-ମାଆ। ଖୁବ୍ ଶୀଘ୍ର ତାଙ୍କ ଘରେ କୁନି ଅତିଥିଙ୍କ ଆଗମନ ବିଷୟରେ ଶୁଣିବାକୁ ମିଳିଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍ ଗ୍ରୁପ ବିର ଗୋଟିଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଡବଲ ଇଭେଣ୍ଟରେ ଭାରତର ମଙ୍ଗ ସମ୍ଭାଳିଥିଲେ ଶ୍ରୀଜା ଅକୁଲା ଓ ରୀତା ଟେନ୍ନିସନ।
ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।
ଟାଇଗର ଶ୍ରଫ୍ ଓ ଦିଶା ପାଟାନୀଙ୍କ ୬ ବର୍ଷର ଦୀର୍ଘ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଏହି ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏବେ ସାମ୍ନାକୁ ଆସିଛି ଏହା ପଛର କାରଣ।
ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ଏବେ ହନିମୁନ୍ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
କେବଳ ବାପା ନୁହଁନ୍ତି, ସିଦ୍ଧୁଙ୍କ ମା ଚରଣ କୌର୍ ମଧ୍ୟ ପୁଅର ସ୍ମୃତି ଉଦ୍ଦେଶ୍ୟରେ ଟାଟୁ କରିଛନ୍ତି।
ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛି ଉତ୍ତର କୋରିଆ...
ସ୍ୱାମୀକୁ ଧୋକାଦେଇ ପ୍ରେମିକ ପାଖରେ ସ୍ତ୍ରୀ । ମହିଳାଙ୍କୁ ଖୋଜିବା ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏବେ ଘଟଣାରେ ଟ୍ୱିଷ୍ଟ ଦେଖିବାକୁ ମିଳିଛି ।
କେକ୍ କାଟିବା ପରେ କାହିଁକି ଆତ୍ମହତ୍ୟା କଲା ପୂରା ପରିବାର ? ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀ କାହାକୁ କିଛି ଜଣାନାହିଁ ।
ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ନେଇ ତୀବ୍ର ସମାଲୋଚିତ ହେବା ପରେ ସଫେଇ ଦେଇଛନ୍ତି ଅଧିର ରଞ୍ଜନ।
ଅଭିନେତ୍ରୀଙ୍କ ଘରେ ଥିଲା ଟଙ୍କା, ହେଲେ ତାଙ୍କୁ ଜଣାନଥିଲା କେମିତି ?
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଘାଟିତ...
ମହଙ୍ଗା ପଡ଼ିଲା ଅଧିରଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ...ଜାତୀୟ ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ ନୋଟିସ୍ ଜାରି...