ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ମଧ୍ୟାହ୍ନ ଭୋଜନରେ ସବୁ ଖାଦ୍ୟ ନିରାମିଷ ଥିଲା।
କେମିତି ୩ ଭଉଣୀଙ୍କ ମୃତ୍ୟୁ ଘଟିଲା ? ଏହା ଆତ୍ମହତ୍ୟା ନା ହତ୍ୟାର ରୂପ ଦିଆଯାଇଛି। ତାହା ଜଣାପଡ଼ିନି। ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।
ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋସୁଟ୍କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏନେଇ ରଣବୀର ମଧ୍ୟ ଟ୍ରୋଲ୍ ହେଉଛନ୍ତି। ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଏହି ବିବାଦୀୟ ଫଟୋ କେଉଁଠାରେ, କିଏ, କେବେ ସୁଟ୍ କରିଥିଲେ। ଆସନ୍ତୁ ଜାଣିବା…
ଇଡିର ତଦନ୍ତ, ଗିରଫ କରିବା ଓ ଅନ୍ୟାନ୍ୟ କ୍ଷମତା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।
ହେଲିକପ୍ଟର ସହ ସେଲ୍ଫି ନେଉ ନେଉ ଜୀବନ ଚାଲିଗଲା ।
କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୦ ହଜାର ୫୩୦ ଟଙ୍କାରେ କାରବାର ହେଉଛି
ସଙ୍କଟରେ ତେଲୁଗୁ ପିଲ୍ମ ଶିଳ୍ପ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନିର୍ମାତାମାନେ। ଏନେଇ ଅଗଷ୍ଟ ୧ରୁ ସବୁ ଫିଲ୍ମ ସୁଟିଂ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି।
ଯୁବକଙ୍କ ପାଇଁ ନାକେଦମ୍ ଅଗ୍ନିଶମ କର୍ମଚାରୀ । ସ୍ତ୍ରୀ ଯିବା ପାଇଁ ରାଜି ହେଲେ ହିଁ ଟାୱାର ଉପରୁ ଓହ୍ଲାଇବେ ବୋଲି ଯିଦ୍ ଧରିଥିଲେ ଯୁବକ ।
ଯଦି ଆପଣ ଦିଲ୍ଲୀ କିମ୍ବା ଏନ୍ସିଆର୍ରେ ରହୁଛନ୍ତି ଓ ଦୁଇ ଚକିଆ ଯାନରେ ଯାତ୍ରା କରୁଛନ୍ତି, ତା’ହେଲେ ଟିକେ ସତର୍କ ରୁହନ୍ତୁ। ଦିଲ୍ଲୀରେ ଚାଇନା ମାଞ୍ଜା ସୂତାରେ ଆଉ ଜଣେ ଯୁବକଙ୍କ ବେକ କଟି ଯାଇଛି।
ଆଜି ସକାଳୁ ସକାଳୁ ଫିଲିପାଇନ୍ସ(Philippines)ରେ ଭୂକମ୍ପ(Earthquake)ର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି।
ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଏହି କଥାକୁ ଧ୍ୟାନଦିଆ ନଯାଏ ବା ଅଣଦେଖା କରାଯାଏ ତାହେଲେ ଏହା ଆପଣଙ୍କ ପୁରା ଦିନକୁ ବିଗାଡ଼ି ଦେଇ ପାରେ। ତାହେଲେ ଆସନ୍ତୁ ଜାଣିବା ବ୍ରାହ୍ମ ମୁହୁର୍ତ୍ତରେ ଉଠି କେଉଁ କାମ କରିବା ଉଚିତ ନୁହେଁ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ବୟସ ବଢିବା ସହ ବାର୍ଦ୍ଧକ୍ୟର ଯନ୍ତ୍ରଣା ମାଡିଆସେ। ଶରୀର ଧିରେ ଧିରେ ନିଷ୍କ୍ରିୟ ହୋଇଯାଏ। କିନ୍ତୁ ଆପଣ ଯଦି ଏହି ୪ଟି ଆସନକୁ ପ୍ରତିଦିନ କରୁଛନ୍ତି ତେବେ କେବେ ବି ଛୁଇଁବନି ବାର୍ଦ୍ଧକ୍ୟ।
ସବୁ ମହିଳା ନିଜ ମୁହଁକୁ ଚିକ୍କଣ ରଖିବାକୁ ଭଲ ପାଆନ୍ତି। ମୁହଁରେ ଟିକେ ରୁମ ରଖିବାକୁ ଦିଅନ୍ତି ନାହିଁ। କିନ୍ତୁ ଏଇ ଭାରତରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଶ ରଖିବାକୁ ଭଲ ପାଆନ୍ତି। ତାଙ୍କର ଏହି ନିଶ ପାଇଁ ସେ ଗର୍ବ ଅନୁଭବ କରନ୍ତି।
ଇଡି ପକ୍ଷରୁ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଆଜି ସୋନିଆଙ୍କ ବୟାନ ରେକର୍ଡ ହୋଇଛି
ଅର୍ପିତାଙ୍କ ଘରୁ ମିଳିଥିବା ଏକ ବ୍ଲାକ୍ ଡାଏରୀକୁ ନେଇ ବଢ଼ିଛି ଛନକା
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ବେଳେ ପିନ୍ଧିଥିଲେ କେଉଁ ଶାଢି ?
ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା। ଦରଦାମ ବୃଦ୍ଧି, ଜିଏସ୍ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି।
ଯୁବକ ବଞ୍ଚାଇଦେଲେ ଦୁଇ ବର୍ଷ କୁନି ଝିଅର ଜୀବନ ।
କଂଗ୍ରେସର ନେତାମାନେ ପୂର୍ବରୁ ଅନେକ ଥର ବିଭିନ୍ନ ଜେରାର ସାମ୍ନା କରିଛନ୍ତି। ଅନେକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ଦଳ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନି। ହେଲେ ଆଜି ଯେତେବେଳେ ସୋନିଆ ଓ ରାହୁଲଙ୍କ ବେଳ ପଡିଛି ଦଳ କାହିଁକି ଜୋରଦାର ବିରୋଧ କରୁଛି? ଏହା ପଛରେ ରହିଛି କି ଗିରଫଦାରୀ ଭୟ?
ରଣବୀର ସିଂଙ୍କ ବିରୋଧରେ ଦେଶବ୍ୟାପି ବିରୋଧ , ଏବେ ତାଙ୍କ ପାଇଁ ଆରମ୍ଭ ହୋଇଛି ବସ୍ତ୍ରଦାନ ଅଭିଯାନ ।
ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା। ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା।
ପ୍ରେମ ବିବାହ କରିଥିବା ଝିଅଜ୍ୱାଇଁଙ୍କୁ ମୃତ୍ୟୁଦଣ୍ଡ ଦେଲା ବାପା ।
ଓଡ଼ିଆ ଫିଲ୍ମ ସହ କେତୋଟି ବେଙ୍ଗଲୀ ଫିଲ୍ମରେ କାମ କରିଛନ୍ତି, ଶିକ୍ଷକ ନିଯୁକ୍ତି ସ୍କାମରେ ଇଡି ଦ୍ୱାରା ଗିରଫ ପରେ ଚାଲିଛି ଗସିପ୍