• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Har Ghar Tiranga

Har Ghar Triranga
ସବୁଠି ଉଡ଼ିବ ତ୍ରିରଙ୍ଗା

ହାତରେ ସ୍ୱାଧୀନ ଭାରତର ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା । ମୁହଁରେ ଭାରତ ମାତାର ଜୟ ଜୟକାର । ସମସ୍ତଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା । ସ୍ୱାଧୀନତା ଦିବସ ପୂର୍ବରୁ ତ୍ରିରଙ୍ଗାରେ ରଙ୍ଗିନ ଗାଁଠୁ ସହର । ଉପାନ୍ତରୁ ଉପକୂଳ ସବୁଠି ରଙ୍ଗୀନ କାର୍ଯ୍ୟକ୍ରମ..

 har ghar tiranga campaign in Dhenkanal
ହର୍ ଘର୍ ତ୍ରିରଙ୍ଗାରେ ସାମିଲ ହେଲେ SHG ମହିଳା: ତିଆରି କଲେ ୧୦ହଜାରରୁ ଉର୍ଦ୍ଧ୍ୱ ପତାକା

ଗ୍ରୁପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଏହି SHG ଗ୍ରୁପର ମହିଳା ମାନେ।

Triranga Designer Pingali Venkayya
ପ୍ରଥମେ କ’ଣ ଥିଲା ୩ ରଙ୍ଗର ଉଦ୍ଦେଶ୍ୟ ? କେମିତି ଥିଲା ଡିଜାଇନରଙ୍କ ଶେଷ ସମୟ ?

ସେ ଗାନ୍ଧିଜୀଙ୍କ ଆଦର୍ଶରେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସବୁଦିନ ପାଇଁ ଭାରତ ଫେରି ଆସିଥିଲେ। ପରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । 

Vendors mint money as demand for tricolour flag flies high
ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା

ସ୍ବାଧୀନତା ଦିବସ ଅବ୍ୟହତ ପୂର୍ବରୁ ବିଭିନ୍ନ ମାର୍କେଟରେ ଛାଇ ହୋଇଗଲାଣି ତ୍ରିରଙ୍ଗା। ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ମାର୍କେଟରେ ମାନ୍ଦା ଅବସ୍ଥା ଥିଲା।  ହେଲେ ଏଥର କରୋନା କଟକଣା ନଥିବାରୁ ସ୍ୱାଧୀନତା ଦିବସକୁ ଧୁମଧାମରେ ପାଳନ କରିବା ଲାଗି ସମସ୍ତେ ଆଗଭର। 

Har Ghar Tiranga' campaign
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ପାଳୁଛି ମହାପର୍ବ

ଘରେ ଘରେ ତ୍ରିରଙ୍ଗା। ରାସ୍ତାରୁ ରାଜପଥ, ଗଭୀର ସମୁଦ୍ରରୁ ମହାକାଶ - ଏଠି ସେଠି ସବୁଠି ଜାତିର ଗୌରବ ତ୍ରିରଙ୍ଗା।

Har Ghar Tiranga
ଗଭୀର ସମୁଦ୍ରର ଅଥଳ ପାଣିରେ ଉଡ଼ିଲା ତିରଙ୍ଗା

ଏହି ସୁନ୍ଦର ଦୃଶ୍ୟକୁ କୋଷ୍ଟଗାର୍ଡ ପକ୍ଷରୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା।