• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dasara

Durga Puja in Laxmannath Gada
Durga Puja 2023: ଦୁର୍ଗାପୂଜା ବନ୍ଦ ହେବାରୁ ଏଠି ଅନାବୃଷ୍ଟି ହେଲା, ଚାଷ ଜମି ପଡ଼ିଆ ପଡ଼ିଲା

ଜମିଦାରୀ ଚାଲିଯିବାରୁ ରାୟ ମହାଶୟଙ୍କ ଆୟ କମିଲା। ଫଳରେ ସେ ଦୁର୍ଗାପୂଜା ବନ୍ଦ କରିଦେଲେ। ସେହି ବର୍ଷ ସ୍ଥାନୀୟ ଅଞ୍ଚଳରେ ଅନାବୃଷ୍ଟି ହେଲା। ଚାଷ ଜମି ପଡିଆ ପଡ଼ିଲା। ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଲେ। ଆଉ ତା’ ପରେ…

dussehra puja in odisha
ମନ ଟାଣି ନେଉଛି ମା’ଙ୍କ କମନୀୟ ମୂର୍ତ୍ତି

ହସ ହସ ଦିଶିଲାଣି ଧରା। କାଶତଣ୍ଡୀ ଫୁଲରେ ସଜେଇ ହେଲାଣି ପ୍ରକୃତି । ତା ସାଙ୍ଗକୁ ପୂଜା ମଣ୍ଡପରେ ଲାଗିଲାଣି ଭିଡ। ଆଲୋକ ତୋରଣରେ ହସୁଛି ରାସ୍ତାଘାଟ। ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣ ଆଖି ଟାଣି ନେଉଛି। ସବୁଠି ଶୁଭିଲାଣି ମା’ଙ୍କ ଆଗମନୀର ପଦଧ୍ୱନୀ। ଆସୁଛନ୍ତି ମା‘। ଜଗଜ୍ଜନନୀ ମା’ ଦୁର୍ଗା।

On navratri kanya pujan in ashtami or navami
ନବରାତ୍ରରେ କନ୍ୟାପୂଜା; କ’ଣ ରହିଛି ବିଧି

ନବରାତ୍ରୀର ଅଷ୍ଟମୀ ବା ନବମୀ ଯେକୌଣସି ଦିନ କନ୍ୟାପୂଜା କରାଯାଇପାରେ। ଦୁର୍ଗାଷ୍ଟମୀ ଦିନ କେତେକ ଭକ୍ତ କନ୍ୟା ପୂଜା କରି ସେମାନଙ୍କୁ ଭୋଜନ ଦେଇଥାନ୍ତି ତ କେହି କେହି ନବମୀ ତିଥିଙ୍କୁ ଅଧିକ ଶୁଭ ବୋଲି ମନେ କରନ୍ତି। ତେବେ ଆସନ୍ତୁ ନଜର ପକେଇବା କେତେକ ସାମଗ୍ରୀ ଉପରେ ଯାହାକୁ ଏହି ଦିନ କନ୍ୟାଙ୍କୁ ପ୍ରଦାନ କରାଯାଇଥାଏ।

Prasad in the puja mandap
ପୂଜା ମଣ୍ଡପରେ ଭୋଗ; କେଉଁଠି ମାଛ, କେଉଁଠି ଚୋପି

ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ। ଏନେଇ କଟକର ସ୍ଥାନ ସ୍ୱତନ୍ତ୍ର। ମା’ଙ୍କ ପୂଜା ବିଧିରେ ଭୋଗ ଏକ ନିଆରା ପରମ୍ପରା। କେତେକ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ ଆଉ କେତେକ ମଣ୍ଡପର ଭୋଗକୁ ନେଇ ରହିଛି ସ୍ୱତନ୍ତ୍ରତା। ଆସନ୍ତୁ ନଜର ପକେଇବା…

Navadurga and chakra sadhana
କ’ଣ ରହିଛି ନବଦୁର୍ଗାଙ୍କ ବିଶେଷତ୍ୱ; କିପରି କରାଯାଏ ସାଧନା

ନବରାତ୍ରୀରେ ନଅ ପ୍ରକାରର ଦୁର୍ଗାଙ୍କୁ ପୂଜା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗାଙ୍କ ପୂଜା କରାଯାଏ। ତେବେ ଏହି ନବଦୁର୍ଗା ଓ ଶରୀରର ତତ୍ତ୍ୱ ସହିତ କ’ଣ ରହିଛି ସମ୍ପର୍ଣ୍ଣ ଆସନ୍ତୁ ଜାଣିବା।

When Dussehra Started in odisha
ଓଡିଶାରେ କେବେ ଆରମ୍ଭ ହେଲା ଦୁର୍ଗା ପୂଜା

ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ବ୍ୟବହୃତ ଖଣ୍ଡା, ଢାଲ ଆଦି ଉପକରଣ ଏହି ଦିନ ପୂଜା କରାଯାଇଥାଏ। ତେବେ ଓଡିଶାରେ ଦଶହରା କେବେ ଠାରୁ ପାଳନ ହେଲା ଓ ଏହାକୁ ପ୍ରଥମେ କିଏ କରେଇଲେ ଜାଣିବା ପାଇଁ ପଢନ୍ତୁ।

How is Dashara celebrated in Odisha's main Shaktipeeth
ଓଡ଼ିଶାର ମୁଖ୍ୟ ଶକ୍ତିପୀଠରେ କିପରି ପାଳନ ହୁଏ ଦଶହରା

ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଶକ୍ତିପୀଠ ରହିଛି। ଦଶହରା ଚାଲିଆସିଲେ ଏହିସବୁ ଶକ୍ତିପୀଠ ହୋଇଉଠେ ଚଳଚଞ୍ଚଳ। ବିଭିନ୍ନ ପୂଜା ବିଧିରେ କରାଯାଏ ମା’ଙ୍କ ପୂଜା। ତେବେ ଆସନ୍ତୁ ଜାଣିନେବା କେଉଁ ସବୁ ଶକ୍ତିପୀଠରେ କିପରି ଭାବେ ପାଳନ ହୁଏ ଦଶହରା।

Why the idol of maa Durga made in brothel soil
ବେଶ୍ୟାଳୟ ଅଗଣାର ମାଟିରେ କାହିଁକି ତିଆରି ହୁଏ ଦେବୀ ମୂର୍ତ୍ତି

ସାରା ଭାରତରେ ଦୁର୍ଗାପୂଜାକୁ ପବିତ୍ର ମନରେ ପାଳନ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ବେଶ୍ୟାଳୟ ଅଗଣାର ମାଟି ବିନା ତିଆରି ହୋଇପାରେନା ମା’ଙ୍କ ମୂର୍ତ୍ତି। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।

nabaratra puja
ନବରାତ୍ର ପୂଜା: କେଉଁ ଦେବୀଙ୍କୁ କେଉଁ ରଙ୍ଗରେ କରାଯାଏ ପୂଜା ?

ଏଥର ନବରାତ୍ର ପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ପୂଜା ଶେଷ ହେବ ଅକ୍ଟୋବର ୪ ତାରିଖରେ।  ୫ ତାରିଖ ବିଜୟାଦଶମୀ  । ଚଳିତବର୍ଷ ମହାଷ୍ଟମୀ ପୂଜା  ଅକ୍ଟୋବର ୩ ତାରିଖରେ ପଡ଼ୁଛି । ତେବେ ଏହି ଶାରଦୀୟ ନବରାତ୍ର ପୂଜାର ବିଶେଷ ମହତ୍ୱ ରହିଛି। ଏହି ୯ଦିନରେ ମା’ଙ୍କୁ ୯ଟି ରୂପରେ ପୂଜା କରାଯାଏ । ତେବେ ଏହି ୯ ଦିନ କେଉଁ ଦେବୀଙ୍କୁ କେଉଁ ରଙ୍ଗରେ ପୂଜା କରାଯାଏ ତାହାର ସ୍ୱତନ୍ତ୍ର ବିଧି ରହିଛି।

Navratri 2022 starting date shubh yog and durga puja
ହାତୀ ବାହନରେ ଆସୁଛନ୍ତି ମା’; ଖେଳିଯିବ ସୁଖ-ସମୃଦ୍ଧି

ଚଳିତ ବର୍ଷ ନବରାତ୍ରୀର ୯ ଦିନରେ ଅନେକ ଶୁଭ ସଂଯୋଗ ରହିଛି। ସେପ୍ଟେମ୍ବର ୨୬ ସୋମବାରରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ। ମା ହାତୀ ବାହନରେ ଧରାପୃଷ୍ଠକୁ ଆସିବେ, ଯାହା ସୁଖ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।