/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738933142.jpg)
ଆସିଲା OCS ପ୍ରିଲିମ୍ ରେଜଲ୍ଟ
ପ୍ରକାଶ ପାଇଲା ୨୦୨୩-OCS ପ୍ରିଲିମ ରେଜଲ୍ଟ । ମେନ୍ ପରୀକ୍ଷା ପାଇଁ ୪୭୯୯ ଜଣ ଉନ୍ନୀତ ହୋଇଛନ୍ତି । ତେବେ OCS ପ୍ରିଲିମ୍ ପାଇଥିବା ୪୭୯୯ ଜଣଙ୍କ ମଧ୍ୟରୁ ୧୫୭୩ ଜଣ ମହିଳା ଥିବା ସୂଚନା ମିଳିଛି । OPSC ୱେବସାଇଟ୍ରୁ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । କୃତି ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର OPSC ୱେବସାଇଟ୍ରେ ଉପଲବ୍ଧ ରହିଛି । ସୂଚନା ଅନୁସାରେ ୨୦୨୪ ଡିସେମ୍ବର ୧୫ରେ OCS ପ୍ରିଲିମ୍ ପରୀକ୍ଷା ହୋଇଥିଲା ।
Advertisment
ଅଧିକ ପଢ଼ନ୍ତୁ: ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟ୍, ଝାମ୍ପି ନେଲେ ୨ ଲକ୍ଷ ୫୦ ହଜାର ଟଙ୍କା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)