୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ...
ସବୁବେଳେ ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ରିଷି ସୁନକଙ୍କୁ ଶୁଭେଚ୍ଛା ଜଣାଇ କରିଛନ୍ତି ଏକ ଟୁଇଟ। ଟୁଇଟଟି ଯେତିକି ମନଛୁଆ ସେତିକି ସୁଚିନ୍ତିତ ଆଉ କିଛିଟା ତେର୍ଛା ବି। ବୁଝିବା ଲୋକଙ୍କ ପାଇଁ ଅଳ୍ପରେ କହେ ଅନେକ କଥା।
ଶଶି ଥରୁର୍ ନା ମଲ୍ଲିକାର୍ଜୁନ ଖଡଗେ ? କିଏ ହେବେ ସଭାପତି ? ଆଜି ଘୋଷଣା ହେବ କଂଗ୍ରେସର ନୂଆ ସଭାପତିଙ୍କ ନାଁ ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?
ଆଜି ନାମାଙ୍କନ ଦାଖଲ କରିପାରନ୍ତି ଉଭୟ ନେତା । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଆଜି ନାମାଙ୍କନ ଦାଖଲର ଶେଷ ଦିନ ।
ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ ।
ସଂସଦରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଚାଲିଥିବା ବେଳେ ଏକ ଭିନ୍ନ ଅନ୍ଦାଜରେ ଶଶି ଥରୁର ସାଂସଦ ମାଡାମ୍ଙ୍କ ସହ ଗପ କରୁଛନ୍ତି ।