/odishatv-khabar/media/post_attachments/uploadimage/library/16_9/16_9_0/Panchang_1666149602.jpg)
Panchang
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି
Advertisment
ଶୁଭ ସମୟ:
- ପ୍ରାତଃ ୦୫/୪୬ ରୁ ୦୮/୦୪
- ଦିବା ୧୦/୨୨ ରୁ ୧୧/୩୨
- ଦିବା ୦୧/୨୬ ରୁ ୦୩/୪୪
- ସନ୍ଧ୍ୟା ୦୬/୦୬ ରୁ ୦୬/୫୬
- ରାତ୍ରି ୦୮/୩୬ ରୁ ୦୨/୩୯
- ରାତ୍ରି ୦୪/୧୨ ରୁ ୦୫/୪୬
ଅଧିକ ପଢ଼ନ୍ତୁ: Daily Horoscope 19th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ
Advertisment
ଅଶୁଭ ସମୟ:
- ଋାହୁକାଳ – ଦିବା ୧୧/୩୧ ରୁ ୧୨/୫୭
- କାଳବେଳା - ଦିବା ୦୮/୩୮ ରୁ ୧୦/୦୫
- ବାରବେଳା – ଦିବା ୧୧/୩୧ ରୁ ୧୨/୫୭
- କାଳରାତ୍ରି – ରାତ୍ରି ୦୨/୩୯ ରୁ ୦୪/୧୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)