• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress Bharat Jodo Yatra

rahul-priyanka enjoy snowball fight in srinagar
ସରିଲା ‘ଭାରତ ଯୋଡୋ’ ଯାତ୍ରା; ବରଫ ଫିଙ୍ଗାଫିଙ୍ଗି ହେଲେ ରାହୁଲ-ପ୍ରିୟଙ୍କା

ଶେଷ ହୋଇଛି ‘ଭାରତ ଯୋଡୋ’ ଯାତ୍ରା। ୧୩୫ ଦିନ ବ୍ୟାପୀ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୪ ହଜାର କିଲୋମିଟର ଅତିକ୍ରାନ୍ତ କରିବା ପରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁ କଶ୍ମୀରର ଶ୍ରୀନଗରରେ ଶେଷ ହୋଇଛି। ଏହି ଅବସରରେ ଦେଖିବାକୁ ମିଳିଛି ବରଫରେ ରାହୁଲ-ପ୍ରିୟଙ୍କାଙ୍କ ଝଗଡା।

Rahul Gandhi is looking for such a virtuous girl for maariage
ଯେତେବେଳେ ମୁଁ ଠିକ୍ ଝିଅ ପାଇଯିବି ସେତେବେଳେ ମୁଁ ବିବାହ କରିବି - ରାହୁଲ ଗାନ୍ଧୀ

ରାହୁଲ୍ ଗାନ୍ଧୀଙ୍କୁ ଏବେ ୫୨ ବର୍ଷ। ବିବାହ କରିବାକୁ ସେ ଏମିତି ଝିଅ ଖୋଜୁଛନ୍ତି। ଜାଣନ୍ତୁ ସେ କେଉଁ ଗୁଣ ଥିବା ଝିଅ ଖୋଜୁଛନ୍ତି।

Congress MP  Santokh Singh Chaudhary Dies During Bharat Jodo Yatra
ଦୁଃଖଦ ଘଟଣା: ‘ଭାରତ ଯୋଡ଼ୋ ଯାତ୍ରା’ରେ ଚାଲୁ ଚାଲୁ ଚାଲିଗଲା କଂଗ୍ରେସ ସାଂସଦଙ୍କ ଜୀବନ

ପରଲୋକର କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ। ଭାରତ ଯୋଡ଼ୋ ଯାତ୍ରା ବେଳେ ହାର୍ଟ ଆଟାକ୍‌ ଆସିବାରୁ ତାଙ୍କର ଦେହାନ୍ତ ହୋଇଛି।

Rahul Gandhi
ରାହୁଲଙ୍କ ପିଲାଳିଆମି; ମାଆ ସୋନିଆଙ୍କ ସହ ଏମିତି କଲେ ଯେ, ସେ ଲାଜେଇଗଲେ..ଦେଖନ୍ତୁ ଭିଡିଓ

ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା । ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ ହସୁଥିବା ଏବଂ ଥଟ୍ଟା କରୁଥିବା ମଧ୍ୟ ଦେଖାଯାଇଥିଲା । 

Rahul Gandhi
ରାହୁଲ ଗାନ୍ଧିଙ୍କୁ କଡ଼ା ସୁରକ୍ଷା ଦେବାକୁ ଦାବି ! ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଧାରଣ ସଂପାଦକ

ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କର ସୁରକ୍ଷା ଉଲ୍ଲଂଘନ ହୋଇଥିବା ଅଭିଯୋଗ

Raghuram Rajan Joined Rahul Gandhi Bharat Jodo Yatra
ଭାରତ ଯୋଡ଼ୋ ଯାତ୍ରାରେ ପୂର୍ବତନ RBI ଗଭର୍ଣ୍ଣର ରଘୁରାମ ରାଜନ, କଂଗ୍ରେସ ଟ୍ୱିଟ୍‌ କଲା ହମ୍ ହୋଙ୍ଗେ କାମୟାବ୍

ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ।

Rahul Gandhi gives flying kiss to crowd chanting modi modi
ମୋଦି ନାରାବାଜୀଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଲେ ରାହୁଲ ଗାନ୍ଧୀ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଜସ୍ଥାନ ଅଭିମୁଖେ ତାଙ୍କ ‘ଭାରତ ଯୋଡ ଯାତ୍ରା’ର ଅଭିଯାନକୁ ଆଗେଇ ନେଉଛନ୍ତି। ଯେତେବେଳେ ମଧ୍ୟପ୍ରଦେଶରେ ଏହି ଯାତ୍ରା ଚାଲିଥିଲା ସେତେବେଳେ 'ମୋଦି, ମୋଦି' ସ୍ଲୋଗାନ ଦେଇଥିବା ଜନତାଙ୍କୁ ଫ୍ଲାଇଙ୍ଗ୍‌ କିସ୍ ଦେଉଥିବାର ନଜର ଆସିଛନ୍ତି।

Rahul Gandhi
ଚାବୁକରେ ନିଜକୁ ପିଟିଲେ ରାହୁଲ ଗାନ୍ଧି, ହେଲେ କାହିଁକି?

ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Rahul Gandhi
ମା’ ପଠେଇଥିଲେ ସନସ୍କ୍ରିନ, ଲଗେଇଲେନି ରାହୁଲ

ଭାରତ ଯୋଡୋ ଯାତ୍ରାରେ ଅଛନ୍ତି ରାହୁଲ ଗାନ୍ଧି। ସାରା ଭାରତ ବୁଲୁଛନ୍ତି। ତଥାପି ଚେହେରାର ଚମକ କମିନି। ତେବେ କେଉଁ ବ୍ରାଣ୍ଡର ସନସ୍କ୍ରିନ ଲୋଶନ ଲଗାଉଛନ୍ତି ରାହୁଲ ? ଆପଣ ଜାଣନ୍ତି ?

Will the Congress 'Bharat Jodo Yatra' succeed
ସଫଳ ହେବ କି କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ କି? ଏହା ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ?

Rahul Gandhi
ପୁଣି ଅପଦସ୍ତ ରାହୁଲ ! ଭାରତ ଯୋଡ଼ୋ ଯାତ୍ରାରେ ଆକ୍ଟିଭ୍‌ ପକେଟ୍‌ମାର୍‌ ଗ୍ୟାଙ୍ଗ ! ଫଟୋ ଭାଇରାଲ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଥଟ୍ଟା ମଜା ।

Special story
୨୪ ନିର୍ବାଚନ ପାଇଁ ଆଗୁଆ ପାଗଭିଡ଼ା: ହଠାତ୍‌ ଚଳଚଞ୍ଚଳ ରାଜ୍ୟ ରାଜନୀତି

ନବୀନଙ୍କ ପାଓ୍ୱାର ସୋ ପରେ ଗାଁ ଗାଁରେ ବିଡେଜି କରିବ ପୁରସ୍କାର ପ୍ରଚାର । ଏଣେ ସୁନୀଲ ବଂଶଲଙ୍କ ସମୀକ୍ଷା ପରେ ଜେପି ନଡ୍ଡାଙ୍କ ଓଡ଼ିଶା ନକ୍ସାକୁ ବିଜେପିର ଅପେକ୍ଷା । ଭାରତ ଯୋଡ଼ ଯାତ୍ରାରୁ କଂଗ୍ରେସର ଅଭିଯାନ ଆରମ୍ଭ ।

Robert Vadra
ଭାରତ ଯୋଡ଼ୋ ନା ପରିବାର ଯୋଡ଼ୋ ? ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ ଦେଖି ବିରୋଧୀଙ୍କ ତାତ୍ସଲ୍ୟ

ରାଜନୀତି ସହ ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନଥାଇ ବି ତାଙ୍କ ଫଟୋକୁ ପୋଷ୍ଟରରେ ରଖାଯିବା ପରେ ବିବାଦ ଦେଖାଦେଇଛି ।

Himanta Biswa Sarma
‘ଯଦି ଭାରତକୁ ଯୋଡ଼ିବାର ଅଛି, ପାକିସ୍ତାନରୁ ଯାତ୍ରା ଆରମ୍ଭ କରନ୍ତୁ’

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଛି ।

Congress Bharat Jodo Yatra
କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା; କନ୍ୟାକୁମାରୀରୁ ଆରମ୍ଭ, କାଶ୍ମୀରରେ ଶେଷ

ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ ଭାରତ ଯୋଡୋ ଯାତ୍ରା ।