• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russia Ukraine War

Putin
ପୁଣି ଧମକ ଦେଲେ ପୁଟିନ, ଆମେରିକା ମୁଣ୍ଡ ପୁରାଇଲେ ପରମାଣୁ ଆଟାକ୍ କରିବ ଋଷ

ଆମେରିକାରେ ଅନେକ ରୁଷ-ଆମେରିକା ସମ୍ପର୍କ ବିଷୟରେ ତର୍ଜମା କରିବାକୁ ଅନେକ ବିଶେଜ୍ଞ ରହିଛନ୍ତି। ତେଣୁ ମୁଁ ଭାବୁଛି ଯେ ସମସ୍ତେ ପରମାଣୁ ଯୁଦ୍ଧ ପାଇଁ ଆଦୌ ତରବରିଆ ନ ହୁଅନ୍ତୁ। କିନ୍ତୁ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଆମ ସହ ଯିଏ ଲାଗିବ, ତା’କୁ ଆମେ ଛାଡ଼ିବାକୁ ନାହିଁ।”

russia ukraine war
ଚିନ୍ତାରେ ରୁଷ ରାଷ୍ଟ୍ରପତି ! ୟୁକ୍ରେନ୍‌ ପ୍ରୟୋଗ କରିପାରେ କ୍ଲଷ୍ଟର ବୋମା; ଭାରତ ପାଖରେ ଅଛି କି ଏହି ବୋମା ?

ଆମେରିକାର ଏହି ଘୋଷଣା ପରେ ପୁଟିନ୍‌ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Russia Ukraine war
ବର୍ଷେ ହେଲା ଚାଲିଛି ରୁଷ-ୟୁକ୍ରେନ୍ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ ନେଇ ବଢ଼ୁଛି ଆଶଙ୍କା

ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।

Russia Ukraine war
ଅନ୍ଧାରରେ କିଭ୍, ପାଣି ପାଇଁ ଚାରିଆଡେ ହାହାକାର

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପୁରା ସହର ଥରି ଉଠିଥିଲା। 

Killer 'kamikaze' drones
କିଭ୍ ଉପରେ କିଲର୍‌ ‘କାମକାଜି’ ଡ୍ରୋନରେ ଆକ୍ରମଣ : ସନ୍ଦେହ ଘେରରେ ଇରାନ୍‌ ଭୂମିକା

କାମକାଜି ଡ୍ରୋନ ବ୍ୟବହାର ପରେ ୟୁକ୍ରେନ ଯୁଦ୍ଧରେ ଇରାନର ସଂପୃକ୍ତି ନେଇ ପ୍ରମାଣ ଖୋଜୁଛି ୟୁରୋପୀୟ ସଂଘ

Russia-Ukraine war
ଋଷର କଠୋର ପ୍ରତିଶୋଧ ! କିଭ୍ ଉପରେ ଘନ ଘନ ରକେଟ୍‌ ମାଡ଼

ୟୁକ୍ରେନର ରାଜଧାନୀ କିଭ୍ ଉପରେ ଋଷ୍‌ ରକେଟ୍ ପରେ ରକେଟ୍ ଆକ୍ରମଣ କରିଛି ।

Ukraine war prediction reduces Russian soldiers wife to tears
ଥମୁନି ଋଷ-ୟୁକ୍ରେନ ଯୁଦ୍ଧ; ଆଉ ଏତେ ବର୍ଷ ଚାଲିବ ବୋଲି ବାବା ଭେଙ୍ଗାଙ୍କ ପୂର୍ବାନୁମାନ

ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧ ନିକଟରେ ଶେଷ ହେବାର କୌଣସି ସଂକେତ ଦେଖାଯାଉନି। ଆହୁରି ଏତେ ବର୍ଷ ଚାଲିବ ବୋଲି ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା। ଏହାକୁ ନେଇ ସୈନିକଙ୍କ ମଧ୍ୟ ଦେଖାଦେଇଛି ଅନିଶ୍ଚିତତାର ପରିବେଶ।

Russia - Ukraine
ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ଋଷିଆରେ ମିଶିଲା

ମସ୍କୋ ବିରୋଧରେ ସ୍ୱର ଲାଗି ନାଟୋ ସଦସ୍ୟଙ୍କୁ ଜେଲେନସ୍କିଙ୍କ ଆହ୍ୱାନ । ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଲେ ଋଷିଆ କଥା ଆଦୌ ମାନିବୁନି ।

Ukraine - Russia War
ଛତ୍ର ଭଙ୍ଗ ଦେଲାଣି ଋଷ ସେନା ! ଭାରି ପଡ଼ିଲାଣି ୟୁକ୍ରେନ୍‌, ଘନ ଘନ କରୁଛି ଏୟାର ଷ୍ଟ୍ରାଇକ୍

ସମଗ୍ର ୟୁକ୍ରେନ୍‌କୁ ରୁଷିଆ ମୁକ୍ତ କରିବା ଆମର ଲକ୍ଷ୍ୟ । ଯେକୌଣସି ପରିସ୍ଥିତିରେ ଏହା କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜେଲେନସ୍କି ।

Russia-Ukraine
ଇଜିୟମ୍‌ରେ ମିଳିଲା ୪୪୦ ମୃତଦେହ, ସାଧାରଣ ଲୋକଙ୍କୁ ମାରିଛି ଋଷ

ହାତ ଓ ବେକ ବନ୍ଧାଯାଇଥିବା ଏବଂ ହାତଗୋଡ଼ ଭାଙ୍ଗିଥିବା ଅଭିଯୋଗ । ରୁଷ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ଆଣିଲେ ୟୁକ୍ରେନ ରାଷ୍ଟ୍ରପତି ।

Putin
ପୁଣି ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ, କାରକେଡ୍‌ ବ୍ଲକ୍ କଲା ଅଜଣା ଆମ୍ବୁଲାନ୍ସ...ଚାରି ଆଡ଼ ଧୂଆଁମୟ

ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।

`Make love, not war`
ଯୁଦ୍ଧ ବିଭୀଷିକା ମଧ୍ୟରେ ପ୍ରେମର ବାର୍ତ୍ତା- ‘ପ୍ରେମ କର, ହେଲେ ଯୁଦ୍ଧ ନୁହେଁ’

ଯେତେବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲା, ସେତେବେଳେ ଏହି ପ୍ରେମୀ ଯୁଗଳ ନିଜ ନିଜ ଦେଶ ଛାଡ଼ି ଚାଲି ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏବେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

Russian missile airstrike hits crowded shopping mall in Ukraine
ସପିଂ ମଲ୍‌ ଉପରେ ଭୟଙ୍କର ମିସାଇଲ୍‌ ମାଡ଼, ଆକାଶ ସାରା କଳା ଧୂଆଁ...

ସପିଙ୍ଗ୍ ସେଣ୍ଟରରେ ଯେତେବେଳେ କ୍ଷେପଣାସ୍ତ୍ର ମାଡ଼ ହେଲା, ସେତେବେଳେ ସେଠାରେ ପ୍ରାୟ ହଜାରେରୁ ଅଧିକ ଲୋକ ଥିଲେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି କହିଛନ୍ତି। ଏହାର ବହୁ ଭୟଙ୍କର ଭିଡିଓ ମଧ୍ୟ ସୋସିଆଲ୍  ମିଡିଆରେ ଭାଇରାଲ୍ ହୋଇଛି। 

100 days of war: 10 pictures that will pierce your heart | A photo diary
୧୦୦ ଦିନରେ ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ: ଦେଖନ୍ତୁ ଯୁଦ୍ଧର ବିକଳ ଦୃଶ୍ୟ...

ଗତ ୧୦୦ ଦିନ ଧରି ଋଷ୍‌-ୟୁକ୍ରେନ୍‌ ମଧ୍ୟରେ ଲାଗିରହିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧରେ ସାଧାରଣ ଜନତାଙ୍କ ସମେତ ସୁରକ୍ଷାକର୍ମୀ ଜୀବନ ହରାଇଛନ୍ତି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଭୟଭୀୟ ଅବସ୍ଥାରେ ଅଛନ୍ତି । ଏମିତିକି ଲୋକେ ନିଜ ଘରଦ୍ୱାର ତଥା ଧନଜୀନବ ହରାଇ ବେସାହାରା ପାଲଟିଛନ୍ତି । ସ୍ଥିତି ଏମିତି ହେଲାଣି ଯେ ଚାରିଆଡେ ହାହାକାର ପରିସ୍ଥିତି ଉପୁଜିଛି...ଦେଖନ୍ତୁ କିପରି ଲୋକେ ନିଜ ଜୀବନ-ମରଣ ସହ ସଙ୍ଘର୍ଷ କରୁଛନ୍ତି ।

Russia Scrambles
ରୁଷରେ ଦେଖାଦେଲାଣି କି ସେନା ସଂକଟ?

ଆଗକୁ ପୁଟିନ ଡୋନବାସ ଅଞ୍ଚଳରେ ଯୁଦ୍ଧ ଜୋରଦାର କରିବାକୁ ଚାହୁଁଛନ୍ତି

Russia’s ambassador to Poland
ରୁଷୀୟ ରାଷ୍ଟ୍ରଦୂତଙ୍କ ଉପରକୁ ନାଲି ରଙ୍ଗ ଫିଙ୍ଗିଲେ ଆନ୍ଦୋଳନକାରୀ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ବିଜୟ ସ୍ମାରକୀ ଭାବେ ରୁଷ ଭିକ୍ଟ୍ରି ଡେ ପାଳନ କରୁଛି।

Zelensky's Jacket
ଦେଶବାସୀଙ୍କ ପାଇଁ ନିଜ ପ୍ରିୟ ଜ୍ୟାକେଟ୍‌ ନିଲାମ କରିଦେଲେ ଜେଲେନ୍‌ସ୍କି

ଜେଲେନ୍‌ସ୍କି ନିଜର ପ୍ରିୟ ଜ୍ୟାକେଟ୍‌କୁ ଲଣ୍ତନ୍‌ରେ ବିକ୍ରି କରି ଦେଶ ପାଇଁ କିଛି ପାଣ୍ଠି ସଂଗ୍ରହ କରିଛନ୍ତି ।

Russia Ukraine War
ୟୁକ୍ରେନକୁ ଛାରଖାର କରୁଥିବା ଋଷ ପାଳୁଛି ବିଜୟ ଦିବସ

ଆମେରିକୀୟଙ୍କ ହୃଦୟ ୟୁକ୍ରେନବାସୀଙ୍କ ସହିତ ଅଛି। ୟୁକ୍ରେନ ସହିତ ଅଛି ଆମେରିକା।

Ghost Of Kyiv Dies In Battle
ଆଉ ନାହାନ୍ତି ‘Ghost of Kyiv’, ୪୦ ଋଷୀୟ ଲଢ଼ୁଆ ବିମାନ ଉପରେ ଆକ୍ରମଣ କରି ଖସାଇଥିଲେ ଏହି ୟୁକ୍ରେନ ପାଇଲଟ୍‌

ଯୁଦ୍ଧର ପ୍ରଥମ ଦିନରେ ମେଜର ଷ୍ଟେପନ ୬ ଋଷୀୟ ବିମାନ ଉପରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ତାଙ୍କର ନାଁକୁ ସାର୍ବଜନୀନ କରାଯାଇନଥିଲା ଓ ତାଙ୍କ ନାଁକୁ ଗୋପନ ରଖାଯାଇଥିଲା।

 Russia-Ukraine War
ଥମୁନି ୟୁକ୍ରେନ୍-ରଷିଆ ଯୁଦ୍ଧ; ୟୁକ୍ରେନ୍‌ର ଚେର୍ଣ୍ଣିହିବ୍‌ରୁ ଜୀବନ୍ତ ବୋମା ଉଦ୍ଧାର

ଗତକାଲି ୟୁକ୍ରେନ୍‌ର ଚେର୍ଣ୍ଣିହିବ୍‌ରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଛି । ପ୍ରାୟ ୫ ଶହ କିଲୋ ଓଜନ୍‌ର ଏହି ବୋମାକୁ ଚେର୍ଣ୍ଣିହିବ୍ ସହରର ଜନବସତିରୁ ଉଦ୍ଧାର କରାଯାଇଛି ।

Russia-Ukraine War
ମହାଯୁଦ୍ଧ ବେଳେ ୟୁକ୍ରେନ୍‌ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍‌, ଜାଣନ୍ତୁ କେମିତି?

ୟୁକ୍ରେନ-ଋଷିଆ ମହାଯୁଦ୍ଧ ବେଳେ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍‌। ଋଷ୍‌ର ପ୍ରଚଣ୍ଡ ଆକ୍ରମଣରେ ଆକ୍‌ଚାମାକ୍‌ଚା ହେଉଥିଲେ ସୈନ୍ୟ...ଏତିକି ବେଳେ ଛାତିରେ ବାଜିଥିଲା ଗୁଳି, ହେଲେ ପକେଟ୍‌ ଭିତରେ ଥିବା ମୋବାଇଲ ପାଇଁ ଅଳ୍ପକେ ବର୍ତ୍ତିଗଲା ପ୍ରାଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Russia-Ukraine War
ସ୍ମାର୍ଟଫୋନ୍ ଯୋଗୁଁ ୟୁକ୍ରେନ୍ ସୈନ୍ୟଙ୍କ ଜୀବନ ବଞ୍ଚିଗଲା : ମୋବାଇଲରେ ବାଜି ଅଟକି ଗଲା ଗୁଳି

ୟୁକ୍ରେନ୍ ସୈନ୍ୟଙ୍କ ଜୀବନ ବଞ୍ଚାଇଦେଲା ସ୍ମାର୍ଟଫୋନ୍ । କ୍ଷଣିକରେ ଜୀବନ ଚାଲିଯାଇ ଥାଆନ୍ତା, ମୋବାଇରେ ବାଜି ଅଟକି ଗଲା ଗୁଳି ।

Nuclear Attack
ସତ ହେବ କି ଆମେରିକା ଗୁଇନ୍ଦା ସଂସ୍ଥାର ସତର୍କବାଣୀ?

ଆମେରିକା ଏହାକୁ ହାଲୁକା ଭାବେ ନେଇ ପାରିବ ନାହିଁ ବୋଲି କହିଥିଲେ ବର୍ଣ୍ଣସ।

Ukraine Russia War
ଜେଲେନସ୍କିଙ୍କୁ ହରାଇବା ପାଇଁ ଚରମ ପଦକ୍ଷେପ ନେବେ କି ପୁଟିନ୍‌?

ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍‌ର ପତନ ଅବସମ୍ଭାବୀ।